ଭୁବନେଶ୍ୱର ମଧ୍ୟ ବିଧାୟକଙ୍କୁ ନୋଟିସ୍

ଭୁବନେଶ୍ବର,୧୩/୮(ଏସଏସନିଉଜ)ନିର୍ବାଚନ ମାମଲାରେବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ନୋଟିସ କଲେ ହାଇକୋର୍ଟ।ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଆବେଦନ ଆଧାରରେ ନୋଟିସ୍ ହୋଇଛି।
ନିର୍ବାଚନୀ ସତ୍ୟପାଠରେ ଅନନ୍ତ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି।ସେପ୍ଟେମ୍ବର ୯ରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣା ପଡ଼ିଛି।

Comments (0)
Add Comment