Browsing author

SATYA SANDHANA DESK

ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ

ଭୁବନେଶ୍ବର,୨୩/୯(ଏସଏସନିଉଜ) ଆମେରିକା ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ କରି କହିଛନ୍ତିଏଣିକି ‘ନମସ୍ତେ’ ବି ଲୋକାଲରୁ ଗ୍ଲୋବାଲ ହୋଇଗଲାଣି।ଆପଣଙ୍କ ଭଲପାଇବା ମୋପାଇଁ ସବୁଠୁ ବଡ଼ ସୌଭାଗ୍ୟ ଯେତେଥର ଆମେରିକା ଆସିଛି, ଅପାର ସ୍ନେହ ପାଇଛି।ଆଜି ଭାରତ 6G ଉପରେ କାମକରୁଛି।ଭାରତ ଆଉ ସୁଯୋଗକୁ ଅପେକ୍ଷା କରୁନି, ସୁଯୋଗ ସୃଷ୍ଟି କରୁଛି।ଆମେ ମହିଳା ଆଧାରିତ ବିକାଶ ଉପରେ ଗୁରୁତ୍ବ ଦେଲୁ।ହଜାରହଜାର ମହିଳାଙ୍କୁ ଡ୍ରୋନ୍ ପାଇଲଟ କରାଯାଉଛି ବୋଲି କହିଛନ୍ତି ମୋଦି।ମେଡ୍ ଇନ୍ ଇଣ୍ଡିଆ ଆଜି ବିଶ୍ବର ସବୁଠୁ […]

ଥାନାରେ ବନ୍ଧାହେଲା ଲଙ୍କାଲେମ୍ବୁ

  ଭୁବନେଶ୍ବର,୨୩/୯(ଏସଏସନିଉଜ)ଭରତପୁର ଥାନାରେ ଲଙ୍କାଲେମ୍ବୁ ବନ୍ଧାଯାଇଛି। ଚର୍ଚ୍ଚିତ ଭରତପୁର ଥାନାରେ ନୂଆ ଆଇଆଇସି କାର୍ଯ୍ୟରେ ଯୋଗଦେବା ପରେ ପୂଜାପାଠ କରିଛନ୍ତି।ପୂଜାପାଠ ସହ ଥାନା ଗେଟ୍‌ରେ ଲଙ୍କାଲେମ୍ବୁ ଝୁଲାଇଲେ ଆଇଆଇସି।ନୂଆ ଜଏନ୍‌ କଲି, ମାନସିକ ଶାନ୍ତି ପାଇଁ ପୂଜା କରୁଥିବା କହିଛନ୍ତି ଆଇଆଇସି। ଅନ୍ୟପଟେ ନିରପେକ୍ଷ ତଦନ୍ତ ପାଇଁ ସରକାର ରାଜି ହୋଇଥିବାରୁ ବିଜେଡି ପକ୍ଷରୁ ଦିଆଯାଇଥିବା ହରତାଳ ଡାକରା ପ୍ରତ୍ୟାହୃତ ହୋଇଥିବା ନେଇ ଦଳପକ୍ଷରୁ ସୂଚନା ଦିଆଯାଇଛି। ଭରତପୁର ଘଟଣାକୁ ନେଇ ହରତାଳ ଡାକରା ଦେଇଥିଲା ବିଜେଡି […]

ଉତ୍ତର ଗ୍ରାମୀଣଅଞ୍ଚଳରେ ସେବାସପ୍ତାହ ପାଳନ

ବାରଙ୍ଗ,୨୨/୯ (ଏସଏସନିଉଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ସାରା ଭାରତରେ ସେବା ସପ୍ତାହ ପାଳନ ହେଉଛି। ଏହି ପରିପ୍ରେକ୍ଷୀରେ ବିଜେପି ଉତ୍ତର ଗ୍ରାମୀଣ ମଣ୍ଡଳ ତରଫରୁ ଭୁବନେଶ୍ୱର ଉପକଣ୍ଠ ଦାଢ଼ା ପଞ୍ଚାୟତର ମରିଚିଆ ଗ୍ରାମରେ ରବିବାର ପୂର୍ବାହ୍ନ ସମୟରେ ସେବା ସପ୍ତାହ ଉପଲକ୍ଷେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ବିଶ୍ଵନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ସଂଯୁକ୍ତା ପଢ଼ିହାରିଙ୍କ ନେତୃତ୍ୱରେ ଭାଜାପା ନେତା ଜିତେନ୍ଦ୍ର ସାସ୍ମଲ, ସାଗର […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୩ତାରିଖ ୨୦୨୪ ମସିହା(ସୋମବାର)ଆଶ୍ୱିନମାସ- କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ଦିବା ଘ୦୧/୫୩ ଗତେ ସପ୍ତମୀ ,ନକ୍ଷତ୍ର- ରୋହିଣୀ ରାତ୍ରି ଘ୧୦/୫୦ ଗତେ ମୃଗଶିରା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୩୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୧୬ ,ଯୋଗିନୀ ପଶ୍ଚିମେ ଦିବା ଘ୦୧/୫୩ ଗତେ ବାୟବ୍ୟେ ,ଷଷ୍ଠୀ ଓ ସପ୍ତମୀର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ବିଛା ରାଶିର ଘାତଚନ୍ଦ୍ର ,ମିଥୁନ ରାଶି ର ଘାତବାର ,କାଳବେଳା -ଦିବା ଘ୦୧/୦୫ଗତେ ଘ୦୨/୩୬ ମଧ୍ୟେ ,ବାରବେଳା – ଦିବା ଘ୦୭/୧୧ ଗତେ ଘ୦୮/୪୧ମଧ୍ୟେ ,ବିଶୁଦ୍ଧ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୨ତାରିଖ ୨୦୨୪ ମସିହା (ରବିବାର)ଆଶ୍ୱିନମାସ- କୃଷ୍ଣପକ୍ଷ, ତିଥି-ପଞ୍ଚମୀ ଦିବା ଘ୦୩/୪୬ଗତେ ଷଷ୍ଠୀ,ନକ୍ଷତ୍ର- କୃତ୍ତିକା ରାତ୍ରି ଘ୧୧/୪୦ଗତେ ରୋହିଣୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୨୯, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୧୦, ଯୋଗିନୀ ଦକ୍ଷିଣେ ଦିବା ଘ୦୩/୪୫ ଗତେ ପଶ୍ଚିମେ,ପଞ୍ଚମୀର ସାମ୍ବତ୍ସରିକଶ୍ରାଦ୍ଧ ମହାଳୟା ବିଧିରେ ହେବ,ବିଛାରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୦୯ଗତେ ଘ୦୧/୧୦ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୨୬ ଗତେ ଘ୦୮/୫୦ ମଧ୍ୟେ ଓ ଘ୦୧/୧୧ ଗତେ ଘ୦୩/୧୭ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୦୪ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୧ତାରିଖ ୨୦୨୪ ମସିହା (ଶନିବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ସନ୍ଧ୍ୟାଘ୦୬/୧୭ଗତେ ପଞ୍ଚମୀ,ନକ୍ଷତ୍ର- ଦ୍ଵିଜା ରାତ୍ରି ଘ୦୧/୧୩ ଗତେ କୃତ୍ତିକା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୨/ ୦୦,ଯୋଗିନୀ ନୈରୁତେ ସନ୍ଧ୍ୟା ଘ୦୬/୧୭ ଗତେ ଦକ୍ଷିଣେ,ଚତୁର୍ଥୀର ସାମ୍ବତ୍ସରିକଶ୍ରାଦ୍ଧ ମହାଳୟା ବିଧିରେ ହେବ,ମେଷରାଶିର ଘାତଚନ୍ଦ୍ର, ବୃଷ,ସିଂହ  ଓକାନ୍ୟାରାଶିର ଘାତବାର,କାଳବେଳା -ଦିବା ଘ୦୭/୧୦ ମଧ୍ୟେ ଓ ଘ୦୪/୧୦ ଗତେ ଘ୦୫/୪୦ ମଧ୍ୟେ,ବାରବେଳା – ଦିବା ଘ୦୧/୦୮ ଗତେ ଘ୦୨/୪୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୧୬ ଗତେ ଘ୦୯/୪୧ ମଧ୍ୟେ ଓ ଘ୧୨/୦୪ ଗତେ […]

ଧରାହେଲେ ୭ରୋଡରୋମିଓ

ଭୁବନେଶ୍ୱର,୨୦ା୯(ଏସଏସନିଉଜ)ଭରତପୁରଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ଘଟଣାରେ ୭ଜଣ ରୋଡ୍ ରୋମିଓଙ୍କୁ ଧରିଲା କମିଶନରେଟ୍ ପୋଲିସ । ସିସିଟିଭି ଆଧାରରେ ୭ଜଣଙ୍କୁ ଧରିଛି କମିଶନରେଟ ପୋଲିସ ।ଧରାପଡ଼ିଥିବା ୭ଜଣଙ୍କୁ ଚନ୍ଦକାଥାନାରେ ପଚରାଉଚରା କରାଯାଉଛି ।ରାତିରେ ଫେରୁଥିବାବେଳେ ଦୁର୍ବୃତ୍ତମାନେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାରକରିଥିଲେ ।ଏନେଇ ଥାନାକୁ ଏତଲା କରିବାକୁ ଆସି ଉଭୟ ମେଜର ଓ ତାଙ୍କ ବାନ୍ଧବୀ ମାଡ଼ ଖାଇଥିଲେ । -‘

ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୯(ଏସଏସନିଉଜ)ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସରକାର ସଚେତନ ଅଛନ୍ତି, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।ଘଟଣାକୁ ଗୁରୁତ୍ବର ସହ ନିଆଯାଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦିଆଯାଇଛିାକ୍ରାଇମବ୍ରାଞ୍ଚ ଏତଲା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛିାସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛିା ଏ ସରକାର କାର‌୍ୟ୍ୟାନୁଷ୍ଠାନ ନେବାରେ କେବେ ପଛଘୁଞ୍ଚା ଦିଅନ୍ତିନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୁଭଦ୍ରାକୁ ନେଇ ଭ୍ରମିତ ହୁଅନ୍ତୁନି-ପ୍ରଭାତୀ

ଭୁବନେଶ୍ୱର,୨୦ା୯(ଏସଏସନିଉଜ)ସୁଭଦ୍ରାକୁ ନେଇ ଭ୍ରମିତ ନହେବାକୁ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାାସୁଭଦ୍ରାକୁ ନେଇ ଅନେକଗୁଜବ ସୃଷ୍ଟି କରାଯାଉଛିା ଭ୍ରମିତ ହୁଅନ୍ତୁନିାବ୍ୟାଙ୍କରୁ ଟଙ୍କା ନଉଠାଇଲେ ସରକାର ନେଇଯିବା ନେଇ ଗୁଜବ କରାଯାଉଛିାବାସ୍ତବରେ ସେଭଳି କିଛିନାହିଁ, ଏଭଳି ମିଥ୍ୟା ପ୍ରଚାର ଶୁଣନ୍ତୁନିାଯେଉଁମାନେ ଟଙ୍କା ପାଇଛନ୍ତି, ସେ ଟଙ୍କା ତାଙ୍କର, ଖର୍ଚ୍ଚ କରିପାରିବୋଡିଜିଟାଲମୋଡ୍‌ରେ ଖର୍ଚ୍ଚକରି ଅଧିକ ୫୦୦ଟଙ୍କା ଲାଭବାନ ହୁଅନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ଯନ୍ତ୍ରୀଙ୍କ ମାଳମାଳ କୋଠା ଓ ପ୍ଲଟ

ବାଲେଶ୍ବର ,୨୦ା୯(ଏସଏସନିଉଜ)ବାଲେଶ୍ବର ରୁରାଲ୍ ୱାର୍କସ ସର୍କଲ ମୁଖ୍ୟଯନ୍ତ୍ରୀଙ୍କ ବିପୁଳ ସଂପତ୍ତି ଠାବ ହୋଇଛି ।ମୁଖ୍ୟଯନ୍ତ୍ରୀ ଏନ୍‌.ଭି. ହରିହର ରାଓଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ ।ବ୍ରହ୍ମପୁରରେ ଦୁଇ ମହଲା କୋଠା, ଭୁବନେଶ୍ବର ପାତ୍ରପଡ଼ାରେ କୋଠା,ବ୍ରହ୍ମପୁରରେ ଫ୍ଲାଟ, ଭୁବନେଶ୍ବର ଓ ବ୍ରହ୍ମପୁରରେ ୨ଟି ବେନାମୀ ଫ୍ଲାଟ ,ଭୁବନେଶ୍ବରରେ ୨ଟି ଓ ବ୍ରହ୍ମପୁରରେ ୨ଟି ଘରଯୋଗ୍ୟ ପ୍ଲଟ ଠାବ ହୋଇଛି ।ଏହାସହ ୧ କୋଟି ୧୧ ଲକ୍ଷର ବ୍ୟାଙ୍କ ଜମା, ଗୋଟିଏ କାର୍ ଓ ଗୋଟିଏ ବାଇକ୍ ଜବତ […]