Browsing author

SATYA SANDHANA DESK

ବାପାକୁ ହତ୍ୟାକଲା ପ୍ରଫେସରପୁଅ

ଭୁବନେଶ୍ବର,୩।୭(ଏସଏସନିଉଜ) ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ।ମଞ୍ଚେଶ୍ବର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟ ରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହତ୍ୟା ହୋଇଥିବାର ପୋଲିସ ସନ୍ଦେହ କରୁଛି।ମୃତଦେହ ଜବତକରି ପୋଲିସର ଛାନଭିନ୍ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ପୁଅ ଅଟକ ରଖିଛି ପୋଲିସ। ଅଭିଯୁକ୍ତ ପୁଅ ଏକ ଘରୋଇ କଲେଜର ପ୍ରଫେସର ଥିବା ସୂଚନା ମିଳିଛି।ପୋଲିସ ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ନେଇ ତଦନ୍ତ ଆରମ୍ଭ କରିଛି।

ଆଜିରରାଶିଫଳ

ଜୁଲାଇମାସ ୦୩ତାରିଖ୨୦୨୪ ମସିହା(ବୁଧବାର) ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି- ଦ୍ଵାଦଶୀ ଦିବା ଘ ୦୭/୨୯ ଗତେ ତ୍ରୟୋଦଶୀ,ନକ୍ଷତ୍ର- କୃତ୍ତିକା ପ୍ରାତଃ ଘ ୦୫/୩୩ ଗତେ ରୋହିଣୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୦୯, ଯୋଗିନୀ ନୈରୁତେ ଦିବା ଘ୦୭/୨୯ ଗତେ ଦକ୍ଷିଣେ, ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୮/୩୪ ଗତେ ଘ୧୦/୧୪ ମଧ୍ୟେ,ବାରବେଳା – ଦିବା ଘ୧୧/୫୨ ଗତେ ଘ୦୧/୩୨ ମଧ୍ୟେ,ମୃତେ ଦ୍ଵିପାଦଦୋଷ ଓ ପ୍ରାତଃ ଘ ୦୫/୧୮ ଗତେ ଗତେ ଦିବା ଗ ୦୭/୨୯ ମଧ୍ୟେ ଏକପାଦ […]

ଆଜିର ରାଶିଫଳ

୨୦୨୪ ମସିହା ଜୁଲାଇ ମାସ ୨ ତାରିଖ ମଙ୍ଗଳବାର ।ଶ୍ରୀମନ୍ଦିରେ (ସର୍ବସମ୍ମତ) ଖଳିଲାଗିଏକାଦଶୀ,ଅନବସର ଏକାଦଶୀ,ସାମନ୍ତ ଚନ୍ଦ୍ରଶେଖରଙ୍କ ତିରୋଧାନ ଦିବସ।ସୁର୍ଯ୍ୟୋଦୟ- ଘ୫/୧୫/୧୫ ,ସୂର୍ଯ୍ୟାସ୍ତ- ଘ୬/୨୫/୩୫ ,ଆଷାଢ଼ମାସ ,କୃଷ୍ଣପକ୍ଷ ,ଭୌମବାସ ,ତିଥି- ଏକାଦଶୀ ଦିବା ଘ୯/୪ମିପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- ଦ୍ବିଜାନକ୍ଷତ୍ର ପ୍ରାତଃଘ୬/୨୫ମିପର୍ଯ୍ୟନ୍ତ ତଦନ୍ତେ କୃତ୍ତିକାନକ୍ଷତ୍ର ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ଦିବା ଘ୯/୪ମି ପରେ ନୈର୍ଋତକୋଣରେ ।ମଙ୍ଗଳବାର,ଅଗନ୍ତବ୍ୟତିଥି, ମଙ୍ଗଳଯୁକ୍ତପରେ ପାପ ମଧ୍ୟଚନ୍ଦ୍ରଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଚନ୍ଦ୍ରଶୁଦ୍ଧି–ବୃଷ,ମିଥୁନ,କର୍କଟ, ତୁଳା,ବିଛା,ମକର ଓ କୁମ୍ଭ ଏହି ରାଶିମାନଙ୍କର ଏବଂ ଦିବାଘ୧୨/୧୨ମିପରେ ବୃଷ,ମିଥୁନ,କର୍କଟ,ସିଂହ, ଧନୁ,କୁମ୍ଭ […]

ସଫାହେଲାନି କେନାଲ,ଚିନ୍ତାରେ ଚାଷୀ

ମେଣ୍ଢାଶାଳ,୩୦ା୬(ଏସଏସନିଉଜ)ବର୍ଷାଦିନ ଆସିଗଲାଣି ।କେନାଲସଫାନହେବାସହ ଦଳ ଓ ପଙ୍କରେ ଭର୍ତିହୋଇ ଏହାର କବାଟ ନଥିବାରୁ ଚିନ୍ତାପ୍ରକଟ କରିଛନ୍ତି ଚାଷୀ ।ଏହିଭଳି ଘଟଣା ମେଣ୍ଢାଶାଳକ୍ଷୁଦ୍ରଜଳସେଚନ ପ୍ରକଳ୍ପରେ ଘଟିଥିବାର ଚାଷୀମାନେ ଅଭି୍େ‌ାଗ କରିଛନ୍ତି ।ଚାଷୀମାନଙ୍କ କହିବାକଥାହେଲା ବର୍ଷାଦିନ ପୁର୍ବରୁ କେନାଲର ମରାମତି କରାଯିବା କଥା କିନ୍ତୁ ଏହାକୁ କରାଯାଇନଥିବାରୁ ଚାଷକାର୍ଯ୍ୟରେ ବାଧକ ସାଜିବାକୁ ଯାଉଛି ।ଏହି ଜଳସେଚନ ପ୍ରକଳ୍ପଟି ଏବେ ଦଳଗାଡିରେ ପରିପୁର୍ଣ ହୋଇଯାଇଛି ।କେନାଲସାରା ଦଳଭର୍ତି ତାସାଙ୍ଗକୁ ତଳେଫୁଟେମୋଟାର ପଙ୍କରେ ଭର୍ତି ହୋଇଛି କେନାଲାଏହାସହ ଜଳନିସ୍କାସନ ପାଇଁ ଥିବା କବାଟଟି […]

ମଦୁଆ ପୋଲିସ ବାବୁଙ୍କ ଗାଡି ଧକାରେ ୩ଆହତ

କଟକ,୩୦ା୬ (ଏସଏସନିଉଜ) ମଦପିଇ କାର ଚଳାଇବା ସାଜିଛି କାଳ। ମଦ୍ୟପକାରଚାଳକ ଦୁଇଟି ମୋଟରସାଇକେଲଓ ଗୋଟିଏ ସାଇକେଲକୁ ଧକ୍କା ଦେବାରୁ ତିନିଜଣ ଗୁରୁତରଆହତ ହୋଇଥିବାର ଜଣାପଡିଛି ।ଏହିଭଳିଘଟଣା ରବିବାରଦିନ ଅପରାହ୍ନ ୪ଟା ସମୟରେ ନରାଜ ଆନିକଟ ନିକଟରେ ଘଟିଛି ।ତେବେ ମଦ୍ୟପ କାର ଚାଳକଜଣଙ୍କ ଜଣେ ପୋଲିସ କର୍ମଚାରୀ ବୋଲି ଜଣାପଡିଛି । ପ୍ରକାସ ଯେ,ରବିବାର ଅପରାହ୍ନ ୪ଟା ସମୟରେ ମଦ୍ୟପ ପୋଲିସ କାରରେ ଦୁଇଜଣ ସହଯୋଗୀଙ୍କୁ ସାଙ୍ଗରେ ନେଇ ନରାଜ ପଟୁ ସିଡ଼ିଏ ଅଭିମୁଖେ ଯାଉଥିଲେ ।ନରାଜଆନିକଟ […]

ଆଜିର ରାଶିଫଳ

ଜୁଲାଇମାସ ୦୧ତାରିଖ ୨୦୨୪ ମସିହା (ସୋମ ବାର)ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ଦଶମୀ ଦିବା ଘ ୧୦/୪୮ ଗତେ ଏକାଦଶୀ,ନକ୍ଷତ୍ର- ଅଶ୍ଵିନୀ ଦିବା ଘ ୦୭/୨୩ ଗତେ ଦ୍ଵିଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୫୯, ଯୋଗିନୀ ଉତ୍ତରେ ଦିବା ଘ୧୦/୪୮ ଗତେ ଅଗ୍ନିକୋଣେ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଦଶମୀରଏକୋଦିଷ୍ଟ ଶ୍ରାଦ୍ଧ,ମେଷରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୬/୫୪ ଗତେ ଘ୦୮/୩୩ ମଧ୍ୟେ,ବାରବେଳା – ଦିବା ଘ୦୩/୦୭ ଗତେ ଘ୦୪/୪୭ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୩୪ ଗତେ ଘ୧୦/୦୪ ମଧ୍ୟେ ଓ […]

ଓଲଟିଲା କଂକ୍ରିଟ ମିକ୍ଚର ଗାଡ଼ି

କଟକ,୨୯ା୬(ଏସଏସନିଉଜ)ଶନିବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟରାଜପଥର ଦେବତାଗଡା ନିକଟସ୍ଥ ଏକ ଟାୟାର ମରାମତି ଦୋକାନ ନିକଟରେ ଏକ ସିମେଣ୍ଟ ମିକ୍ଚର ୧୦ ଚକିଆ ଟ୍ରକ ରାସ୍ତା ଡିଭାଇଡ଼ରରେ ପିଟିହୋଇ ରାସ୍ତା ମଝିରେ ଓଲଟି ପଡ଼ିଥିଲା । ଟ୍ରକ ଭିତରେ ଥିବା ୪ ଜଣ ବ୍ୟକ୍ତିଙ୍କୁ ଟ୍ରକର ସମ୍ମୁଖ ପଟ କାଚ ଭାଙ୍ଗି ଉଦ୍ଧାର କରାଯାଇଥିଲା । ଦୁର୍ଘଟଣା ଫଳରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା । […]

ଆଜିର ରାଶିଫଳ

ଜୁନ୍ ମାସ ୩୦ତାରିଖ ୨୦୨୪ମସିହା(ରବିବାର)ଆଷାଢ଼ମାସ- କୃଷ୍ଣପକ୍ଷ ,ତିଥି- ନବମୀ ଦିବା ଘ୧୨/୪୨ ଗତେ ଦଶମୀ ,ନକ୍ଷତ୍ର- ରେବତୀ ଦିବା ଘ୦୮/୩୨ଗତେ ଅଶ୍ଵିନୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୧୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୨୫/୪୯ ,ଯୋଗିନୀ ପୂର୍ବେ ଦିବାଘ୧୨/୪୨ ଗତେ ପୂର୍ବେ ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ନବମୀରଏକୋଦିଷ୍ଟଶ୍ରାଦ୍ଧ ,ମେଷରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୧୨ଗତେ ଘ୦୧/୩୧ ମଧ୍ୟେ ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୧ ଗତେ ଘ୦୯/୧୫ ମଧ୍ୟେ […]

ଆଜିର ରାଶିଫଳ

ଜୁନ୍ ମାସ ୨୯ତାରିଖ ୨୦୨୪ମସିହା(ଶନିବାର)ଆଷାଢ଼ ମାସ- କୃଷ୍ଣପକ୍ଷ ,ତିଥି- ଅଷ୍ଟମୀ ଦିବା ଘ ୦୨/୪୦ଗତେ ନବମୀ ,ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ ୦୯/୪୨ ଗତେ ରେବତୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୫୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୪୯ ,ଯୋଗିନୀ ଐଶାନ୍ୟେ ଦିବାଘ୦୨/୪୦ ଗତେ ପୂର୍ବେ , ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ନବମୀର ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,ବୃଷ ,ସିଂହ ଓ କନ୍ୟାରାଶିର ଘାତବାର ,କାଳବେଳା -ଦିବା ଘ୦୬/୫୫ ମଧ୍ୟେ ଓ ଦିବା ଘ୦୪/୪୬ଗତେ ଘ୦୬/୦୫ମଧ୍ୟେ ,ବାରବେଳା -ଦିବା ଘ୦୧/୨୮ଗତେ […]