Browsing author

SATYA SANDHANA DESK

ଜଙ୍ଗଲରୁ ମିଳିଲା ମଣିଷ ଖପୁରୀ

ଭୁବନେଶ୍ବର,୧୧/୮(ଏସଏସନିଉଜ)ଦିଗପହଣ୍ଡି ପାଟକୁରା ନିକଟ ବୃନ୍ଦାବନପୁର ଜଙ୍ଗଲରୁ ଆଜି କିଛି ମଣିଷଙ୍କ ଖପୁରି ଜବତ ହୋଇଛି । ସକାଳେ ଗାଁର କିଛି ଲୋକ ଜଙ୍ଗଲ ଭିତରେ ମଣିଷ ଖପୁରି ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଂଚି ଖପୁରି ଓ ହାଡ ଜବତ କରିଛି । ହେଲେ ଏହି ଖପୁରି କେଉଁଠୁ ଆସିଲା ତାହା ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପୁରୀରେ ଆଜିଠୁ ରଥଭଙ୍ଗା କାମ

ପୁରୀ,୧୧/୮(ଏସଏସନିଉଜ)ଆଜିଠୁ ରଥଭଙ୍ଗା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ନିଳାଦ୍ରିବିଜେ ପରେ ଶ୍ରୀହୀନ ହୋଇପଡିଥିଲେ ତିନି ରଥ। ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ରଥଭଙ୍ଗା କାର୍ୟ୍ୟ। ନିୟମ ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାମ ଆରମ୍ଭ ହୋଇଛି। ଏହାପରେ ତାଳଧ୍ୱଜ ରଥ ଭଙ୍ଗାଯିବ।ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବାର ପରମ୍ପରା ରହିଛି। ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଥିଲା ଭଙ୍ଗା […]

ଶିକ୍ଷାନୁଷ୍ଠାନରେ ହେବନାହିଁ ପକ୍ଷପାତିତା

ଭୁବନେଶ୍ବର,୧୧/୮(ଏସଏସନିଉଜ)ଏଣିକି ପର୍ବପର୍ବାଣୀରେ ଶିକ୍ଷାନୁଷ୍ଠାନରେ ହେବନାହିଁ କୌଣସି ପକ୍ଷପାତିତା। ଛାତ୍ରଛାତ୍ରୀଙ୍କୁ ରାକ୍ଷୀ, ତିଲକ, ମେହେନ୍ଦି ଲଗାଇବାକୁ ମନା କରିପାରିବେନି ସ୍କୁଲ କର୍ତ୍ତୃପକ୍ଷ। କୌଣସି ଦଣ୍ଡ ମଧ୍ୟ ଦିଆଯାଇପାରିବ ନାହିଁ। ସମସ୍ତ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏନେଇ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ କମିସନ ଫର୍ ପ୍ରୋଟେକସନ୍ ଅଫ୍ ଚାଇଲଡ୍ ରାଇଟସ୍।ପୂର୍ବରୁ ଅନେକ ସମୟରେ ସ୍କୁଲରେ ପର୍ବପର୍ବାଣୀ ସମୟରେ ହେଉ ଅବା ଅନ୍ୟ ସମୟରେ ତିଲକ, ମେହେନ୍ଦି ଓ ପୋଷାକ ପରିଧାନକ ସ୍କୁଲ କର୍ତ୍ତୃପକ୍ଷ ବାରଣ […]

ଆଜିର ରାଶିଫଳ

ଅଗଷ୍ଟମାସ ୧୧ତାରିଖ ୨୦୨୪ ମସିହା(ରବିବାର) ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ପ୍ରାତଃ ଘ ୦୫/୩୩ ଗତେ ସପ୍ତମୀ,ନକ୍ଷତ୍ର- ଚିତ୍ରା ପ୍ରାତଃ ଘ ୦୬/୨୩ ଗତେ ସ୍ଵାତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୦/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୪୪,ଯୋଗିନୀ ବାୟବ୍ୟେ ପ୍ରାତଃ ଘ୦୫/୩୩ଗତେ ଐଶାନ୍ୟେ, ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୧୪ଗତେ ଘ୦୧/୨୫ ମଧ୍ୟେ, ମୃତେ ଏକପାଦଦୋଷ ପ୍ରାତଃ ଘ ୦୫/୩୩ ଗତେ ଦ୍ଵିପାଦ ପୁଷ୍କରଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୧୮ ଗତେ ଘ୦୮/୩୧ ମଧ୍ୟେ ଓ ରାତ୍ରି ଘ୦୭/୪୮ ଗତେ […]

କାଠଯୋଡିକୁ ଡେଇଁ୨ ନିଖୋଜ

ବାରଙ୍ଗ,୯ା୮(ଏସଏସନିଉଜ)ତ୍ରିଶୂଳିଆ ସୁବାଷ ସେତୁରେ ପୁଣି ଅଘଟଣଘଟିଛି। ଶୁକ୍ରବାରରାତିରେ ସେତୁ ଉପରୁ କାଠଯୋଡିକୁ ଡେଇଁ ପଡ଼ି ଆତ୍ମହତ୍ୟା କରିଛନ୍ତି ଦୁଇଜଣ ।ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ବିବାହିତ ମହିଳା ଓ ଅନ୍ୟଜଣେ ଯୁବକ ଥିବାର ଜଣାପଡିଛି ।ତେବେ ମହିଳାଜଣଙ୍କ ହେଉଛନ୍ତି ବାଙ୍କୀ ଥାନାଅଧିନସ୍ଥ ବାଆଁରା ପଞ୍ଚାୟତ ରାମଚଣ୍ଡୀ ଗ୍ରାମର ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପତ୍ନୀ ବର୍ଷା ଲେଙ୍କା ଓ ଅନ୍ୟଜଣଙ୍କର ପରିଚୟ ମିଳିପାରିନାହିଁ ।ସ୍ଥାନୀୟଲୋକଙ୍କଠାରୁ ଖବରପାଇ ବାରଙ୍ଗ ପୋଲିସ ଏବଂ ବାରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜଙ୍କୁ ଖୋଜାଖୋଜି […]

ଏସସିବି ମେଡିକାଲ ନୂତନକୋଠା ଦୁର୍ଘଟଣା

ଭୁବନେଶ୍ବର,୯/୮(ଏସଏସନିଉଜ) ନିର୍ମାଣଧୀନ ଏସସିବି ମେଡିକାଲ ନୂତନକୋଠା ଦୁର୍ଘଟଣାର ଶିକାର ହୋଇଥିବା ତିନିଜଣ ଆହତଙ୍କୁ ଆଜି ସଂଧ୍ୟାରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭେଟିବା ସହ ସମସ୍ତଙ୍କୁ ଉଚ୍ଚମାନର ଗୁଣାତ୍ମକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି I ମନ୍ତ୍ରୀ ହରିଚନ୍ଦନ ଦୁର୍ଘଟଣାସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରି ଏହାର କାରଣ ସମ୍ପର୍କରେ ଉପସ୍ଥିତ କର୍ମଚାରୀ ତଥା ଶ୍ରମିକମାନଙ୍କଠାରୁ ପଚାରି ବୁଝିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ତୁରନ୍ତ […]

ମେଣ୍ଢାଶାଳରେ ସ୍ୱଚ୍ଛଭାରତ କର୍ମଶାଳା

ମେଣ୍ଢାଶାଳ,୯ା୮(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମପଂଚାୟତ କାର୍ୟ୍ୟାଳୟ ପରିସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ସ୍ୱଚ୍ଛଭାରତ କର୍ମଶାଳା ଶୁକ୍ରବାରଦିନ ଅନୁଷ୍ଠିତ ହୋଇଯାଇଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ତରଫରୁ ଜିଲ୍ଲା ସଂଯୋଜକ ଡ଼ଃ ରେବତୀ କାନ୍ତ ମହାରଣା, ଏନ ଏସ ଏସ ର ଡ଼ଃ ସୁଶାନ୍ତ କୁମାର ପଟ୍ଟନାୟକ, ଯୁବ ରେଡକ୍ରସର ଡ଼ଃ ବିମଳା ପାତ୍ର ପ୍ରମୁଖ କର୍ମଶାଳାରେ ଯୋଗଦେଇ ଉପସ୍ଥିତ ନିଜ ପରିବାରର ସ୍ୱଚ୍ଛତା, ଗୃହର ସ୍ୱଚ୍ଛତା ଓ ସର୍ବୋପରି ଗ୍ରାମରସ୍ୱଚ୍ଛତା ରକ୍ଷା କରିଲେ […]

ମୋବସ ହାଇଡ୍ରା ମୁହାଁମୁହିଁ ଧକ୍କା

ବାରଙ୍ଗ,୯ା୮(ଏସଏସନିଉଜ) ଶୁକ୍ରବାରରାତିରେ କୁହ୍ନେଇପଡା ବାଉଁଝରି ମନ୍ଦିର ପାଖରେ ମୋବସ ସହ ଏକ ହାଇଡ୍ରା ମୁହାଁମୁହିଁ ଧକ୍କା ହୋଇଛି ।ଫଳରେ ବସରେ ଥିବା କିଛିଯାତ୍ରୀମାନେ ସାମାନ୍ୟ ଆହାତହୋଇଥିବାର ଜଣାପଡିଛିା ପ୍ରକାସ ଯେ, ୧୮ନଂ ଓଡି୩୩ଭି-୪୫୬୭ନଂ ମୋବସଟି ପ୍ରାୟ୮୦ରୁଉର୍ଦ୍ଧଯାତ୍ରୀନେଇ କଟକରୁ ଭୁବନେଶ୍ୱର ଅଭିମୁଖେଆସୁଥିଲା ।ବସଟି ବାଉଁଝରି ମନ୍ଦିର ପାଖରେ ପହଁଚିଥିବାବେଳେ ବିପରିତ ପଟରୁ ଆସୁଥିବା ଏକ ଓଡି୦୨ସିଜି -୬୦୬୩ନଂହାଇଡ୍ରାଟି ହଠାତ ରାସ୍ତାଅତିକ୍ରମ କରି ଭୁବନେଶ୍ୱର ପଟକୁ ଆସୁଥିବାବେଳେ ମୋବସର ସାମ୍ନାସାମ୍ନି ଧକ୍କାହୋଇଥିଲା ।ଫଳରେ ବସର ଆଗକାଚ ଭାଙ୍ଗିଯିବାସହ ବସରେ ଥିବା […]

ଆଜିର ରାଶିଫଳ

ଅଗଷ୍ଟ ମାସ ୧୦ ତାରିଖ ୨୦୨୪ ମସିହା(ଶନିବାର)ଶ୍ରାବଣମାସ- ଶୁକ୍ଳପକ୍ଷ ,ତିଥି- ଷଷ୍ଠୀ ,ନକ୍ଷତ୍ର- ଚିତ୍ରା ,ଚନ୍ଦ୍ର-କନ୍ୟା ଦିବା ଘ ୦୪/୫୪ ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୪୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୨୪ ,ଯୋଗିନୀ ବାୟବ୍ୟେ ,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବୃଷ ,ସିଂହ ଓ କନ୍ୟା ରାଶି ର ଘାତବାର ,କାଳବେଳା -ଦିବା ଘ୦୭/୦୫ ମଧ୍ୟେ ଓ ଦିବା ଘ୦୪/୩୭ ଗତେ ଘ୦୬/୧୩ ମଧ୍ୟେ ,ବାରବେଳା – ଦିବା ଘ୦୧/୨୭ ଗତେ ଘ୦୩/୦୩ ମଧ୍ୟେ ,ମୃତେ ଏକପାଦ ପୁଷ୍କର […]

ନିର୍ବାଚନ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୯ା୮(ଏସଏସନିଉଜ)୨୦୨୪ ଲୋକସଭା ନିର୍ବାଚନର ଅନିୟମିତତା ଅଭିଯୋଗ ଆଣିଲା ବିଜେଡ଼ିା ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରତାଙ୍କ ପ୍ରତିକ୍ରିୟାରେ ଋଠଗ ଓ ଋଉଓଙ୍କ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।ପଡ଼ିଥିବା ଭୋଟ ଓ ଗଣତି ହେବା ଭୋଟରେ ବ୍ୟବଧାନ କଥା କହିଛନ୍ତି ।୫ କୋଟିର ବ୍ୟବଧାନ ରହିଛି ବୋଲି କହିଛନ୍ତି ଲେଖାଶ୍ରୀା୫୪୧ ଆସନରୁ ୫୩୮ ଆସନରେ ଭୋଟ ବ୍ୟତିକ୍ରମ ଦେଖାଦେଇଛି ।୭୯ଟି ସଂସଦୀୟ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାଆନ୍ତାାଓଡ଼ିଶାର ୧୮ଟି ଆସନରେ ଫଳାଫଳ ଅଲଗା ହୋଇଥାଆନ୍ତାାଫଳରେ ବିଜେପି କେନ୍ଦ୍ରରେ ସରକାର […]