Browsing author

SATYA SANDHANA DESK

ଗୀତାଜ୍ଞାନ ପାଇଁ ଛାତ୍ରୀ ପୁରସ୍କୃତ

ମେଣ୍ଢାଶାଳ,୧୬ା୯(ଏସଏସନିଉଜ)ଭୁବନେଶ୍ୱରଠାରେ ଥିବା ଦିବ୍ୟଜୀବନସଂଘ କାର‌୍ୟ୍ୟାଳୟରେ ଦୈନଦିନ ଜୀବନରେ ଗୀତାର ଅବଶ୍ୟକତା ଉପରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ଭୁବନେଶ୍ୱରଆଖପାଖ ଅଂଚଳର୬୦ଟିବିଦ୍ୟାଳୟର ବଛାବଛାଛାତ୍ରୀଛାତ୍ରମାନେ ଯୋଗଦେଇ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।ସ୍ମାମୀଶ୍ରୀଶିବାନନ୍ଦସରସ୍ୱତୀ ଓ ପରମପୁଜ୍ୟ ଗୁରୁ ମହାରାଜ ସ୍ମାମୀ ଶ୍ରୀ ଚିଦାନନ୍ଦସରସ୍ନତୀ ମହାରାଜାଙ୍କ ଜୟନ୍ତୀ ଉପଲକ୍ଷେ ଗତ୮ତାରିଖରୁ ୨୪ତାରିଖ ପର‌୍ୟ୍ୟନ୍ତ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି ।ଏହି ପ୍ରତିଯୋଗୀତାରେ ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀଛାତ୍ରୀ ଜ୍ୟୋର୍ତିମୟୀ ଦାସ ଗୀତାଜ୍ଞାନ ଉପରେ ବକ୍ତୃତା ପ୍ରଦାନ କରି ୪ର୍ଥସ୍ଥାନ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୮ତାରିଖ ୨୦୨୪ମସିହା(ବୁଧବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି- ପୂର୍ଣ୍ଣିମା ଦିବା ଘ୦୮/୨୨ ଗତେ ପ୍ରତିପଦ ,ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ୧୧/୫୧ଗତେ ଉତ୍ତରଭାଦ୍ର ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୯/୩୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୪/୪୦ ,ଯୋଗିନୀ ବାୟବ୍ୟେ ଦିବା ଘ୦୮/୨୨ ଗତେ ପୂର୍ବେ ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,ଅଦ୍ୟ ମୃତେ ଘ୧୧/୫୦ମଧ୍ୟେ ଏକପାଦ ଓ ରାତ୍ରି ଘ୦୨/୪୭ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୮/୪୧ ଗତେ ଘ୧୦/୧୨ମଧ୍ୟେ ,ବାରବେଳା – ଦିବା ଘ୧୧/୪୩ ଗତେ ଘ୦୧/୧୫ ମଧ୍ୟେ […]

ପୂର୍ବତନ ରାଜ୍ୟପାଳଙ୍କୁ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ଏସଏସନିଉଜ) ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅସୁସ୍ଥତା ବଶତଃ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନରାଜ୍ୟପାଳ ତଥା ବରିଷ୍ଠନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ଏହି ସାକ୍ଷାତସମୟରେ ମୁଖ୍ୟମନ୍ତ୍ରୀ ହରିଚନ୍ଦନଙ୍କ ଆଶୁଆରୋଗ୍ୟ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ହରିଚନ୍ଦନଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତରମାନଙ୍କସହିତ ତାଙ୍କ ସ୍ବାସ୍ଥ୍ୟସମ୍ପର୍କରେ ଆଲୋଚନା କରିବାସହ ସେ ଯେପରି ଶୀଘ୍ରଆରୋଗ୍ୟ ଲାଭକରିବେ ସେଥିପାଇଁ ଧ୍ୟାନଦେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସାକ୍ଷାତସମୟରେ ହରିଚନ୍ଦନଙ୍କପୁତ୍ର ତଥା ରାଜ୍ୟ ଆଇନ୍, […]

ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ମୋଦୀ

ଭୁବନେଶ୍ୱର,୧୭/୯(ଏସଏସନିଉଜ)ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି ଟଙ୍କା।ଆଜି ଜନତା ମୈଦାନରେ ବହୁ ପତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି କ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ଜଣ ମହିଳାଙ୍କୁ ମିଳିଛି ସୁଭଦ୍ରାର ପ୍ରଥମ କିସ୍ତିର ୫୦୦୦ ଟଙ୍କା । ମୋଟ ୧୨୫୦ କୋଟି ଟଙ୍କା ଆକଉଣ୍ଟକୁ ପଠାଇଛନ୍ତି ମୋଦୀ ସରକାର।

ତାଲୁକା ବିଶ୍ଵକର୍ମା ସମାଜ ପକ୍ଷରୁ ବିଶ୍ଵକର୍ମା ପୂଜା

ଆସିକା,୧୭/୯(ଏସଏସନିଉଜ)ଆସିକା ତାଲୁକା ବିଶ୍ଵକର୍ମା ସମାଜ (ବଢେଇକୁଳ)ଆନୁକୂଲ୍ୟରେ ଆସିକା ତାଲୁକା ଅନ୍ତର୍ଗତ କୋଟିନଡା ଗ୍ରାମରେ ନିର୍ମାଣଧୀନ ବିଶ୍ଵକର୍ମା ମନ୍ଦିରଠାରେ ଶ୍ରୀ ବିଶ୍ୱକର୍ମା ମହାପ୍ରଭୁଙ୍କ ପୂଜାର୍ଚ୍ଚନା ଯଥା ରୀତି ପାଳନ କରାଯାଇଥିଲା। ସଭାପତି ମାଧବ ମହାରଣା ଓ ସମ୍ପାଦକ ଅଶୋକ କୁମାର ମହାରଣା ସମେତ କମିଟିର ସମସ୍ତ ସଭ୍ୟ ଏବଂ ଆସିକା ତାଲୁକାର ସମସ୍ତ କୁଳଭାଇମାନେ ମହା ଆନନ୍ଦରେ ଉକ୍ତ ଉତ୍ସବ ପାଳନ କରିଥିଲେ।ଏଥିସହ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଯୋଗ ଦେଇ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଆଇନଜୀବୀ […]

ତପ୍ତପାଣିଘାଟିରେ ଗଛକୁ ଧକ୍କାଦେଲା ବସ୍

ଭୁବନେଶ୍ୱର,୧୬/୯(ଏସଏସନିଉ ଜ)ପାଟପୁରଥାନା ତପ୍ତପାଣି ମା କନ୍ଧୁଣିଦେବୀଙ୍କ ମନ୍ଦିର ନିକଟରେ ସୋମବାରସକାଳୁ ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇଛି ଯାତ୍ରୀ ବାହି ବସ୍ । ଧକ୍କାଦେବା ଫଳରେ ଅଳ୍ପକେ ବର୍ତିଲେ ୪୦ରୁ ଉର୍ଦ୍ଧ ଯାତ୍ରୀ lସୂଚନା ମୁତାବକ ସୋମବାର ଭୋରୁ ଗଜପତି ଜିଲ୍ଲାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ପଦ୍ମାଳୟା ନାମକ ଏକ ଯାତ୍ରୀବାହିବସ୍ କନ୍ଧୁଣୀଦେବିଙ୍କ ନିକଟରେ ଭାରସାମ୍ୟହରାଇ ରାସ୍ତାକଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା।

ଦୁଇଦିନହେବ ଲାଇନମ୍ୟାନ ନିଖୋଜ

  ବାରଙ୍ଗ,୧୫/୯ (ଏସଏସନିଉଜ) ଭୁବନେଶ୍ଵର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତର ଟାଙ୍ଗିବନ୍ତ ଗ୍ରାମରେ ଘରଭଡ଼ା ନେଇ ରହି ଆସୁଥିବା ଜଣେ ଯୁବ ବିଦ୍ୟୁତ୍ କର୍ମଚାରୀ ନିଖୋଜ ହୋଇଯାଇଥିବା ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଯୁବକ ହେଉଛନ୍ତି ବାରଙ୍ଗ ବିଦ୍ୟୁତ କାର୍ଯ୍ୟାଳୟରେ ଲାଇନ୍ ମ୍ୟାନ ଭାବେ କାର୍ଯ୍ୟରତ ଥିବା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କେସୁଗୁରାପାଲ ଗ୍ରାମର କାହୁଁ ସୁତାର (୩୩)। ସୂଚନା ମୁତାବକ ବାରଙ୍ଗ ବିଦ୍ୟୁତ କାର୍ଯ୍ୟଳୟ ଅଧିନସ୍ଥ କଳାରାହାଙ୍ଗ କ୍ୟମ୍ପରେ କାର୍ଯ୍ୟରତ ଥିଲେ କାହ୍ନା। ସେ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୬ତାରିଖ ୨୦୨୪ ମସିହା (ସୋମବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ୦୩/୪୦ ଗତେ ଚତୁର୍ଦ୍ଦଶୀ,ଅଦ୍ୟ ବିଶ୍ଵକର୍ମା ପୂଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୯/୦୯, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୩୦,ଯୋଗିନୀ ଦକ୍ଷିଣେ ଦିବା ଘ୦୩/୩୧ଗତେ ପଶ୍ଚିମେ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଦ୍ଦଶୀର ପାର୍ବଣ ଶ୍ରାଦ୍ଧ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ଅଦ୍ୟ ପୁଷ୍କରଦୋଷ ନାସ୍ତି,କାଳବେଳା -ଦିବା ଘ୦୭/୧୦ ଗତେ ଘ୦୮/୪୨ ମଧ୍ୟେ,ବାରବେଳା – ଦିବା ଘ୦୨/୪୧ ଗତେ ଘ୦୪/୧୩ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୦ ମଧ୍ୟେ ଓ ଘ୦୮/୫୨ […]

କୋଲ୍ଡଡ୍ରିଙ୍କସ୍ ପିଇଲେ,୨୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିଲେ

ବାରଙ୍ଗ,୧୫/୯(ଏସଏସନିଉଜ)ଅସୁରକ୍ଷିତ ହୋଇପଡିଛି ରାଜଧାନୀର ଆପାର୍ଟମେଣ୍ଟ।ପୋଲିସକୁ ଖାତିରି ନକରି ଆତଙ୍କ ଖେଳାଇଛନ୍ତି ଲୁଟେରା ।ଦିନକ ତଳେ ଜଣେବୈଜ୍ଞାନିକଙ୍କ ଘରୁ ୫୦ ଭରିର ସୁନା ଲୁଟିନେଇଥିବା ବେଳେ ଆଜିପୁଣି ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଘରୁ ୨୦ଲକ୍ଷ ଟଙ୍କାର ସୁନାଗହଣା ସଫା କରିଦେଇଛନ୍ତି ।ସ୍ୱାମୀ-ସ୍ତ୍ରୀ ଘରକୁ ଯାଇଥିବା ବେଳେ କବାଟ ତାଡ଼ି ଲୁଟି ନେଇଛନ୍ତି ସୁନା ଓ ଟଙ୍କା । ଏହି ଘଟଣା ଘଟିଛି ଚନ୍ଦକା ଥାନା ଗୋଠପାଟଣାରେ ଥିବା ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ।ଲୁଟେରା ଲୁଟ୍ କରିବା ପରେ ଫ୍ରିଜରୁ ଫଳ […]

ଜିଲ୍ଲାସ୍ତରୀୟ ସୁଭଦ୍ରାସ୍ବାଗତ ପଦଯାତ୍ରାର ଶୁଭାରମ୍ଭ

କଟକ,୧୫ା୯(ଏସଏସନିଉଜ)ରାଜ୍ୟସରକାରଙ୍କ ସୁଭଦ୍ରାଯୋଜନା ସମ୍ପର୍କରେ ଜିଲ୍ଲାର ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ସ୍ୱାଗତ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ଜ଼ିଲ୍ଲା ପରିଷଦ କାର୍ଯ୍ୟାଳୟ , ସ୍ୱରାଜ ଆଶ୍ରମ ଓ ହାଇକୋର୍ଟ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ପଦଯାତ୍ରାରେ ସ୍ଵଂୟ ସହାୟକ ଗୋଷ୍ଠୀର […]