Browsing author

SATYA SANDHANA DESK

ଆଜିର ରାଶିଫଳ

୨୦୨୪ମସିହା ଅଗଷ୍ଟମାସ ୨୪ତାରିଖ ଶନିବାର।ଶ୍ରୀମନ୍ଦିରେ ରେଖା ପଞ୍ଚମୀ ଉତ୍ସବ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାହୁ ରେଖା ଲାଗି, ପଶ୍ଚିମ ଦ୍ବାରରେ ଘଣ୍ଟାକର୍ଣ୍ଣ ମହୋତ୍ସବ, “ଶ୍ରୀପୁରୁଷୋତ୍ତମ ଶ୍ରୀ ଭୂବନେଶ୍ବର କ୍ଷେତ୍ର ପ୍ରସାଦୟୋରୁଦୟ ବେଧ ଏବଂ ଗୃହ୍ୟତେ ।ଇତି। ଗଦାଧରେ।ସୁର୍ଯ୍ୟୋଦୟ- ଘ୫/୩୩/୬ ,ସୂର୍ଯ୍ୟାସ୍ତ- ଘ୬/୫/୧୪ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ଶୌରିବାସ ,ତିଥି-ପଞ୍ଚମୀ ଦିବା ଘ୮/୧ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଅଶ୍ବିନୀ ନକ୍ଷତ୍ର ସନ୍ଧ୍ୟା ଦ୬/୫୩ମିପର୍ଯ୍ୟନ୍ତ ତଦନ୍ତେ ଦ୍ବିଜାନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ, ଦିବା ଘ୮/୧ମି ପରେ ପଶ୍ଚିମ ଦିଗରେ। ଶନିବାର, ଅଗନ୍ତବ୍ୟ […]

ତେଲ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା,୪ ମୃତ

ଗଞ୍ଜାମ,୨୨ା୮(ଏସଏସନିଉଜ) ଗୁରୁବାର ସକାଳୁ ବ୍ରହ୍ମପୁରର ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି ।ଓଭରଟେକ୍‌ ସମୟରେ ଖମ୍ବେଶ୍ୱରୀ’ନାମକ ଯାତ୍ରୀବାହୀ ବସ୍‌ ସହ ତେଲ ଟ୍ୟାଙ୍କର ଧକ୍କା ହୋଇଛି। ଫଳରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ ଚା ଦୋକାନ ଉପରକୁ ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି ମାଡ଼ି ଯାଇଥିଲା। ଚା ଦୋକାନରେ ଚା ପିଉଥିବା ୩ ଜଣ ଓ ବସ୍‌ର ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ଯାତ୍ରୀବାହି […]

ନାଳରେ ଭାସିଯାଇ ନାବାଳକ ମୃତ

ଗଂଜାମ, ୨୨ା୮(ଏସଏସନିଉଜ) ବ୍ରହ୍ମପୁର ସହରର ଲକ୍ଷ୍ମୀନୃସିଂହ ସାହି ୧୪ନମ୍ବର ଗଳିର ଶେଷ ମୁଣ୍ଡରେ ଥିବା ନାଳରୁ ସାଇରାମ ପାତ୍ର (୧୦)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଟିଉସନ ସାରି ଘରକୁ ଆସିବା ପରେ ସାଇକେଲ ଧରି ଘରୁ ବାହାରକୁ ଯିବା ବେଳେ ନାଳରେ ଖସି ପଡ଼ିଥିଲା। ଗତକାଲି ରାତି ୮ଟା ବେଳେ ସାଇକେଲ ଚଳାଇ ଆସୁଥିବା ସାଇରାମ ପାତ୍ର ହଠାତ୍ ରାସ୍ତା କଡ ନାଳରେ ପଡିଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ନାଳ ପାଣି ରାସ୍ତା ଉପରକୁ ମାଡ଼ି ଆସିଥିଲା। […]

ଆଜିର ରାଶିଫଳ

ଅଗଷ୍ଟମାସ୨୩ତାରିଖ୨୦୨୪ମସିହା(ଶୁକ୍ରବାର)ଭାଦ୍ରବମାସ-କୃଷ୍ଣପକ୍ଷ,ତିଥି-ଚତୁର୍ଥୀଡିବାଘ୧୦/୫୧ଗତେପଞ୍ଚମୀ,ନକ୍ଷତ୍ର- ରେବତୀ ରାତ୍ରି ଘ୦୮/୪୧ଗତେଅଶ୍ଵିନୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୧୫,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୨୨ ,ଯୋଗିନୀ ନୈରୁତେ ଦିବା ଘ୧୦/୫୧ ଗତେ ଦକ୍ଷିଣେ ,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଚତୁର୍ଥୀର ଏକୋଦିଷ୍ଟଶ୍ରାଦ୍ଧ ,ବିଛା,ଧନୁ ଓ ମୀନରାଶିର ଘାତବାର ,ଧନୁରାଶିର ଘାତଚନ୍ଦ୍ର ,କାଳବେଳା ଓ ବାରବେଳା – ଦିବା ଘ୦୮/୪୧ ଗତେ ଘ୧୧/୫୦ ମଧ୍ୟେ ,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୮ମଧ୍ୟେ ଓ ଘ୧୨/୪୫ଗତେ ଘ୦୨/୧୩ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୫୧ ଗତେ ଘ୧୧/୪୦ ମଧ୍ୟେ ,ଅଦ୍ୟ ମୂଳା […]

କୁବେର ରେଞ୍ଜରଙ୍କ ୩ଫ୍ଲାଟ,୮ପ୍ଲଟ

ଢେଙ୍କାନାଳ,୨୨/୮(ଏସଏସନିଉଜ)ଢେଙ୍କାନାଳ ସଦର ରେଞ୍ଜରଙ୍କ ୩ଟିଫ୍ଲାଟ ଓ ୮ଟି ପ୍ଲଟ ଠାବ ହୋଇଛି।ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ।ରେଞ୍ଜରଙ୍କ ଭୁବନେଶ୍ବରରେ ଗୋଟିଏ, ହାଇଦ୍ରାବାଦରେ ୨ଟି ଫ୍ଲାଟ ରହିଛି। ଭୁବନେଶ୍ବର ଓ ଢେଙ୍କାନାଳରେ ଅଛି ମୋଟ୍ ୮ଟି ପ୍ଲଟ।ଆଠଗଡ଼ରେ ୫ ଏକର ବିଶିଷ୍ଟ ଫାର୍ମ ହାଉସ୍ ମଧ୍ୟ ଠାବ ହୋଇଛି।ଫାର୍ମ ହାଉସରେ ଅଛି କୁକୁଡ଼ା ଫାର୍ମ, ନର୍ସରୀ ଓ ପାର୍କ।୪୦ଲକ୍ଷର ବ୍ୟାଙ୍କ ଜମା ସହ ୩୦୦ ଗ୍ରାମ ସୁନା, ୧ ହୀରା ହାର ଠାବ।ଟଏଲେଟ୍ ଫ୍ଲସ […]

ମୋଦିଙ୍କୁ ଚିଠି ଲେଖିଲେ ମମତା

  ଭୁବନେଶ୍ବର,୨୨/୮(ଏସଏସନିଉଜ)ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।କୋଲକାତା ଲଜ୍ଜା କାଳରେ ସାରାଦେଶ କଥା କହି ଚିଠି ଲେଖିଲେ।ସାରାଦେଶରେ ଦୈନିକ ହାରାହାରି ୯୦ଟି ଦୁଷ୍କର୍ମ ମାମଲା ଘଟୁଛି।ଏଭଳି ଘୃଣ୍ୟ କାର୍ଯ୍ୟ ସାରା ଦେଶପ୍ରତି ଲଜ୍ଜାଜନକସ୍ଥିତି ସୃଷ୍ଟି କରୁଛି।ଏଭଳିକାର୍ଯ୍ୟକୁ ସଂପୂର୍ଣ୍ଣ ବନ୍ଦ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।ଏଭଳି ଘୃଣ୍ୟକାର୍ଯ୍ୟକୁ ଦୃଢ଼ଦମନ ପାଇଁ କଡ଼ାଆଇନ ଜରୁରୀ।ତ୍ବରିତ ନ୍ୟାୟପାଇଁ ଫାଷ୍ଟଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ଆଇନ ଅନାଯାଉ।ବିଚାର ପ୍ରକ୍ରିୟା ୧୫ ଦିନରେ ସାରିବାକୁ ଆଇନରେ ବ୍ୟବସ୍ଥା କରାଯାଉ […]

ବିଶ୍ବ ବିଜୟୀ ଭାରତୀୟ ହକିଦଳର ହିରୋମାନଙ୍କୁ ଭବ୍ୟସମ୍ବର୍ଦ୍ଧନା

ଭୁବନେଶ୍ୱର,୨୧ା୮(ଏସଏସନିଉଜ)ଭୁବନେଶ୍ବର ଆଜି ଥିଲା ଉତ୍ସବ ମୁଖରିତ। ବିଶ୍ବ ବିଜୟୀ ଭାରତୀୟ ହକି ଦଳର ହିରୋ ମାନଙ୍କୁ ଆଜି ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା। ପ୍ୟାରିସ ଅଲମ୍ପିକ୍‌ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ଆଜି ସମସ୍ତ ଖେଳାଳୀ ଓ ସହାୟକ ସଦସ୍ୟ ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନଙ୍କୁ ଉଚ୍ଛସିତ ସ୍ବାଗତ କରାଯାଇଥିଲା ଏବଂ ଲୋକସେବା ଭବନର କନ୍‌ଭେନସନ ହଲ୍ ଠାରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଭାରତୀୟ ଦଳର ପ୍ରତ୍ୟେକ […]

ବଜ୍ରପାତ ନେଲା ୬ଜୀବନ

ଭୁବନେଶ୍ୱର,୨୧ା୮(ଏସଏସନିଉଜ)ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ଜଣଙ୍କର ମୃତ୍ୟୁହୋଇଥିବାବେଳେ ୫ଜଣ ଗୁରୁତର ଆହତହୋଇଛନ୍ତି ।ଭଦ୍ରକ ଆଗରପଡ଼ା ଭଗାରାମରେ ବିଲରେ କାମ କଲାବେଳେ ଜଣେ ମୃତ୍ୟୁବରଣ କରିଥିବାବେଳେ ବାସୁଦେବପୁର ଚୂଡ଼ାମଣି ଗାଁରେ ବଜ୍ରାଘାତରେ ୨ଜଣ ଗୁରୁତର ଆହତ ହୋଇଛନ୍ତିାସହେିଭଳିଭାବେ ବନ୍ତ ବ୍ଲକ୍ ଚାରିଗାଁରେ ବିଲରେ କାମ କରିବା ବେଳେ ଜଣେ ମୃତ,ବାଲେଶ୍ବର ଖଇରା ଥାନା ପଦୁନା ଗାଁର ବଜ୍ରାଘାତରେ ଜଣେ ମୃତ, ନୀଳଗିରି ଓଲଡଙ୍ଗ୍ ଅଞ୍ଚଳରେ କାମ କରିବା ବେଳେ ଜଣଙ୍କର ମୃତ,ଢେଙ୍କାନାଳ କାମାକ୍ଷାନଗର କୁଦୁଆ ଗାଁରେ ବଜ୍ରାଘାତରେ ଜଣେ […]

ଆଜିର ରାଶିଫଳ

ଅଗଷ୍ଟମାସ ୨୨ତାରିଖ ୨୦୨୪ ମସିହା(ଗୁରୁବାର) ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି- ତୃତୀୟା ଡିବା ଘ୦୨/୦୨ ଗତେ ଚତୁର୍ଥୀ, ସୁର୍ୟୋଦୟ-ପ୍ରାତଃ ଘ୦୫ /୩୩/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୭/୦୨,ଯୋଗିନୀ ଅଗ୍ନିକୋଣ ଦିବା ଘ୦୨/୦୨ ଗତେ ନୈରୁତେ, ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଥୀ ର ପାର୍ବଣଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତବାର, ଧନୁରାଶିର ଘାତଚନ୍ଦ୍ର,କାଳବେଳା ଓ ବାରବେଳା – ଦିବା ଘ୦୨/୫୫ ଗତେ ଘ୦୬/୦୪ ମଧ୍ୟେ,ଅଦ୍ୟ ମୃତେ ପୁଷ୍କର ଦୋଷ ନାସ୍ତି,ବିଶୁଦ୍ଧ ଅମୃତବେଳା-ରାତ୍ରି ଘ୧୧/୧୨ଗତେ ଘ୦୨/୪୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୭/୦୮ମଧ୍ୟେ ଓ ଘ୧୦/୨୧ ଗତେ […]

ସୁଭଦ୍ରାଯୋଜନା ପାଇ କିଏ ଯୋଗ୍ୟ

ଭୁବନେଶ୍ବର,୨୧/୮(ଏସଏସନିଉଜ)ସୁଭଦ୍ରା ଯୋଜନା ପାଇବା ପାଇଁ କିଏ ଯୋଗ୍ୟ ଏବଂ କିଏ ଅଯୋଗ୍ୟ ଜାଣନ୍ତୁ… ୧.ମହିଳା ଜଣଙ୍କ ଓଡି଼ଶାର ବାସିନ୍ଦା ହୋଇଥିବେ। ୨.ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ। ୩.କେବଳ ବିବାହିତା ମହିଳାମାନେ ଅନ୍ତର୍ଭୁକ୍ତ ହୋଇପାରିବେ। ୪.ଗୋଟିଏ ପରିବାରରୁ ଜଣଙ୍କୁ ସୁଭଦ୍ରା ଭାଉଚର ମିଳିବ। ୫.ଆବେଦନକାରୀ କୌଣସି ସରକାରୀ ଚାକିରି କରି ନ ଥିବେ। ୬.ଅବିବାହିତାମାନେ ଆବେଦନରୁ ବାଦ୍‌ ପଡ଼ିବେ। ଯୋଗ୍ୟ ହିିତାଧିକାରୀ ହୋଇଥିଲେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧାରିତ ଓ୍ବେବ୍‌ସାଇଟ୍‌ରେ ଆବେଦନ କରିବାକୁ ପଡ଼ିବ। […]