ଢେଙ୍କାନାଳ,୧୧/୮(ଏସଏସନିଉଜ )କୋଟିଏଟଙ୍କାର ଚୋରି ସାମଗ୍ରୀ ଜବତ ସହ ୬ ଜଣଙ୍କୁ ଗିରଫ କରିଛି ପୋଲିସ।୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଛି ଢେଙ୍କାନାଳ ପୋଲିସ। ବିଦ୍ୟୁତ୍ ସାମ୍ରଗୀ ସହ ବିଭିନ୍ନ ଚୋରି ସାମଗ୍ରୀ ଜବତ କଲା ପୋଲିସ।ସରକାରୀ ସ୍କୁଲ ଓ ପଞ୍ଚାୟତ ଅଫିସକୁ ଟାର୍ଗେଟ କରି ଚୋରି କରୁଥିଲେ।ଢେଙ୍କାନାଳ ଓ ଅନଗୁଳ ଜିଲ୍ଲାରେ ସକ୍ରିୟ ଥିଲା ଗ୍ୟାଙ୍ଗ।୩ ବର୍ଷରେ ୬୪ଟି ଅପରାଧିକ ମାମଲାରେ ଜଡ଼ିତ ଥିଲେ।