ଆକାଶରୁ ଖସୁଛି ମୃତ୍ୟୁ, ବଜ୍ରପାତ ନେଲା ୬ ଜୀବନ
ଭୁବନେଶ୍ବର,୧୭/୮(ଏସଏସନିଉଜ) ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୬ଜଣଙ୍କ ମୃତୁ ଘଟିଛି। ବାରିପଦା ବୈଶୀଙ୍ଗା ଥାନା ସିଙ୍ଗାପୁର ଅଞ୍ଚଳରେ ବଜ୍ରପାତରେ ଦଂପତିଙ୍କ ମୃତ୍ୟୁ ହୋଇଛି । ମୃତକ ଲକ୍ଷ୍ମଣ ମୁର୍ମୁ ଓ ସାକର ମୁର୍ମୁ । ଉଭୟ ବିଲରେ କାମ କରୁଥିବା ବେଳେ ଅଘଟଣ ହୋଇଛି । କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଧୁରୁଡିଆମ୍ବ ଗାଁରେ ବଜ୍ରାଘାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତକ ୧୧ ବର୍ଷୀୟ ରାଜେଶ ମୁଣ୍ଡା । ପରିବାର ଲୋକଙ୍କ ସହ ଘରେ […]