Browsing author

SATYA SANDHANA DESK

ସ୍ୱାଧୀନପ୍ରାର୍ଥୀ ଭାବେ ନାମାଙ୍କନଭରିଲେ ଜଗନ୍ନାଥ

ଭୁବନେଶ୍ୱର,୨୧/୮(ଏସଏସନିଉଜ)ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ଆଜି ବିଧିବଦ୍ଧ ଭାବେ ବିଧାନସଭା ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ଏହାର ଘଣ୍ଟାକ ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ନାମାଙ୍କନ ଭରିଛନ୍ତି।ଭୁବନେଶ୍ୱର ମଧ୍ୟ ଆସନରୁ ପ୍ରାର୍ଥୀ ହୋଇ ଚଳିତ ନିର୍ବାଚନରେ ହାରିଯାଇଥିଲେ ଜଗନ୍ନାଥ।ମମତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, […]

ବାଇକରୁପଡି ଚେତାଗଲା,ଗୋଡ ଭାଙ୍ଗିଲା

ବାରଙ୍ଗ,୨୦ା୮(ଏସଏସନିଉଜ) ମଙ୍ଗଳବାର ଅପରାହ୍ନରେ ମୁଣ୍ଡଳୀ ନିକଟସ୍ଥ ଧୂଳିଆଷଣ୍ଢ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଘଟିଛି ।ଏହି ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକଦ୍ବୟ ହେଲେ ବାଙ୍କୀଥାନା ଗୟଳବାଙ୍କ ଗ୍ରାମର କାର୍ଗିଲ ସୁତାର (୨୦) ଏବଂ କାଳିଆ ରଣା (୨୧)। ପ୍ରକାସ ଯେ, ମଙ୍ଗଳବାର ଅପରାହ୍ନ ସାଢ଼େ ୩ଟା ସମୟରେ ଯୁବକ ଦ୍ବୟ ଓଡି୨୫ପି-୯୦୬୮ନଂ ପଲସର ମୋଟର ସାଇକେଲରେ ତ୍ରିଶୂଳିଆ ପଟୁ ନିଜ ଗ୍ରାମ ଗୟଳବାଙ୍କ ଅଭିମୁଖେ ଦୃତ ଗତିରେ ଆସୁଥିଲେ । […]

ଗଣେଶପୂଜା ଭଷାଣିରେ ବାଜିବନି ଡିଜେ

ବାରଙ୍ଗ,୨୦ା୮(ଏସଏସନିଉଜ) ଏଥର ବାରଙ୍ଗରେ ହେବାକୁଥିବା ଗଣେଶପୁଜା ଓ ଭଷାଣିଉତ୍ସବରେ ବାଜବନି ଡିଜୋ ପାରମ୍ପାରିକବାଦ୍ୟର ତାଳରେ ଭଷାଣିଶୋଭାଯାତ୍ରା ହେବ ବୋଲି ମଙ୍ଗଳବାର ରାତିରେ ବାରଙ୍ଗଥାନା ପରିସରରେ ଆୟୋଜିତ ଗଣେଶପୁଜା ପ୍ରସ୍ତୁତି ବୈଠକରେ ନିଷ୍ପତି ହୋଇଛି ।ବାରଙ୍ଗଥାନା ଅଧିକାରୀ ବିଶ୍ବରଂଜନ ନାୟକଙ୍କ ଆହ୍ୱାନକ୍ରମେ ଆୟୋଜିତ ଗଣେଶପୁଜା ପ୍ରସ୍ତୁତି ବୈଠକରେ ଜୋନ ଏସିପି ଉମାକାନ୍ତ ପ୍ରଧାନ, ବିଦ୍ୟୁତ୍ ବିଭାଗ ଜେଇ ବିଭୁପ୍ରସାଦଦାସ, ବାରଙ୍ଗ ଆଂଚଳିକ ଶାନ୍ତି କମିଟିର ସଭାପତି ପ୍ରତାପ ଚନ୍ଦ୍ର ପାଣି, ଶାନ୍ତି କମିଟି ସମ୍ପାଦକ ସୁରେଶ ମହାନ୍ତି, ଟ୍ରକଆସୋସିଏସନ […]

ମେଣ୍ଢାଶାଳରେ ଝୁଲଣଯାତ୍ରାରେ ବାଦି ପାଲା

ମେଣ୍ଢାଶାଳ,୨୦ା୮(ଏସଏସନିଉଜ)ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭାଗବତବାସୁଦେବଙ୍କ ମନ୍ଦିର ସମ୍ମୁଖରେ ସବୁବର୍ଷପରି ଚଳିତବର୍ଷ ପଞ୍ଚଦିବସୀୟ ଝୁଲଣଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଝୁଲଣଯାତ୍ରା ସୋମବାରରାତିରେ ଉଦଯାପିତ ହୋଇଯାଇଛି।ଝୁଲଣଯାତ୍ରା ଉପଲକ୍ଷେ ବାଦିପାଲା ଅନୁଷ୍ଠିତ ହୋଇଯାଇଥିଲା।ଗାୟକ ରସସାଗର ବସନ୍ତକୁମାରବେହେରା,ବାଣୀରତ୍ନ ନିରଞ୍ଜନସ୍ଵାଇ ଯୋଗଦେଇ ପ୍ରତିଦିନ ପାଲା ପରିବେଷଣ କରିଥିଲେ।ପ୍ରତିଦିନ ସନ୍ଧ୍ୟାସମୟରେ ଠାକୁରଙ୍କୁ ସୁସଜ୍ଜିତ ବିମାନରେ ବସାଜିବାପରେ ଝୁଲଣ ସହ ପାଲା ପରିବେଶଣ କରାଯାଇଥିଲା ।ଝୁଲଣ ଓ ପାଲା ମଣ୍ଡପକୁ ଭାରତଭୁଷଣ ମହାରଣାଙ୍କ ଦ୍ଵାରା ଆକର୍ଷଣୀୟ ଭାବେ ସଜାଯାଇଥିଲ।ପ୍ରତ୍ୟେକ ସଂଧ୍ୟାରେ ଗ୍ରାମବାସୀମାନେ ଉପସ୍ଥିତ ରହି ଏହାକୁ ଉପଭୋଗ କରୁଥିଲେ।(ପଦ୍ମଚରଣ […]

ଆଜିର ରାଶିଫଳ

ଅଗଷ୍ଟମାସ ୨୧ତାରିଖ ୨୦୨୪ ମସିହା(ବୁଧବାର) ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୦୫/୨୬ଗତେ ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୨ /୪୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭ /୫୨,ଯୋଗିନୀ ଉତ୍ତରେ ଦିବାଘ୦୫/୨୭ଗତେ ଅଗ୍ନିକୋଣରେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟରାଶିର ଘାତବାର,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,କାଳବେଳା -ଦିବା ଘ୧୨/୦୦ ଗତେ ଘ୦୧/୩୫ ମଧ୍ୟେ,ବାରବେଳା -ଦିବା ଘ୧୧/୪୮ ଗତେ ଘ୦୧/୨୩ମଧ୍ୟେ,ଅଦ୍ୟ ମୃତେ ଦ୍ଵୀପାଦଦୋଷ ଓ ଦିବା ଘ ୦୫/୨୬ଗତେ ରାତ୍ରିଘ୦୧/୨୫ ମଧେ ଦ୍ଵୀପାଦ ପୁଷ୍କରଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୮ମଧ୍ୟେ ଓ ରାତ୍ରି ଘ୦୬/୫୨ଗତେ ଘ୦୯ /୧୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- […]

ରାଜ୍ୟରେ ଅଛନ୍ତି ୨୭ ମହାବଳ ବାଘ

ଭୁବନେଶ୍ବର,୨୦ା୮(ଏସଏସନିଉଜ)ରାଜ୍ୟରେ ଅଛନ୍ତି ୨୭ ମହାବଳ ବାଘ ଓ ୨୦୯୮ ହାତୀାବିଧାନସଭାରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ।ସେ କହିବାଅନୁଯାୟୀ ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର, ମହାନଦୀରେ ୧୪ ଘଡ଼ିଆଳ କୁମ୍ଭୀର,ସାତକୋଶିଆରେ ୯୭, ଶିମିଳିପାଳରେ ୭୬, ଘୋଡ଼ାହାଡ଼ରେ ୮୪ ଗୋମୁହାଁ କୁମ୍ଭୀର ଅଛନ୍ତି ।ସେହିଭଳିଭାବେ ଚିଲିକା ଓ ସାମୁଦ୍ରିକ ଅଞ୍ଚଳରେ ରହିଛନ୍ତି ୭୪୩ ଡଲ୍‌ଫିନ୍ ଥିବାର ସେ ପ୍ରକାସ କରିଛନ୍ତି ।

ମମତା ମହାନ୍ତଙ୍କୁ ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ବର,୨୦ା୮(ଏସଏସନିଉଜ) ମଙ୍ଗଳବାରଦିନ ରାଜ୍ୟସଭାପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଓ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଘୋଷଣା କରିଛନ୍ତି।ମମତାମହାନ୍ତ ୨୦୨୦ମସିହାରେ ବିଜେଡି ରାଜ୍ୟସଭା ପଠାଇଥିଲା। ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ । ମମତା ମହାନ୍ତ ହେଉଛନ୍ତି କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ।

ସଚିବ ସ୍ତରୀୟ ବୈଠକ

ଭୁବନେଶ୍ଵର,୨୦ା୮(ଏସଏସନିଉଜ)ଆଜି ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଲୋକସେବାଭବନରେ ସମସ୍ତବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହିତ ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଅଭିବୃଦ୍ଧି ତ୍ୱରାନ୍ୱିତ ହେଲେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ। ବିଭିନ୍ନ ବିଭାଗ, ବିଶେଷ କରି ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ଥିବା ବିଭାଗ ଗୁଡିକ ଆବଶ୍ୟକ ସ୍ଥଳେ ଅଧିକ ଗ୍ଧରମଷଦ୍ଭସମବକ୍ଷ […]

ଭିଜିଲାନ୍ସ ହାବୁଡ଼ରେ ଆର୍‌ଆଇ ଓ ଅମିନ

ସମ୍ବଲପୁର,୨୦/୮(ଏସଏସନିଉଜ) ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ସମ୍ବଲପୁର କେଶେଇବାହାଲ ଆର୍‌ଆଇ ଓ ଅମିନ।ଜମି ମାମଲାର ଇନକ୍ୱାରୀ ପାଇଁ ୭ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।ପୂର୍ବରୁ ୩ ହଜାର ନେଇଥିବା ବେଲେ ଆଜି ୭ ହଜାର ନେଉଥିବାବେଲେ ଧରପଡିଛନ୍ତି ଆର୍‌ଆଇ ତୁଳସା ପ୍ରଧାନ ଓ ଅମିନ ମୁକେଶ ସାହୁ।ଉଭୟଙ୍କ ଘରେ ଭିଜିଲାନ୍ସ ରେଡ୍ ମଧ୍ୟ କରିଛି।

ପୁରୀରେ ଖଜାପାଇଁ ହତ୍ୟା

ପୁରୀ,୨୦/୮(ଏସଏସନିଉଜ)ପୁରୀରେଖଜାବେପାରକୁ ନେଇ ହତ୍ୟାକାଣ୍ଡ ଘଟଣାରେ ସମସ୍ତ ଅଭିଯୁକ୍ତ ନାବାଳକ ବୋଲି ଜଣାପଡିଛି । ନିଜର ପତିଆରା ଦେଖାଇବା ପାଇଁ ସାହି ଭିତରେ ଗ୍ୟାଙ୍ଗୱାର କରିବା ସହ ନିଶା ସେବନ କରୁଥିଲେ।ଏମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ପୋଲିସ ବୋଲି ଏସପି ପିନାକ ମିଶ୍ର କହିଛନ୍ତି।ଗତ ୮ତାରିଖରେ ମାର୍କଣ୍ଡେଶ୍ୱର ସାହିର ରାଧାଗୋବିନ୍ଦ ଲେନର ଦୀନେଶ ଖୁଣ୍ଟିଆଙ୍କୁ ହତ୍ୟା କରାଯାଇଥିଲା। ସୋମବାର ରାତିରେ ଦୁର୍ବୃତ୍ତମାନେ ଏହାର ପ୍ରତିଶୋଧ ନେଇଛନ୍ତି। ଦୀନେଶ ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରଦୀପ୍ତ ସାହୁଙ୍କ ଦିବ୍ୟାଙ୍ଗ […]