ସାବଧାନ ରାସ୍ତାରେ ମୁକୁଳା ପାଣିଚାମ୍ବର
ବାରଙ୍ଗ,୨୬/୮(ଏସଏସନିଉଜ)ରାସ୍ତାକାମ ସରିଛି କିନ୍ତୁ ଚାମ୍ବର ଉପରକୁ ଆବନ୍ଧ କରିବାକୁ ଭୁଲିଯାଇଛନ୍ତି ଠିକାଦାରା ।ଯାହାଫଳରେ ଏହି ରାସ୍ତା ଏବେ ମରଣକୁ ଆମନ୍ତ୍ରଣ କରୁଛି ।ଏହିଭଳି ଦୃଶ୍ୟ ଭୁବନେଶ୍ୱରବ୍ଲକ ଅର୍ନ୍ତଗତ ଦାଢାପଞ୍ଚାୟତର ପ୍ରାଚୀନଦୀବନ୍ଧ ରାସ୍ତାରୁ କେନ୍ଦୁପାଟଣାଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳୁଛି ।ଏହିରାସ୍ତାଦେଇ ଦୈ÷ନଦିନ ଯାଉଥିବା ଲୋକମାନଙ୍କପାଇଁ ଏହା ଏବେ ମରଣଯନ୍ତା ପାଲଟିଛି । ପ୍ରକାସ ଯେ,ପ୍ରାଚୀନଦୀବନ୍ଧରୁ କେନ୍ଦୁପାଟଣା ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତାରେ ବୃହତ ପାନୀୟଜଳ ଯୋଗାଣପ୍ରକଳ୍ପ ପାଇଁ ରାସ୍ତା କରାଯିବାସହ ରାସ୍ତାଉପରେ ଏକ ଚାମ୍ବର […]