ଭୁବନେଶ୍ବର,୧୧/୮(ଏସଏସନିଉଜ)ଗୋରୁ ଚୋରାଚାଲାଣ ବେଳେ ପୋଲିସର ଫାୟାରିଂ। କେନ୍ଦୁଝର ପଣ୍ଡାପଡ଼ଥାନା ପିଠାଗୋଳାରେ ବିଳମ୍ବିତ ରାତିରେ ଗୋରୁଗାଡ଼ିକୁ ପିଛା କରି ଗୁଳିମାଡ଼ କରିଛି ପୋଲିସ। ଏଥିରେ ଜଣେ ଗୋରୁ ବ୍ୟବସାୟୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।