ଯନ୍ତ୍ରୀଙ୍କର ୩୪ ପ୍ଲଟ୍!
ଭୁବନେଶ୍ୱର,୨୫ା୭(ଏସଏସନିଉଜ) ସୁକତେଲ୍ ମୁଖ୍ୟ ନିର୍ମାଣଯନ୍ତ୍ରୀ ସୁନିଲ ରାଉତଙ୍କର ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଲୋୟର ସୁକତେଲପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।ଏକକାଳୀନ ୯ଟି ଜାଗା ଭୁବନେଶ୍ବର ନୀଳାଦ୍ରିବିହାରର ୩ ମହଲାଘର, ପୁରୀର ୨ଟି ଫ୍ଲାଟ,କଟକସ୍ଥିତ ପୈତୃକଘର,ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘର,ଅନୁଗୁଳରେ ଥିବା ସୁନୀଲଙ୍କ ପୁଅଙ୍କ ଘର, ବଲାଙ୍ଗିର ବାସଭବନ ଓ ଅଫିସରେ ଚଢ଼ାଉ ଜାରି ରହିଛି।ଚଢ଼ାଉରେ ୨ ଅତିରିକ୍ତ ଏସ୍ପି, ୮ […]