ଜୁନ୍ ମାସ ୧୯ତାରିଖ ୨୦୨୬ମସିହା(ଶୁକ୍ରବାର)ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବାଘ୦୪/୫୭ଗତେ ପଞ୍ଚମୀ,ନକ୍ଷତ୍ର-ଅଶ୍ଳେଷା ଦିବା ଘ୧୦/୪୧ ଗତେ ମଘା,ଚନ୍ଦ୍ର-କର୍କଟ ଦିବା ଘ୧୦/୪୧ଗତେ ସିଂହ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩ /୦୯,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୫/୦୯,ଯୋଗିନୀ ଦକ୍ଷିଣେ ଦିବାଘ୦୪/୫୭ ଗତେ ପଶ୍ଚିମେ,ବିଛା,ଧନୁ ଓ ମୀନରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ପାଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ପୁଷ୍କର ଦୋଷ ନ।ସ୍ତି,କାଳବେଳା ଓ ବାରବେଳା-ଦିବା ଘ୦୮/୩୦ ଗତେ ଘ୧୧/୫୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ୧୧/୫୧ ଗତେ ଘ୦୨/୦୦ ମଧ୍ୟେ ଓ ରାତ୍ରି ଘ୦୬/୫୮ଗତେ ଘ୦୮/୪୯ମଧ୍ୟେ ରାତ୍ରି ଘ୦୩/୫୭ ଗତେ ଘ୦୪/୪୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା […]