Browsing author

SATYA SANDHANA DESK

ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ସର୍ତମୁଳକ ଜାମିନ

ଭୁବନେଶ୍ୱର,୯ା୮(ଏସଏସନିଉଜ)ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ଆଜି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ୨୮ ଫେବ୍ରୁଆରୀ ୨୦୨୩ରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ। ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଗିରଫ କରିଥିଲା। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏକାଧିକ ଅଭିଯୋଗ କ୍ରମେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ ଗିରଫ କରିଥିଲାାଦୀର୍ଘ […]

ଯନ୍ତ୍ରୀଙ୍କ ୧୦୫ଟି ପ୍ଲଟ

ଭୁବନେଶ୍ୱର,୯ା୮(ଏସଏସନିଉଜ)ବାଲେଶ୍ବର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତିଠାବ ହୋଇଛି। ଆୟବର୍ହିଭୁତସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଭାସ ପ୍ରଧାନ ଗିରଫ ହୋଇଛନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ରହିଛି ଯନ୍ତ୍ରୀଙ୍କ ୧୦୫ଟି ପ୍ଲଟ। ଭିଜିଲାନ୍ସ ଚଢ଼ାଉରୁ ୮କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବାବେଳେ ଜଳେଶ୍ବରରେ ୮୦ , ପଶ୍ଚିମବଙ୍ଗରେ ୨୦ ପ୍ଲଟ , ପ୍ରଥମ ପର୍ଯ୍ୟାୟରେ ୮୫ , ୨ୟ ପର୍ଯ୍ୟାୟରେ ଆଉ ୨୦ ପ୍ଲଟ ଠାବ କରିଛି ଭିଜିଲାନ୍ସବିଭାଗ ।  

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ

ଭୁବନେଶ୍ୱର,୯ା୮(ଏସଏସନିଉଜ)ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀାକେବଳ ତଳିଆ ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ସର୍ତକ ରହିଛି ।ରାତି ସୁଦ୍ଧା ଭାର୍ଗବୀ , ଦୟାରେ ପିକ୍ ଅତିକ୍ରମ କରିବ ବନ୍ୟାଜଳ ।ମହାନଦୀର ଜଳସ୍ତର ବଢ଼ୁଥିବାବେଳେ ହୀରାକୁଦର ୧୪ଟି ଗେଟ୍ ଖୋଲା ଯାଇଛି ।ତଳିଆ ଅଞ୍ଚଳ କଣାସ , ଧନୁଆରେ ପାଣି ପଶିପାରୋ ବୈତରଣୀ ବଢୁଥିବାବେଳେ ବଡ଼ ବର୍ଷା ନଥିବାରୁ ଜଳସ୍ତର ଖସିବାସୁବର୍ଣ୍ଣରେଖା , ବୁଢ଼ାବଳଙ୍ଗ , ଜଳକା […]

ଦିଲ୍ଲୀରୁ ଧରାପଡ଼ିଲା ଆତଙ୍କବାଦୀ

ଭୁବନେଶ୍ୱର,୯ା୮(ଏସଏସନିଉଜ)ସ୍ୱାଧୀନତାଦିବସ ପୂର୍ବରୁ ଦିଲ୍ଲୀରୁ ଓଝଓଝ ଆତଙ୍କବାଦୀ ଗିରଫ ହୋଇଛିାଇସଲାମିକ୍ ଷ୍ଟେଟ୍ ଆତଙ୍କୀ ରିଜୱାନ୍ ଅଲୀକୁ ଧରିଛି ଦିଲ୍ଲୀ ପୋଲିସାଦିଲ୍ଲୀ-ଫରିଦାବାଦ ସୀମାରୁ ଅସ୍ତ୍ରଶସ୍ତ୍ର ସହ ଧରାପଡ଼ିଲାା୨୦୨୩ରେ ପୁଣେ ପୋଲିସ ହେପାଜତରୁ ଖସି ପଳାଇଥିଲା ସେସମୟରେ ରିଜୱାନ୍ାରିଜୱାନ୍ ଅଲୀପାଇଁ ୩ଲକ୍ଷର ପୁରସ୍କାର ଘୋଷଣା କରିଥିଲା ଘଓଇ!  

ଖଟିଆରେ ବୁହାହୋଇ ନଦୀ ପାର୍ ହେଲେ ରୋଗୀ

ବାଲିଗୁଡ଼ା,,୯ା୮(ଏସଏସନିଉଜ)ଶରୀର ଅସୁସ୍ଥ ହୋଇପଡିଲା ।ଘରପର୍ଯ୍ୟନ୍ତ ଆସିପାରିଲାନାହିଁ ଆମ୍ବୁଲାନ୍ସ ।ବାଧ୍ୟହୋଇ ପରିବାର ଲୋକ ରୋଗୀକୁ ଡାକ୍ତରଖାନାକୁ ନେବାପାଇଁ ବାଧ୍ୟହୋଇ ଖଟିଆର ସାହାର ନେବାକୁ ପଡିଥିଲା । ପୁଣି ଖଟିଆରେ ବୁହାହୋଇ ନଦୀ ପାର୍ ହେଲେ ଗୁରୁତର ରୋଗୀ। କ.ନୂଆଗାଁବ୍ଲକ ମହସିଙ୍ଗିପଞ୍ଚାୟତ କୁବେରମୁଣ୍ଡାଗାଁରୁ ଆସିଲା ଦୁର୍ଦ୍ଦଶାର ଚିତ୍ର। ଗାଁକୁ ରାସ୍ତା ନଥିବା ଯୋଗଁ ଦୋଳାକରି ଖଟିଆରେ ଖଡ଼ଗନଦୀ ପାର୍ କରିଛନ୍ତି ସର୍ମ୍ପକୀୟ ।

ଆଜିର ରାଶିଫଳ

ଅଗଷ୍ଟମାସ ୦୯ତାରିଖ ୨୦୨୪ମସିହା(ଶୁକ୍ରବାର)ଶ୍ରାବଣମାସ- ଶୁକ୍ଳପକ୍ଷ ,ତିଥି- ପଞ୍ଚମୀ ରାତ୍ରି ଘ ୦୩/୦୫ ଗତେ ଷଷ୍ଠୀ ,ନକ୍ଷତ୍ର- ହସ୍ତା ରାତ୍ରି ଘ୦୩/୨୦ ଗତେ ଚିତ୍ରା ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୨୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୫୪ ,ଯୋଗିନୀ ଦକ୍ଷିଣେ ରାତ୍ରି ଘ ୦୩/୦୫ ଗତେ ପଶ୍ଚିମେ , ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବୃଷରାଶିର ଘାତାଚନ୍ଦ୍ର ,ବିଛା,ଧନୁ ଓ ମୀନରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୮/୪୧ ଗତେ ଘ୧୧/୫୩ ମଧ୍ୟେ ,ମୃତେ ପୁଷ୍କରଦୋଷ ନାସ୍ତି ,ବିଶୁଦ୍ଧ ଅମୃତବେଳା- […]

ରାଜଧାନୀରେ ଖୋଲିଲା ଚାଉଳ ଏଟିଏମ୍

  ଭୁବନେଶ୍ବର,୮/୮(ଏସଏସନିଉଜ)ଭୁବନେଶ୍ୱରରେ ଖୋଲିଲା ଦେଶର ପ୍ରଥମ stand alone ଚାଉଳ ଏଟିଏମ୍ । ଯଦି ଏହି ଏଟିଏମ୍ ସଫଳତାର ସହ କାର୍ଯ୍ୟ କରେ ତେବେ ଆଗାମୀ ଦିନରେ ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ ଚାଉଳ । ଫଳରେ ଲୋକେ ଆଉ ଡିଲରଙ୍କ ଦ୍ୱାରା ଠକାମୀର ଶିକାର ହେବେନି । ଏହି ଏଟିଏମରୁ ଜଣେ ହିତାଧିକାରୀ ପାଇଁ ୨୫ କେଜି ଚାଉଳ ବାହାରିବାର ବ୍ୟବସ୍ଥା କରାଯାଇଛି । ସବୁ ଜିଲ୍ଲାର ଯେକୌଣସି ହିତାଧିକାରୀ ଏହି ଏଟିଏମରୁ ଚାଉଳ […]

ଚକରାସ୍ତାରେ ଲାଗିଲା ଚେକ୍ ଗେଟ୍

ବାରଙ୍ଗ,୭/୮( ଏସଏସନିଉଜ) ବାରଙ୍ଗ ବ୍ଲକ ଅନ୍ତର୍ଗତ କୁହ୍ନେଇଁପଡ଼ା ପଞ୍ଚାୟତର ଭୁବନପୁର ଗ୍ରାମଠାରୁ ବାଲିଚନ୍ଦ୍ରପୁରଗ୍ରାମ ପର‌୍ୟ୍ୟନ୍ତ ଥିବା ସରକାରୀ ଚକ ରାସ୍ତାକୁ କିଛି ମୁଷ୍ଟିମେୟ ଶ୍ରେଣୀର ଲୋକ ଜବରଦଖଲ କରି ରାସ୍ତା ଉପରେ ଚେକ୍ ଗେଟ୍ ନିର୍ମାଣ କରିଛନ୍ତି। ଯାହା ଫଳରେ ସାଧାରଣ ଲୋକ ଏହି ରାସ୍ତାଦେଇ ଯାତାୟତ କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଥିବା ବିଷୟ ରେ ବୁଧବାର ଦିନଗ୍ରାମବାସୀମାନେ ତହସିଲଦାର ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ମାନଙ୍କ ଅଭିଯୋଗ ମୁତାବକ ବାଲିଚନ୍ଦ୍ରପୁର ଗ୍ରାମ ସାହାଡ଼ା […]

ପାଣି ଘେରରେ ତ୍ରିଶୂଳିଆ ଗ୍ରାମବାସୀ

ବାରଙ୍ଗ, ୭/୮(ଏସଏସନିଉଜ) ଲଘୁଚାପ ଜନିତ ଲଗାଣ ବର୍ଷା ସାରା ରାଜ୍ୟରେ ଲାଗି ରହିଥିବା ବେଳେ ବାରଙ୍ଗ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହୋଇ ବିଭିନ୍ନ ସ୍ଥାନରେ ଥିବାଖାଲୁଆ ଜାଗା ଗୁଡ଼ିକ ଜଳମଗ୍ନ ହୋଇପଡ଼ିଛି। ଏହି ଲଘୁଚାପ ଜନିତ ବର୍ଷା ଯୋଗୁ କୁହ୍ନେଇଁପଡ଼ା ଗ୍ରାମ ପଞ୍ଚାୟତର ତ୍ରିଶୂଳିଆ ଗ୍ରାମ ଏକ ପ୍ରକାର ଜଳବନ୍ଦୀ ହୋଇଛି।ଦୃଶ୍ୟ ଦେଖିବାକୁ ମିଳିଛି ବାରଙ୍ଗ ବ୍ଳକ ଅଧିନସ୍ଥ । ଏହି ଲଘୁଚାପ ଜନିତ ଲଗାଣ ବର୍ଷାରେ ତ୍ରିଶୂଳିଆ ଗ୍ରାମବାସୀ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। […]

ଖୋଲିବ ନାହିଁ ଆଉ ନୂଆ ମଦ ଦୋକାନ

ଭୁବନେଶ୍ବର,୮ା୮(ଏସଏସନିଉଜ) ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି।ରାଜ୍ୟରେ ଆଉ ନୂଆ ମଦଦୋକାନ ଖୋଲାଯିବ ନାହିଁ ଓ ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସୁଚନା ଦେଇଛନ୍ତି ।ରାଜ୍ୟରେ ଚୋରା ମଦ ବିକ୍ରି କିପରି ବନ୍ଦ ହେବ ତାହା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ଆଇନମନ୍ତ୍ରୀ କହିଛନ୍ତି। ଆଗାମୀ ବର୍ଷ ଠୁାରୁ ଓଡ଼ିଶାରେ ଚୋରା ମଦ ଚାଲାଣ ବନ୍ଦ କରିବା ପାଇଁ ଯୋଜନା ହୋଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଆସନ୍ତା ବର୍ଷା ଯେଉଁ […]