Browsing author

SATYA SANDHANA DESK

ଆଜିର ରାଶିଫଳ

ଅଗଷ୍ଟମାସ ୧୪ତାରିଖ ୨୦୨୪ ମସିହା(ବୁଧବାର) ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ନବମୀ ଦିବା ଘ ୧୦/୨୧ ଗତେ ଦଶମୀ, ସୁର୍ୟୋଦୟ -ପ୍ରାତଃ ଘ୦୫ /୩୦/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୪୪,ଯୋଗିନୀ ପୂର୍ବେ ଦିବା ଘ ୧୦/୨୧ ଗତେ ଉତ୍ତରେ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟରାଶିର ଘାତବାର, କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୬ ମଧ୍ୟେ,ବାରବେଳା -ଦିବା ଘ୧୧/୫୦ ଗତେ ଘ୦୧/ ୨୫ମଧ୍ୟେ,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୬ ମଧ୍ୟେ ଓ ରାତ୍ରି ଘ୦୬/୫୮ ଗତେ ଘ୦୯/୨୩ ମଧ୍ୟେ ଓ ଘ୦୨/୦୯ […]

ଗିରଫହେଲେ ପୂର୍ବତନ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ବର,୧୩/୮(ଏସଏସନିଉ ଜ)R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ ହୋଇଛନ୍ତି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।୧୦ଟି ଫ୍ଲାଟ୍‌, ୭ଟି ପ୍ଲଟ୍‌, ଅଢେଇ କେଜି ସୁନା ଠାବ ହୋଇଥିଲା।୩୭୦ ଗ୍ରାମ ହୀରା, ୨.୭୦ କୋଟିର ବ୍ୟାଙ୍କ ଜମା ଠାବ ହୋଇଥିଲା।

ପ୍ରମୋଦ ଭଗତ୍‌ ସସ୍‌ପେଣ୍ଡ

ଭୁବନେଶ୍ବର,୧୩/୮(ଏସଏସନିଉଜ)ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍‌ ସସ୍‌ପେଣ୍ଡ ହୋଇଛନ୍ତି।୧୮ ମାସ ପାଇଁ ସସ୍‌ପେଣ୍ଡ କଲା ବିଶ୍ବ ବ୍ୟାଡ୍‌ମିଣ୍ଟନ ଫେଡେରେସନ।ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ସସ୍‌ପେଣ୍ଡ କରାଯାଇଛି।୨୦୨୪ ପ୍ୟାରିସ୍‌ ପାରା ଅଲିମ୍ପିକ୍ସରେ ଭାଗ ନେଇପାରିବେନି ପ୍ରମୋଦ।୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲେ ପ୍ରମୋଦ।

ଲୋକଙ୍କମତ ପରେ ସୁଭଦ୍ରା ଏସ୍‌ଓପି- ପ୍ରଭାତୀ

ଭୁବନେଶ୍ବର,୧୩/୮(ଏସଏସନିଉଜ) ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସ୍‌ଓପି ସାର୍ବଜନୀନ ହେବ।ସୁଭଦ୍ରା ଏସ୍‌ଓପି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଦେଇଛନ୍ତି। ସେପ୍‌ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହିତାଧିକାରୀଙ୍କୁ ଦିଆଯିବ।ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ପ୍ରସ୍ତୁତ ସରିଛି, ଲୋକଙ୍କ ମତାମତକୁ ଅପେକ୍ଷା କରାଯାଇଛି।ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କଠାରୁ ମତାମତ ନିଆଯାଉଛି।ଲୋକମାନେ ଯାହା ମତାମତ ଦେବେ, ସେହି ହିସାବରେ ସଂଶୋଧନ ହେବ।୧୪ ତାରିଖ ସୁଦ୍ଧା ଜିଲ୍ଲାପାଳମାନଙ୍କଠାରୁ ଫିଡ୍‌ବ୍ୟାକ୍‌ ରିପୋର୍ଟ ଆସିବ।ଲୋକଙ୍କ ମତ ପରେ ଏସ୍‌ଓପିରେ ସଂଶୋଧନ ହୋଇ […]

ମଦ ସହ ଡ୍ୟାନ୍ସ କରିପାରିବେ ନାହିଁ

ଭୁବନେଶ୍ବର,୧୩/୮(ଏସଏସନିଉଜ)ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବାପୂର୍ବରୁ ରାଜ୍ୟ ସରକାର କଠୋର ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଥିବା ଲାଇସେନ୍ସ ପ୍ରାପ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନଗୁଡ଼ିକ ଆଉ ନିଜର ବାର ପରିସରରେ ମଦ ସହ ଡ୍ୟାନ୍ସ କରିପାରିବେ ନାହିଁ । ଏପରିକି ଯେଉଁ ଠିପିଖୋଲା ବିଦେଶୀ ମଦ ଲାଇସେନ୍ସପ୍ରାପ୍ତ ଦୋକାନ ନିଜର ଅନୁମୋଦିତ ସ୍ଥାନଠୁ ଅନ୍ୟ ସ୍ଥାନ(ସେହି କୋଠାର ଅନ୍ୟସ୍ଥାନରେ ଅତିରିକ୍ତ ବାର) କରିଥିବେ ତାକୁ ମଧ୍ୟ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି […]

ଖୋଲିବ ନବଦାସଙ୍କ ହତ୍ୟା ଗୁମର

ଭୁବନେଶ୍ବର,୧୩/୮(ଏସଏସନିଉଜ)ଖୋଲିବ ନବ ଦାସଙ୍କ ହତ୍ୟା ମାମଲାର ଗୁମର । ବିଜେପି ସରକାର ଏହି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରଚନ୍ଦନ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ବିଜେଡି ସରକାରରେ କ୍ୟାବିନେଟମନ୍ତ୍ରୀ ଥିଲେ ନବଦାସ । ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଦିନ ଦିପ୍ରହରରେ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ […]

ହାତୀଭାଙ୍ଗିଲେ ମିଳିବ ନୂଆଘର

ଭୁବନେଶ୍ବର,୧୩/୮(ଏସଏସନିଉଜ)ଦିନକୁ ଦିନ ତିକ୍ତ ହେବାରେ ଲାଗିଛି ହାତୀ ଓ ମଣିଷଙ୍କ ଭିତରେ ଥିବା ସମ୍ପର୍କ। ଜଙ୍ଗଲ କ୍ଷୟ ହେବାରୁ ହାତୀ ପଲ ଜନବସତି ମୁହାଁ ହେଉଛନ୍ତି। ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳେ। ବିଶ୍ବ ହସ୍ତୀଦିବସ ଅବସରରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ, ପୂର୍ବରୁ ହାତୀ ଘର ଭାଙ୍ଗିଲେ ୨୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉଥିଲା, କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ […]

ଭୁବନେଶ୍ୱର ମଧ୍ୟ ବିଧାୟକଙ୍କୁ ନୋଟିସ୍

ଭୁବନେଶ୍ବର,୧୩/୮(ଏସଏସନିଉଜ)ନିର୍ବାଚନ ମାମଲାରେବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ନୋଟିସ କଲେ ହାଇକୋର୍ଟ।ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଆବେଦନ ଆଧାରରେ ନୋଟିସ୍ ହୋଇଛି। ନିର୍ବାଚନୀ ସତ୍ୟପାଠରେ ଅନନ୍ତ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି।ସେପ୍ଟେମ୍ବର ୯ରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣା ପଡ଼ିଛି।

ଆଜିର ରାଶିଫଳ

ଅଗଷ୍ଟ ମାସ ୧୩ ତାରିଖ ୨୦୨୪ ମସିହା(ମଙ୍ଗଳବାର)ଶ୍ରାବଣମାସ- ଶୁକ୍ଳପକ୍ଷ ,ତିଥି- ଅଷ୍ଟମୀ ଦିବା ଘ ୦୯/୨୨ ଗତେ ନବମୀ ,ନକ୍ଷତ୍ର- ବିଶାଖା ଦିବା ଘ ୧୨/୨୦ ଗତେ ଅନୁରାଧା ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୦/୩୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୨୪ ,ଯୋଗିନୀ ଐଶାନ୍ୟେ ଦିବା ଘ ୦୯/୨୨ ଗତେ ପୂର୍ବେ ,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମକର ରାଶିର ଘାତବାର ,କାଳବେଳା -ଦିବା ଘ୦୧/୨୫ ଗତେ ଘ୦୩/୦୦ମଧ୍ୟେ ,ବାରବେଳା – ଦିବା ଘ୦୭/୦୫ଗତେ ଘ୦୮/୪୧ମଧ୍ୟେ ,ମୃତେ ଦ୍ଵିପାଦ ଦୋଷ ଓ ଦିବା […]

ଆଜିର ରାଶିଫଳ

ଅଗଷ୍ଟମାସ ୧୧ତାରିଖ ୨୦୨୪ ମସିହା(ରବିବାର) ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ପ୍ରାତଃ ଘ ୦୫/୩୩ ଗତେ ସପ୍ତମୀ,ନକ୍ଷତ୍ର- ଚିତ୍ରା ପ୍ରାତଃ ଘ ୦୬/୨୩ ଗତେ ସ୍ଵାତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୦/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୪୪,ଯୋଗିନୀ ବାୟବ୍ୟେ ପ୍ରାତଃ ଘ ୦୫/୩୩ ଗତେ ଐଶାନ୍ୟେ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମେଷରାଶିର ଘାତବାର, କାଳବେଳା ଓ ବାରବେଳା – ଦିବା ଘ୧୦/୧୪ଗତେ ଘ୦୧/୨୫ ମଧ୍ୟେ,ମୃତେ ଏକପାଦ ଦୋଷ ପ୍ରାତଃ ଘ ୦୫/୩୩ ଗତେ ଦ୍ଵିପାଦ ପୁଷ୍କର ଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୧୮ ଗତେ ଘ୦୮/୩୧ ମଧ୍ୟେ […]