ସୁବର୍ଣ୍ଣପୁର, ୨୫ା୭(ଏସଏସନିଉଜ) ଚାପିଇବା ବେଳେ ମାଡ଼ିଗଲା ପିକଅପ୍ ଭ୍ୟାନ୍ାଯାହାଫଳରେ ୩ ଜଣଙ୍କରମୃତ୍ୟୁ ଘଟିଛି ।ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନି ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି ।ରାସ୍ତା କଡ଼ ଦୋକାନରେ ଚାପିଇବା ବେଳେ ମାଡ଼ିଯାଇଥିଲା ଭ୍ୟାନ୍ାଦୁର୍ଘଟଣାରେ ଜଣେ ଗୁରୁତରଙ୍କୁ ଚିକିସ୍ାପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।