Browsing author

SATYA SANDHANA DESK

ପ୍ରକାଶ ପାଇଲା ଷ୍ଟାଣ୍ଡିଂ କମିଟିର ୩୧ଜଣିଆ ତାଲିକା

ଭୁବନେଶ୍ୱର,୨୭/୯(ଏସଏସନିଉଜ)ଷ୍ଟାଣ୍ଡିଂ କମିଟିର ୩୧ ଜଣିଆ ତାଲିକା ପ୍ରକାଶ ପାଇଛି। ଭୁବନେଶ୍ବର ସାଂସଦ ଅପରାଜିତାଷଡ଼ଙ୍ଗୀଙ୍କୁ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି।ସେହିଭଳି ଭାବେ ଶିକ୍ଷା,ମହିଳା, ଶିଶୁ,ଯୁବ ବ୍ୟାପlର କମିଟିରେ ସମ୍ବିତ ପାତ୍ର,ସଂସଦୀୟ ଷ୍ଟାଣ୍ଡିଂ କମିଟି (ଶିଳ୍ପ)ରେ ବିଭୁ ପ୍ରସାଦ ତରାଇ,ସଂସଦୀୟ କମିଟି (ବାଣିଜ୍ୟ)ରେ ବୈଜୟନ୍ତ ପଣ୍ଡା ଓ ଗୁରୁତ୍ୱପୂର୍ଣ୍ଣ ଷ୍ଟାଣ୍ଡିଂକମିଟି (ଅର୍ଥ)ର ଅଧ୍ୟକ୍ଷ ହୋଇଛନ୍ତି ଭର୍ତ୍ତୃହରି ମହତାବ ।

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୭ତାରିଖ ୨୦୨୪ମସିହା (ଶୁକ୍ରବାର),ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଦଶମୀ ଦିବା ଘ୦୧/୩୦ଗତେ ଏକାଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/ ୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/ ୨୬,ଯୋଗିନୀ ଉତ୍ତରେ ଦିବା ଘ୦୧/୩୦ ଗତେ ଅଗ୍ନିକୋଣେ, ଦଶମୀର ଏକୋଡ଼ିଷ୍ଟଶ୍ରାଦ୍ଧ ମହାଳୟା ବିଧିରେ ହେବ,ବିଛା,ଧନୁ ଓ ମୀନରାଶିର ଘାତବାର, କାଳବେଳା ଓ ବାରବେଳା -ଦିବା ଘ୦୮/୩୮ ଗତେ ଘ୧୧/୩୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୩୦ ମଧ୍ୟେ ଓ ଘ୦୭/୧୨ ଗତେ ଘ୦୮/୩୭ ମଧ୍ୟେ ଓ ଘ୧୨/୦୫ଗତେ ଘ୦୩/୧୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ କଳମଶାଗ ଦିବା ଘ୦୧/୩୦ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୬ତାରିଖ ୨୦୨୪ମସିହା(ଗୁରୁବାର)ଆଶ୍ୱିନମାସ- କୃଷ୍ଣପକ୍ଷ ,ତିଥି- ନବମୀ ଦିବା ଘ୧୨/୩୫ ଗତେ ଦଶମୀ ,ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୧୨/୨୭ ଗତେ ପୁଷ୍ୟା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୦୯ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/୨୬ ,ଯୋଗିନୀ ପୂର୍ବେ ଦିବା ଘ୧୨/୩୫ ଗତେ ଉତ୍ତରେ ,ନବମୀର ଏକୋଡ଼ିଷ୍ଟ ଓ ଦଶମୀର ପାର୍ବଣଶ୍ରାଦ୍ଧ ମହାଳୟା ବିଧିରେ ହେବ ,କନ୍ୟାରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭ ରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୨/୩୪ ଗତେ ଘ୦୫/୩୩ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୫ତାରିଖ ୨୦୨୪ ମସିହା (ବୁଧବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ଦିବା ଘ୧୨/୧୮ ଗତେ ନବମୀ,ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ୧୧/୧୫ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୫୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୨୬, ଯୋଗିନୀ ଐଶାନ୍ୟେ ଦିବା ଘ୧୨/୧୮ ଗତେ ପୂର୍ବେ, ଅଷ୍ଟମୀର ଏକୋଡ଼ିଷ୍ଟ ଓ ନବମୀ ର ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ,କନ୍ୟା ରାଶିର ଘାତଚନ୍ଦ୍ର, କର୍କଟ ରାଶିର ଘାତବାର,କାଳବେଳା -ଦିବା ଘ୦୮ /୪୦ଗତେ ଘ୧୦/୧୧ ମଧ୍ୟେ,ବାରବେଳା – ଦିବା ଘ୧୧/୪୦ ଗତେ ଘ୦୧/୧୧ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୬/୨୮ […]

୩୦ରେ ରାଜ୍ୟର ସବୁ ସ୍କୁଲରେ ବସିବ ବୈଠକ

ଭୁବନେଶ୍ୱର,୨୪ା୯(ଏସଏସନିଉଜ)ଆସନ୍ତା ୩୦ତାରିଖରେ ରାଜ୍ୟର ସମସ୍ତବିଦ୍ୟାଳୟରେ ଏକ ବୈଠକ ବସିବାକୁ ଯାଉଛି। ଯେଉଁଥିରେ ନବମରୁ ଦ୍ବାଦଶ ପିଲାଙ୍କ ଅଭିଭାବକ ସାମିଲ ହେବେ। ଛାତ୍ରଛାତ୍ରୀଙ୍କ ପାଠପଢା ସହ ବିଭିନ୍ନ ପ୍ରସଙ୍ଗନେଇ ଆଲୋଚନା ହେବା ସହ (ଇଚଇଇଜ)ଓଊନେଇ ଆଲୋଚନ ହେବ। ରାଜ୍ୟ ସରକାର ଅଭିଭାବକମାନଙ୍କଠାରୁ ସମ୍ମତି ପାଇବାପରେ ଅଟୋମେଟେଡ୍ ସ୍ଥାୟୀ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି (ଇଚଇଇଜ) ଓଊ ପ୍ରସ୍ତୁତ କରିବେ।ଏନେଇ ସର୍ବସମ୍ମତି ମିଳିବାପରେ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ପିତାମାତାଙ୍କ ସମ୍ମତିପତ୍ର ସଂଗ୍ରହ କରି ଏହାକୁ ସରକାରଙ୍କ ନିକଟକୁ ପଠାଇବେ। ନୂତନ ଜାତୀୟ ଶିକ୍ଷା […]

ମହାରାଷ୍ଟ୍ର ଚାଲିଯିବ JSW ପ୍ଲାଣ୍ଟ?

ଭୁବନେଶ୍ୱର,୨୪ା୯(ଏସଏସନିଉଜ)ଓଡ଼ିଶାରେ ପ୍ରସ୍ତାବିତ ଇଭି ଓ ବ୍ୟାଟେରୀ ପ୍ରକଳ୍ପରୁ JSW ଓହରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ JSW ମହାରାଷ୍ଟ୍ରକୁ ନେଇଯିବା ଚର୍ଚ୍ଚା ଯୋରଧରିଛି ।ଓଡ଼ିଶାରେ ପ୍ରସ୍ତାବିତ ପ୍ଲାଣ୍ଟ ମହାରାଷ୍ଟ୍ର ଯିବା ନେଇ ଜାତୀୟ ମିଡିଆରେ ଚର୍ଚ୍ଚା ଚାଲିଛି ।୭ମାସ ତଳେ ବିଜେଡି ସରକାର ଥିବା ବେଳେ ଚୁକ୍ତି କରିଥିଲା JSW୪୦ହଜାର କୋଟି ନିବେଶରେ ଓଡ଼ିଶାରେ ପ୍ଲାଣ୍ଟ ପାଇଁ ଚୁକ୍ତି କରିଥିଲାତେବେ ଚର୍ଚ୍ଚାକୁ ନେଇ JSW ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ଯାଞ୍ଚ ହେବ ଘିଅ

ପୁରୀ,୨୪ା୯(ଏସଏସନିଉଜ)ଯାଞ୍ଚ ହେବ ଶ୍ରୀମନ୍ଦିରରେ ବ୍ୟବହାର କରାଯାଉଥିବା ଘିଅ ।ତିରୁପତିରେ ପଶୁ ଚର୍ବିଯୁକ୍ତ ଘିଅରେ ଲଡୁ ପ୍ରସ୍ତୁତ ହେଉଥିବା ଖବର ଯୋରଦାର ପ୍ରଚାର ହେବାପରେ ଶ୍ରୀମନ୍ଦିରରେ ଘିଅର ମାନ ନେଇ ପରୀକ୍ଷାକରାଯିବାଏନେଇ ପୁରୀ ଜିଲ୍ଲାପାଳଙ୍କ ବୟାନ ଅନୁ୍ୟାୟୀ ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି ।ତେଣୁ ଘିଅର ମାନ ପରୀକ୍ଷା କରାଯିବାନେଇ ସୁଚନା ଦେଇଛନ୍ତି ।  

ନଭେମ୍ବରରେ ଜିଲ୍ଲା ବୁଲିବେ ନବୀନ

ଭୁବନେଶ୍ୱର,୨୪ା୯(ଏସଏସନିଉଜ) ନଭେମ୍ବରରେ ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକାନବୀନ କର୍ମୀ ଓ ନେତାଙ୍କୁ ଭେଟି ଦଳକୁ ଦୃଢ କରିବାକୁ କରିବେ ଆଲୋଚନା ।ଏବେ ନବୀନ ନିବାସରେ ସମୀକ୍ଷା ପରେ ଆଗକୁ ଗ୍ରାଉଣ୍ଡରେ ଆକ୍ସନ ନେବାକୁ ଯାଉଛି ବିଜେଡି। ପରାଜୟ ପରେ ସଂଗଠନ ସଜାଡୁଛି ବିଜେଡି। ଆଉ ନଭେମ୍ବରରେ ମଇଦାନକୁ ଓହ୍ଲାଇବେ ନବୀନ। ଏନେଇ ସୂଚନା ଦେଇଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲି ।

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୪ତାରିଖ ୨୦୨୪ମସିହା (ମଙ୍ଗଳବାର) ଆଶ୍ୱିନମାସ- କୃଷ୍ଣପକ୍ଷ ,ତିଥି- ସପ୍ତମୀ ଦିବା ଘ୧୨/୪୫ ଗତେ ଅଷ୍ଟମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୪୯ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୨୬ ,ଯୋଗିନୀ ବାୟବ୍ୟେ ଦିବା ଘ୧୨/୪୫ ଗତେ ଐଶାନ୍ୟେ , ସପ୍ତମୀର ଏକୋଡ଼ିଷ୍ଟ ଓ ଅଷ୍ଟମୀ ର ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ  ,କନ୍ୟା ରାଶିର ଘାତଚନ୍ଦ୍ର ,ମକର ରାଶି ର ଘାତବାର ,କାଳବେଳା -ଦିବା ଘ୦୧/୦୫ଗତେ ଘ୦୨/୩୬ ମଧ୍ୟେ ,ବାରବେଳା – ଦିବା ଘ୦୭/୧୧ ଗତେ ଘ୦୮/୪୨ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- […]

ପୁରୀରେ ହଣାକଟା, ୩ ଆହତ

ପୁରୀ,୨୩/୯(ଏସଏସନିଉଜ) ସାମାନ୍ୟ ବଚସାକୁ ନେଇ ପୁରୀରେଦୁଇଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛନ୍ତି।ହଣାକଟାରେ ଉଭୟ ପକ୍ଷରୁ ୩ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।ଟାଉନଥାନା ଗାଣ୍ଡୁଆଚଉରା ଛକରେ ଗଣ୍ଡଗୋଳ ଘଟିବା ସହ ଏହାକୁ ନେଇ ହଣାକଟା ହୋଇଥିବାର ଅଭିଯୋଗ ହୋଇଛି।