Browsing author

SATYA SANDHANA DESK

ଦିନରେ କରୁଥିଲେ ଚୋରି

ମେଣ୍ଢାଶାଳ,୩।୮(ଏସଏସନିଉଜ)ପୋଲିସ ଏକ ଚୋରି ଘଟଣାରେ ୫ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିବା ସହ ଚିରି ସାମଗ୍ରୀ ବୋଝେଇ ଅଟୋକୁ ଜବତକରିଛି।ଗିରଫ ହୋଇଥିବା ୫ଜଣମହିଳା ହେଉଛନ୍ତି ଶିଖରଚଣ୍ଡୀ ବସ୍ତିରେ ରହୁଥିବା ଡି.ରାଜେଶ୍ ରାଓ(୩୦)ଜି.ପାର୍ବତୀ (୪୫)ଜି. ନୀଳ(୩୮)ଏସ ଲକ୍ଷ୍ମୀ ରେଡ୍ଡୀ(୪୫)ଏମ ସାବିତ୍ରୀ ରେଡ୍ଡୀ(୩୫)। ପ୍ରକାଶଯେ, ସଂଗ୍ରାମ କେଶରୀ ପାହାଡ଼ସିଂହ ନାମକ ଯୁବକ ପରିବାର ସହ ଦାରୁଠେଙ୍ଗ ଗ୍ରାମରେ ରହୁଥିବାବେଳେ,ସେହି ଗାଁରେ ତାଙ୍କର ଏକ ଅଶୋକ ଲେଲ୍ୟାଣ୍ଡର ଷ୍ଟକୟାର୍ଡ ରହିଛି,ସୋମବାର ପ୍ରାତଃ ସମୟରେ ଏହି ମହିଳାମାନେ ତାଙ୍କ ଅନୁମତି […]

ଆଜିର ରାଶିଫଳ

ଅଗଷ୍ଟମାସ ୦୪ତାରିଖ ୨୦୨୬ମସିହା(ମଙ୍ଗଳବାର)ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ଷଷ୍ଠୀ ରାତ୍ରି ଘ୦୯/୫୩ ଗତେ ସପ୍ତମୀ,ନକ୍ଷତ୍ର-ରେବତୀରାତ୍ରି ଘ୧୦/୨୫ଗତେ ଅଶ୍ୱିନୀ,ସୂର୍ୟୋଦୟ-ପ୍ରାତଃ ଘ୦୫/୨୬/୫୯,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୯ /୦୩,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୯/୫୩ ଗତେ ବୟବ୍ୟେ,ଧନୁ ରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ଓ ରାତ୍ରି ଘ୦୯/୫୩ଗତେ ଦ୍ଵିପାଦ ପୁଷ୍କରଦୋଷ,କାଳବେଳା-ଦିବାଘ୦୧/୩୦ଗତେ ଘ୦୩/୦୭ମଧ୍ୟେ,ବାରବେଳା- ଦିବା ଘ୦୭/୦୧ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବାଘ୦୭/୫୦ଗତେ ଘ୧୦/୧୫ମଧ୍ୟେ ଓ ଘ୧୨/୪୦ଗତେ ଘ୦୧/୨୯ମଧ୍ୟେ ଓ ଘ୦୩/୦୨ଗତେ ଘ୦୪/୩୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ନିମ୍ବ ରାତ୍ରି ଘ୦୯/୫୩ଗତେ ତାଳଭକ୍ଷଣ ନିଷେଧ। ମେଷ:-ଆଜିଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ।ପୂଜାର୍ଚନା ପାଇଁ […]

ମୁକ୍ତାକାଶ କାରାଶ୍ରମରୁ କଏଦୀ ଖଲାସ

ବାରଙ୍ଗ ,୨।୮(ଏସଏସନିଉଜ)ଏକ ନରହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବ୍ୟାସଦେବ ଛତାବର ନାମକ ଜଣେ କଏଦୀକୁ ରବିବାର ଆଜୀବନ ସଜା ରୁ ମୁକ୍ତି ମିଳିଛି। ବ୍ୟାସଦେବ ୧୭ ବର୍ଷ ପୂର୍ବେ ବଲାଙ୍ଗିର ଜେଲରୁ ଜାମୁଝାରି ସ୍ଥିତ ମୁକ୍ତାକାଶ ଜେଲକୁ ଆସିଥିଲେ।ଚରିତ୍ର ପରିବର୍ତ୍ତନ ପରେ ରାଜ୍ୟପାଳଙ୍କ ସୁପାରିଶ କ୍ରମେ ଆଜି ତାଙ୍କୁ ଖଲାସ କରିଦିଆଯାଇଛି।ଜେଲ୍ ବିଭାଗରୁ ଖଲାସ ଆଦେଶ ଆସିବା ପରେ ତାଙ୍କୁ ଅଧିକ୍ଷିକା ସ୍ମିତାମହାନ୍ତି ମୁକ୍ତ କରିଥିଲେ।ଆସିଷ୍ଟାଣ୍ଟ ଜେଲର ସ୍ବାଗତ ରଞ୍ଜନ ସାହୁ ଓ କଲ୍ୟାଣ ଅଧିକାରୀ […]

ଆୟୁର୍ବେଦ ଆଧାରିତ ଜୀବନ ଶୈଳୀକୁ ଗୁରୁତ୍ୱ

ବାରଙ୍ଗ,୨।୮(ଏସଏସନିଉଜ)ମନୁଷ୍ୟ ଜୀବନ ସହ ଆୟୁର୍ବେଦ ଓ ଏହା ସମ୍ବନ୍ଧୀୟ ବୃକ୍ଷଲତାର ନିବିଡ଼ ସମ୍ପର୍କ ରହିଛି। ଏହାର ଗୁଢ଼ ତତ୍ତ୍ୱକୁ ବୁଝି ଏହାକୁ ଲୋକଙ୍କ ଉପକାରରେ ଲଗାଇବା ହିଁ ଏହି ବୃତ୍ତିଧାରୀଙ୍କ ପ୍ରକୃତ କର୍ତ୍ତବ୍ୟ ହେବା ଉଚିତ ବୋଲି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ବୈଦ୍ୟ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ କହିଛନ୍ତି। ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଶ୍ରୀ ଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ଦ୍ୱାରା ନରାଜ ଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ […]

ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୩ତାରିଖ,ସୋମବାର,ମନସାପଞ୍ଚମୀ (ନାଗପୂଜା), ବୋଲବମ୍ ଆରମ୍ଭ,ଶ୍ରାବଣମାସର ପ୍ରଥମସୋମବାର,କାଉଡ଼ିଭକ୍ତଙ୍କ ଜଳାଭିଷେକ ଯାତ୍ରା।ଋତୁ-ବର୍ଷାଋତୁର(ପ୍ରଥମମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୬/୩୯🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୮/୫୫, ଶ୍ରାବଣ ମାସ, କୃଷ୍ଣପକ୍ଷ,ଚନ୍ଦ୍ରବାସ, ତିଥି-ପଞ୍ଚମୀ ରାତ୍ରି ଘ୧୦/୩୯ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ।ସୁକର୍ମାଯୋଗ ରାତ୍ରିଘ୧୦/୧୫ମି ପର୍ଯ୍ୟନ୍ତ ତଦନ୍ତେ ଧୃତିଯୋଗ ।କରଣ- କୌଳବକରଣ ଦିବା ଘ୧୦/୫୧ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ରାତ୍ରି ଘ୧୦/୩୯ମି ପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଦକ୍ଷିଣ ଦିଗରେ,ରାତ୍ରି ଘ୧୦/୩ମିପରେ ପଶ୍ଚିମଦିଗରେ,ଅଗନ୍ତବ୍ୟତିଥି, ପାପଯୁକ୍ତ, ମାସଦଗ୍ଧା ଷଷ୍ଠୀଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ,ଚନ୍ଦ୍ରଶୁଦ୍ଧି-ମେଷ,ବୃଷ,ମିଥୁନ,କନ୍ୟା,ତୁଳା,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି, ଘାତଚନ୍ଦ୍ର-ଧନୁରାଶିର […]

ହୀରାକୁଦ ପାଇଁ ବଡ଼ ବନ୍ୟା ଟଳିଗଲା

ଭୁବନେଶ୍ୱର,୧।୮(ଏସଏସନିଉଜ)ଆଗକୁ ବର୍ଷା ନହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ସୂଚନା ଦେଲେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ।୨ଦିନ ତଳେ ପିକ୍‌ ଫ୍ଲଡ୍‌ ଥିଲା, ହୀରାକୁଦ ବନ୍ଧ ବଡ଼ ବନ୍ୟାକୁ ରୋକିଲା।ହୀରାକୁଦରେ ଏବେ ୬୨୫ ଫୁଟ ପାଣି ଅଛି, ଉପରମୁଣ୍ଡରୁ ପାଣି କମିଛି।ହୀରାକୁଦର ଖୋଲାଥିବା ୨୨ଟିଗେଟ୍‌ ୨ଦିନ ଯାଏଁ ବନ୍ଦ ହେବନି।ମୁଣ୍ଡଳୀରେ ଏବେ ଆଦୌ ବନ୍ୟାସ୍ଥିତି ନାହିଁ ବୋଲି କହିଛନ୍ତି ଦିଲ୍ଲୀପ ରାଉତ।ବୈତରଣୀ ସମେତ ଅନ୍ୟ ସବୁ ନଦୀରେ ଜଳସ୍ତର କମୁଛି।ଛତିଶଗଡ଼ […]

ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୨ତାରିଖ,ରବିବାର,ବିବିଧ-ଦିବା ଘ୩/୫୩ମି ମଧ୍ୟେ ଶରଣ ପଞ୍ଚକଶେଷ,ଋତୁ-ବର୍ଷାଋତୁର (ପ୍ରଥମମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୬/୧୮,🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୯/୨୪, ଶ୍ରାବଣମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି-ଚତୁର୍ଥୀ ରାତ୍ରି ଘ୧୧/୧ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ,ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ନୈର୍ଋତ କୋଣରେ, ରାତ୍ରି ଘ୧୧/୧ମିପରେ ଦକ୍ଷିଣଦିଗରେ,ରିକ୍ତାତିଥି,ପାପଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ,ଚନ୍ଦ୍ରଶୁଦ୍ଧି-ମେଷ,ବୃଷ,ସିଂହ,କନ୍ୟା,ବିଛା,ଧନୁ ଓ କୁମ୍ଭ ଏହି ରାଶିମାନଙ୍କର ଏବଂ ଦିବା ଘ୩/୫୩ମିପରେ ମେଷ,ବୃଷ,ମିଥୁନ, କନ୍ୟା,ତୁଳା,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି,ଘାତଚନ୍ଦ୍ର-ମିଥୁନ ଓ ମୀନରାଶିର ଏବଂ ଦିବା ଘ୩/୫୩ମିପରେ ଧନୁରାଶିର ଘାତଚନ୍ଦ୍ର,ଘାତବାର-ମେଷରାଶିର ଘାତବାର।ତାରାଶୁଦ୍ଧି-୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧୦/୫ମିପରେ […]

କାଲିଠୁ ୬ ଯାଏଁ ପୁଣି ବର୍ଷିବ

ଭୁବନେଶ୍ୱର,୧।୮(ଏସଏସନିଉଜ)ଓଡ଼ିଶା ଉପରୁ ଲଘୁଚାପ ପ୍ରଭାବ ଅପସରି ଯାଇଥିବାସତ୍ତ୍ଵେ ବର୍ଷା ହେବ।ରାଜ୍ୟର କିଛିକିଛି ସ୍ଥାନରେ ହାଲୁକାରୁ ମଧ୍ୟମବର୍ଷା ସମ୍ଭାବନା ରହିଛି।କାଲିଠାରୁ ୬ତାରିଖ ପୁଣି ରାଜ୍ୟରେ ପ୍ରବଳବର୍ଷା ସମ୍ଭାବନା ଦେଖାଦେଇଛି।ଆସନ୍ତା ୨୪ଘଣ୍ଟାପାଇଁ ୨୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।କୋରାପୁଟ,ମାଲକାନଗିରି,ରାୟଗଡ଼ା,ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଗଜପତି,ନୟାଗଡ଼,କନ୍ଧମାଳ,ଖୋର୍ଦ୍ଧା,ପୁରୀକୁ ୟେଲୋୱାର୍ଣ୍ଣିଂ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ,ଯାଜପୁର,ଭଦ୍ରକକୁ ୟେଲୋୱାର୍ଣ୍ଣିଂ ଓ ବାଲେଶ୍ୱର,ବୌଦ୍ଧ,ଅନୁଗୋଳ,ଢେଙ୍କାନାଳ, ମୟୂରଭଞ୍ଜ,କେନ୍ଦୁଝରକୁ ୱାର୍ଣ୍ଣିଂ ଦିଆଯାଇଛି।ବିଜୁଳି ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦କିମି ଝଟ୍‌କା ପବନ ବହିବା ସମ୍ଭାବନା ରହିଛି ବୋଲି ପାଣିପାଗବିଭାଗ ଆକଳନ କରିଛି।

ଆଜି ସମ୍ବଲପୁରୀ ପୋଷାକ ପରିଧାନ..

ଭୁବନେଶ୍ୱର,୧।୮(ଏସଏସନିଉଜ)ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ `ସମ୍ବଲପୁରୀ ଦିନ’।ବିଶିଷ୍ଟ ଲେଖକ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ମାନ ଜଣାଇ ପାଳନ ହେଉଛି।ପାରମ୍ପରିକ ଦୁଲଦୁଲି ବାଜାର ତାଳେ ତାଳେ ନାଚିଗାଈ ପାଳନ କରନ୍ତି ଉତ୍ସବ।ଆଜି ସରକାରୀକର୍ମଚାରୀ ପିନ୍ଧିବେ ସମ୍ବଲପୁରୀ ପୋଷାକ।ସମ୍ବଲପୁରୀ ଦିନରେ ସମ୍ବଲପୁରୀ ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ।

ବଢୁଛି ହୀରାକୁଦ ଜଳସ୍ତର

ଭୁବନେଶ୍ୱର,୧।୮(ଏସଏସନିଉଜ)ବଢୁଛି ହୀରାକୁଦ ଜଳସ୍ତର। ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।ହୀରାକୁଦକୁ ପ୍ରବେଶ କରୁଛି ୪ ଲକ୍ଷ ୧୫ ହଜାର ୧୭ କ୍ୟୁସେକ ଜଳ।ନିଷ୍କାସନ ହେଉଛି ୩ ଲକ୍ଷ ୮୯ ହଜାର ୬୦୩ କ୍ୟୁସେକ ଜଳ।ଏବେ ହୀରାକୁଦ ଡ୍ୟାମ୍‌ ଜଳସ୍ତର ୬୨୫.୪୭ ଫୁଟ୍‌।