ଦୋକାନରେ ବୁଲାଇଲେ କଳାକନା,ଧରିଲା ପୋଲିସ
ଜଟଣୀ , ୩୦ା୭(ଏସଏସନିଉଜ)ଜଟଣୀ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛନ୍ତି । ସେମାନେ ହେଲେ ତିରିମଲର ଶ୍ରିକାନ୍ତପ୍ରଧାନ ଓସୁସିଲଛୁଆଳସିଂା ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ଭୁବନେଶ୍ବରର ଏକ ସରକାରୀ କାର୍ଯ୍ୟାଳୟରେ କାର୍ୟରତ। ଗତ ଜୁନ୨୬ତାରିଖ ସନ୍ଧ୍ୟାରେ ସେ ନିଜ କାମ ସାରି ଅଫିସ ଲକ କରି ଘରକୁ ଯାଇଥିଲେ। ପୁନଶ୍ଚ ଗତ ୨୮ତାରିଖରବିବାରଦିନ ଅଫିସକୁ ଆସି ଅଫିସ ତଲାଭାଙ୍ଗିଥିବାର ଓ ସେଠାରୁ ସିପିୟୁ,ମାଉସ […]