Browsing author

SATYA SANDHANA DESK

ଶେଷରେ ଆଖିବୁଜିଲା ବାଘଛୁଆ

ବାରଙ୍ଗ,୧ା୮(ଏସଏସନିଉଜ) ମା ଆଡେଇଦେବାରୁ କର୍ତୁପକ୍ଷଙ୍କ ନିର୍ଦ୍ଦେଶରେ କର୍ମଚାରୀଙ୍କ କୋଳରେ ଜୀବନ ଆରମ୍ଭ କରିବାକୁ ଆସିଥିବା ବାଘଛୁଆଟି ଶେଷରେ ଗୁରୁବାରଦିନ ଆଖିବୁଜିଛି ।ପ୍ରାଣିଉଦ୍ୟାନ ନନ୍ଦନକାନନରେ ମଙ୍ଗଳବାର ଦିନ ଅର୍ଥାତ ୩୦ ତାରିଖରେ ବାଘୁଣୀ ମୌସୁମୀ ୩ଟି ଶାବକ ଜନ୍ମ ଦେଇଥିଲା । ଦୁଇଟି ମଲା ଶାବକ ଜନ୍ମ ଦେଇଥିବା ବେଳେ ଗୋଟିଏ ସୁସ୍ଥ ଶାବକ ଜନ୍ମ ଦେଇଥିଲା କିନ୍ତୁ ଛୁଆଙ୍କୁ ଗ୍ରହଣ କରିନଥିଲା ମା ମୌସୁମୀ । ଅନାଥ ହୋଇଯାଇଥିଲା ଏହି ବାଘ ଶାବକଟି । କର୍ତ୍ତୁପକ୍ଷ ଏହି […]

ମେଣ୍ଢାଶାଳରେ ୨ଡେଙ୍ଗୁରୋଗୀ ଚିହ୍ନଟ

ମେଣ୍ଢାଶାଳ,୧ା୮(ଏସଏସନିଉଜ) ମେଣ୍ଢାଶାଳଗ୍ରାମରେ ଦୁଇଜଣ ମହିଳା ଡେଙ୍ଗୁରୋଗୀଚିହ୍ନଟ ହୋଇଥିବାର ଜଣାପଡିଛି ।ସେମାନେ ହେଲେ ରାନୁସାହୁ ନାମକ ୨୦ବର୍ଷିୟାଯୁବତୀ ଓ ରେବତୀଭୋଇ ନାମକ ୨୫ବର୍ଷୀୟା ଯୁବତୀା ଡେଙ୍ଗୁରୋଗରେ ଆକ୍ରାନ୍ତହୋଇ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସ୍‌ିତ ହେଉଥିବାର ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟଚିକିସ୍‌ାଅଧିକାରୀ ଡ.ମୋହନହେମ୍ରମ କହିଛନ୍ତି ।ଭୁବନେଶ୍ୱରବ୍ଲକର କୈାଣସି ଗ୍ରାମରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନଥିବାବେଳେ ପ୍ରଥମକରି ମେଣ୍ଢାଶାଳରେ ଚିହ୍ନଟ ହୋଇଥିବାର ସେ କହିଛନ୍ତି ।ଗାଁଚାରିପଟେ ମଇଳାପାଣି ଜମାହୋଇରହୁଥିବାରୁ ମଶାମାନଙ୍କର ସଂଖ୍ୟା ଧିରେଧିରେ ବୃଦ୍ଧିପାଇବାସହ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଖୁବଶିଘ୍ର ସ୍ୱାସ୍ଥ୍ୟକର୍ମୀମାନଙ୍କଦ୍ୱାରା […]

ଓଆଇଏସଏଫ ନଜରରେ ରହିବ ନନ୍ଦନକାନନ

ବାରଙ୍ଗ,୧ା୮(ଏସଏସନିଉଜ)ଗୁରୁବାରଠାରୁ ନନ୍ଦନକାନନ ଜଗିବେ ଓଆଇଏସଏଫ । ଓଆଇଏସଏଫର ୩୫ଜଣିଆ ସଦସ୍ୟଙ୍କୁ ନେଇ ଗଠିତ ଏକ ପ୍ଲାଟୁନ ଫୋର୍ସର ନଜରରେ ରହିବ ନନ୍ଦନକାନନ ।ନନ୍ଦନକାନନର ସୁରକ୍ଷାନେଇ ଏଭଳି ପଦକ୍ଷପ ନେଛନ୍ତି କର୍ତୁପକ୍ଷ ।ଏହି ପ୍ଲାଟୁନ ଫୋର୍ସରେ ଜଣେ ଇନ୍ସପେକ୍ଟର, ୪ ସବ୍ ଇନ୍ସପେକ୍ଟର ଏବଂ ୩୦ କନଷ୍ଟେବଳ ରହିଛନ୍ତି ।ପର୍ଯ୍ୟଟକମାନଙ୍କ ସହ ଅନ୍ୟାନ୍ୟ ସୁରକ୍ଷା ପାଇଁ ଏଭଳି ଯୋଜନା କରିଛି ନନ୍ଦନକାନନ ।ତେବେ ଏନେଇ ନନ୍ଦନକାନନ କର୍ତୁପକ୍ଷ ଓ ଓଆଇଏସଏଫ(ଓଡିଶା ଶିଳ୍ପ ସେବା ବାହିନୀ) ମଧ୍ୟରେ ଜୁଲାଇରେ ଗୋଟିଏ […]

ଆଜିର ରାଶିଫଳ

ଅଗଷ୍ଟମାସ ୦୨ତାରିଖ ୨୦୨୪ମସିହା(ଶୁକ୍ରବାର)ଶ୍ରାବଣମାସ- କୃଷ୍ଣପକ୍ଷ ,ତିଥି- ତ୍ରୟୋଦଶି ଦିବା ଘ ୦୩/୩୯ ଗତେ ଚତୁର୍ଦ୍ଦଶୀ ,ନକ୍ଷତ୍ର- ଆର୍ଦ୍ରା ଦିବା ଘ୧୧/୫୩ ଗତେ ପୁନର୍ବସୁ ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୭/୨୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୦୪ ,ଯୋଗିନୀ ଦକ୍ଷିଣେ ଦିବା ଘ ୦୩/୩୯ ଗତେ ପଶ୍ଚିମେ ,ତ୍ରୟୋଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କନ୍ୟାରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୮/୪୦ ଗତେ ଘ୧୧/୫୨ ମଧ୍ୟେ ,ମୃତେ ଦିବା ଘ୧୧/୫୩ ଗତେ ଏକପାଦପୁଷ୍କରଦୋଷ ,ବିଶୁଦ୍ଧ ଅମୃତବେଳା- […]

ରଖେ ହରି ତାକୁ ମାରେ କିଏ

ଭୁବନେଶ୍ୱର,୧ା୮(ଏସଏସନିଉଜ) ଗୋଡ଼ରେ ବେଡି ପଡ଼ିଥିଲେ ବି ମହାନଦୀରେ ଖସିପଡ଼ି ପ୍ରାୟ ୫୦କିମି ଆସିବାପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଜଣେ ମାନସିକବିକୃତ ମହିଳା।ସେ ଛତିଶଗଡ଼ରୁ ଆସି ଓଡ଼ିଶାର ଝାରସୁଗୁଡ଼ା ପଲସଦାରେ ଲାଗିଥିବାବେଳେ ମତ୍ସ୍ୟଜୀବୀମାନେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରକରି ପଲସଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ମହିଳା ଜଣଙ୍କ ଛତିଶଗଡ ରାୟଗଡା ଜିଲ୍ଲା ପୁସୋର ଥାନା ଅଧିନ ପୁରଥ ଗ୍ରାମର ବୋଲି ଜଣାପଡିଛି । ମହିଳାଜଣକ ସ୍ୱାମୀ ପରିତ୍ୟକ୍ତା ହୋଇଥିବା ବେଳେ ନିଜ ବାପ ଘରେ ରହୁଥିଲେ। […]

ରାସ୍ତାରେ ବସିଛନ୍ତି ୱାଗନ ଲୋଡିଂଶ୍ରମିକ

କେନ୍ଦୁଝର,୧ା୮(ଏସଏସନିଉଜ) ହରିଚନ୍ଦନପୁରବ୍ଲକ୍ ବ୍ରାହ୍ମଣୀପାଳଠାରେ ୱାଗନଲୋଡିଂ ଶ୍ରମିକମାନେ ବ୍ରାହ୍ମଣୀପାଳ-ଦୈତାରି ରାସ୍ତାକୁ ପ୍ରବଳବର୍ଷାରେ ଅବରୋଧ କରିଛନ୍ତି। ଯାହାଫଳରେ ରାସ୍ତାକଡ଼ରେ ଶହଶହ ଟ୍ରକ୍ ଛିଡ଼ା ହୋଇ ଚାଳକ ଓ ହେଲପର୍‌ମାନେ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି।ତେବେ ଛୋଟ ଗାଡ଼ି ଗୁଡ଼ିକୁ ଛାଡ଼ୁଥିବା ବେଳେ ଭାରୀଯାନଗ ଗୁଡ଼ିକୁ ଅଟକ ରଖିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି ।୩୬ଘଂଟା ବିତିଯାଇଥିଲେ ମଧ୍ୟ ରାସ୍ତାରୋକ ଚାଲୁଥିବାରୁ ଚାଳକ ଓ ହେଲପର୍‌ମାନେ ଖାଇବା ପାଇଁ ବହୁ ହଇରାଣ ହରକତ […]

କଲୋନୀରୁ ସିରିଜ୍ ଚୋରି

ରାଉରକେଲା, ୧ା୮(ଏସଏସନିଉଜ) ଟେନସାଫାଣ୍ଡି ଅଧୀନସ୍ଥ ଜିନ୍ଦଲକମ୍ପାନୀ କଲୋନୀରେ ଗତକାଲିରାତିରେ ୬ କ୍ୱାର୍ଟସରେ ଚୋଘରମାନେ କଳାକନା ବୁଲାଇଛନ୍ତି। କ୍ୱାର୍ଟସରେ ତାଲାଭାଙ୍ଗି ଚୋରମାନେ ଲକ୍ଷାଧିକଟଙ୍କାର ସୁନାଗହଣା ଓ ନଗଦଅର୍ଥ ଲୁଟି ନେଇଛନ୍ତି। ଖଣିରେ କାମ କରୁଥିବା ଅଧିକାରୀ ଓ କର୍ମଚାରୀ ଛୁଟିରେ ଗାଁକୁ ଯାଇଥିଲେ। ଏହାର ସୁଯୋଗ ନେଇ ଚୋରମାନେ ଏମିତି କାଣ୍ଡ ଭିଆଇଛନ୍ତି।ପୋଲିସ ପହଁଚି ତଦନ୍ତଆରମ୍ଭ କରିଛି ।  

ଭଦ୍ରକରେ ଚାଲିଲା ମୋହନଙ୍କ ବୁଲଡୋଜର

ଭଦ୍ରକ, ୧ା୮(ଏସଏସନିଉଜ) ଗୁରୁବାରଭଦ୍ରକର କଚେରୀବଜାର ଓ ବିଭିନ୍ନ ଅଞ୍ଚଳରେ ବେଆଇନ ଜବରଦଖଲକାରୀଙ୍କ ନିର୍ମାଣ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁସାରେ ବୁଲଡୋଜର ଚାଲିଛିା ପ୍ରଥମଦିନରେ ସହର ମଧ୍ୟରେ ଅପତ୍ତିବିନ୍ଧା ନିକଟରେ ସରକାରୀଜମିକୁ ଅବରୋଧକରି ହୋଇଥିବା ଦୋକାନଗୁଡିକୁ ଜିଲ୍ଲା ପ୍ରଶାସନଉଚ୍ଛେଦ କରିଛି । ଯେଉଁମାନେ ବେଆଇନ୍ ଭାବରେ ରାସ୍ତା ଉପରେ, ନୟନ ଜୋରି ଉପରେ, ଡ୍ରେନ ଉପରେ ଦୋକାନ ଘର କରି ବ୍ୟବସାୟ କରୁଛନ୍ତି, ସେମାନେ ଏହି ବେଆଇନ୍ ଜବର ଦଖଲରୁ ନିଜ ଆଡୁ ଉଠିଯାନ୍ତୁ, […]

ଆରମ୍ଭ ହେଲା ବିଜେପି-ବିଜେଡ଼ି ବାକ୍‌ଯୁଦ୍ଧ

ଭୁବନେଶ୍ବର, ୧ା୮(ଏସଏସନିଉଜ) ମମତାଙ୍କ ଇସ୍ତଫାକୁ ନେଇ ବିଜେପି-ବିଜେଡ଼ି ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି ।ରାଜ୍ୟସଭା ସାଂସଦ ପଦରୁ ବିଜେଡି ସାଂସଦ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି । ଦଳ ମୋର ସେବାର ଆବଶ୍ୟକତା ଅନୁଭବ କରୁ ନ ଥିବାରୁ ବିଜେଡ଼ି ଛାଡୁଥିବା ନେଇ ସୋସିଆଲ ମିଡ଼ିଆରେ ମମତା ଦର୍ଶାଇଥିଲେ । ତେବେ ଏହିଘଟଣାପଛରେ ବିଜେପିର ହାତ ଥିବା ବିଜେଡ଼ି ନେତା ଅଭିଯୋଗ କରିଛନ୍ତି ।କିନ୍ତୁ ବିଜେଡ଼ିରେ ସ୍ବାଧୀନତା ନ ଥିଲା, କିଛି ଲୋକ ଦଳ ଚଲାଉଥିଲେ ବୋଲି […]

ଆଜିର ରାଶିଫଳ

ଅଗଷ୍ଟ ମାସ ୦୧ ତାରିଖ ୨୦୨୪ ମସିହା(ଗୁରୁବାର) ଶ୍ରାବଣମାସ- କୃଷ୍ଣପକ୍ଷ,ତିଥି- ଦ୍ଵାଦଶୀ ଦିବା ଘ ୦୩/୪୫ ଗତେ ତ୍ରୟୋଦଶି,ସୁର୍ୟୋଦୟ-ପ୍ରାତଃ ଘ୦୫/୨୬/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୨୪ ,ଯୋଗିନୀ ନୈରୁତେ ଦିବା ଘ ୦୩/୪୫ ଗତେ ଦକ୍ଷିଣେ,ଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କନ୍ୟା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର, କାଳବେଳା ଓ ବାରବେଳା – ଦିବା ଘ୦୩/୦୫ ଗତେ ଘ୦୬/୧୭ ମଧ୍ୟେ,ମୃତେ ଦିବା ଘ୦୩/୪୫ ମଧେ ଏକପାଦପୁଷ୍କର ଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୧/୨୯ ଗତେ ଘ୦୩/୫୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- […]