ରାସ୍ତାରେ ଓଲଟିଲା ଇଟାବୋଝେଇ ମିନିଟ୍ରକ
ମେଣ୍ଢାଶାଳ,୨୬ା୭(ଏସଏସନିଉଜ)ଚନ୍ଦକା-ପିତାପଲ୍ଲୀରାସ୍ତାର ମେଣ୍ଢାଶାଳବଜାରପୁର୍ବରୁ ପଂଚବଟିହୋଟେଲଠାରେ ଶୁକ୍ରବାରଦ୍ୱହିପହର ସମୟରେ ଏକ ମିନିଟ୍ରକ ଭାରସମ୍ୟହରାଇ ରାସ୍ତାଉପରେ ଓଲଟିପଡିଛି ।ଯାହାଫଳରେ ଜଣେଶ୍ରମିକର ମୃତ୍ୟୁଘଟିଥିବାବେଳେ ଚାଳକ ସହ ୩ଜଣଶ୍ରମିକ ଗୁରୁତରଆହତ ହୋଇଛନ୍ତି ।ଚାଳକର ଅବସ୍ଥା ଗୁରୁତରହେଉଥିବାରୁ ତାଙ୍କୁ ଚିକିସ୍ାପାଇଁ ରାଜଧାନୀ ଚିକିସ୍ାଳୟକୁ ସ୍ଥାନାନ୍ତର କରାଯାଇଛି । ପ୍ରକାସ ଯେ,ଶୁକ୍ରବାର ଦ୍ୱିହିପହର ସମୟରେ ଗୋଠପାଟଣାଗ୍ରାମରୁ ଓଡି୦୨-ସିଏଚ୍-୧୬୬୫ନଂ ମିନିଟ୍ରକଟି ଇଟାନେଇ ଛତାବର ଆସୁଥିଲା ।ଦ୍ରୁତଗତିରେଆସୁଥିବାରୁ ମିନିଟ୍ରକର ଡାହଣପଟ ପଛଚକ ଫାଟିଯିବାରୁ ଭାରସମ୍ୟହରାଇ ରାସ୍ତା ଉପରେ ଓଲଟିପଡିଥିଲା ।ସେହିସମୟରେ ଇଟା ଉପରେ ବସିଥିବା ବାପିନାୟକନାମକ ଶ୍ରମିକ ଡେଇଁପଡିବାରୁ ଗାଡିତଳେଚାପିହୋଇ […]