Browsing author

SATYA SANDHANA DESK

ବାଇକ-କାର ମୁହାଁମୁହିଁ ଧକ୍କା

ବାରଙ୍ଗ,୨୭ା୬(ଏସଏସନିଉଜ)ଗୁରୁବାର ସକାଳେ ମେଣ୍ଢାଶାଳମେଡିକାଲଛକଠାରେ କାର ସହ ମଟରସାଇ କେଲମୁହାଁମୁହିଁ ଧକ୍କାହେବାରୁ କାର ଓ ବାଇକ ଉଭୟଗାଡି ଭାଙ୍ଗିରୁଜି ଯାଇଥିବାବେଳେ ବାଇକଚାଳକ ଗୁରୁତରଆହତହୋଇଥିବାର ଜଣାପଡିଛି ।ଜାମୁଝରିଗ୍ରାମର ଜଣେ ଯୁବକ ଓଡି-୩୩କେ- ୧୫୫୦ନଂବାଇକ ନେଇ ମେଡିକାଲକୁଆସୁଥିଲେ ।ସେ ବାମପଟରୁ ମେଡିକାଲ ରାସ୍ତାକୁ ଯିବାସମୟରେ ଚନ୍ଦକାପଟରୁଆସୁଥିବା ଏକ ଓଡି-୦୫ୱାଇ-୨୮୯୯ନଂ କାର ସହ ତାଙ୍କର ମୁହାଁମୁହଁ ଧକ୍କାହୋଇଥିଲା ।ଫଳରେ ବାଇକରୁ ଛିଟିକି ବାଇକ ଚାଳକଜଣଙ୍କ ରକ୍ତଜୁଡୁବୁଡୁ ହୋଇ ଗୁରୁତର ଆହତ ଅବସ୍ଥାରେ ରାସ୍ତାଉପରେ ପଡିଥିଲେ ।ସ୍ଥାନୀୟ ଯୁବକ ମାନେ ତାଙ୍କୁ ଉଦ୍ଧାର କରି […]

ଆଜିର ରାଶିଫଳ

ଜୁନ୍ ମାସ ୨୮ତାରିଖ ୨୦୨୪ ମସିହା(ଶୁକ୍ରବାର) ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ସପ୍ତମୀ ଦିବା ଘ ୦୪/୪୪ ଗତେ ଅଷ୍ଟମୀ,ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ ୧୧/୦୨ ଗତେ ଉତ୍ତରଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୩୯, ଯୋଗିନୀ ବାୟବ୍ୟେ ଦିବା ଘ୦୪/୪୪ ଗତେ ଐଶାନ୍ୟେ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ଧନୁରାଶିର ଘାତଚନ୍ଦ୍ର,ବିଛା ,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/୩୩ ଗତେ ଘ୧୧/୫୧ମଧ୍ୟେ,ଅଦ୍ୟ ମୃତେ ଦ୍ଵିପାଦଦୋଷ ଓ ଦିବା ୧୧/୦୨ଗତେ ଦିବା ଘ୦୪ /୪୪ ମଧେ ଏକପାଦ ପୁଷ୍କରଦୋଷ,ବିଶୁଦ୍ଧ […]

ଧୀରେ ଚଲାନ୍ତୁ ଗାଡି

ବାରଙ୍ଗ,୨୬।୬ (ଏସଏସନିଉଜ)ଧିରେଧିରେ ଏବେ ମୌସୁମୀ ଜନିତ ବର୍ଷା ହେବାକୁ ଆରମ୍ଭ କଲାଣି।ସାମାନ୍ୟ ବର୍ଷାରେ ରାସ୍ତାପାର୍ଶ୍ଵରେ ଆଣ୍ଠୁଏ ପାଣି ଜମି ରହୁଛି।ଗୋଟେପଟେ ରାସ୍ତାକଡରେ ବାଲି ଜମି ରହୁଥିବାବେଳେ ବର୍ଷାପାଣି ଜମି ରହିବାରୁ ଯାତାୟତରେ ବାଧକ ଦେଖାଦେଇଛି।ଯାହାଫଳରେ ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି।ଏହିଭଳି ଦୃଶ୍ୟ ବାରଙ୍ଗ ଅଂଚଳର ବିଭିର୍ଣ ଜାଗାରେ ଦେଖିବାକୁ ମିଳିଛି।ତ୍ରିଶୂଳିଆ ବଜାରରେ ଟ୍ରାଫିକ ଛକ ଉପରେ ବର୍ଷାପାଣି ଜମି ରହିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତାରେ ଲୋକମାନେ ଚାଲିକି ଯିବା ତ ତୁର […]

ଝୁଲିକି ଅଛି ରେଳସୁରକ୍ଷା ବାଡ଼

ବାରଙ୍ଗ,୨୬।୬(ଏସଏସନିଉଜ) କଣ୍ଟାପାଟଣା ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ପାର୍ଶ୍ଵରେ ଥିବା ରେଳ ଅଣ୍ଡର ପାସ ପୂର୍ବରୁ ରହିଥିବା ସୁରକ୍ଷା ବାଡ଼କୁ ମଙ୍ଗଳବାର ବିଳମ୍ୱିତ ରାତିରେ ଏକ ଅଜଣା ଗାଡ଼ି ଧକ୍କା ଦେଇଛି। ଗାଡ଼ି ଧକ୍କାରେ ସୁରକ୍ଷା ବାଡ଼ଟି ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ଉପରକୁ ଢ଼ଳି ହୋଇ ରହିଥିବାର ଦେଖିବାକୁ ମିଳିଛି।ଯାହାଫଳରେ ଏହି ବାଟଦେଇ ଯାତାୟତ କରୁଥିବା ଜନସାଧାରଣ ଏବଂ ଯାନବାହନ ପ୍ରତି ବିପଦ ସୃଷ୍ଟି କରୁଛି। ରେଳ ଅଣ୍ଡର ପାସ ତଳେ ଅଧିକ ଉଚ୍ଚତା ଥିବା […]

ଆଜିର ରାଶିଫଳ

ଜୁନ୍ ମାସ ୨୭ତାରିଖ ୨୦୨୪ମସିହା(ଗୁରୁବାର)ଆଷାଢ଼ମାସ- କୃଷ୍ଣପକ୍ଷ ,ତିଥି-ଷଷ୍ଠୀ ରାତ୍ରି ଘ୦୬/୫୪ଗତେ ସପ୍ତମୀ ,ନକ୍ଷତ୍ର- ଶତଭିଷା ଦିବାଘ୧୨/୨୬ ଗତେ ପୂର୍ବଭାଦ୍ର ,ସୁର୍ୟୋଦୟ-ପ୍ରାତଃଘ୦୫/୧୪/୨୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୨୫/୨୯ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୬/୫୪ ଗତେ ବାୟବ୍ୟେ ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବାଘ୦୩/୦୭ ଗତେ ଘ୦୬/୨୫ ମଧ୍ୟେ ,ଅଦ୍ୟ ମୃତେଘ୦୬/୫୪ ଗତେ ଏକପାଦ ଓ ରାତ୍ରି ଘ୦୬/୫୪ଗତେ ଦ୍ଵିପାଦ ପୁଷ୍କରଦୋଷ ,ବିଶୁଦ୍ଧ ଅମୃତବେଳା- ରାତ୍ରି […]

ଆଜିର ରାଶିଫଳ

୨୦୨୪ମସିହା ଜୁନ୍ ମାସ ୨୬ତାରିଖ ବୁଧବାର ।ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କ ଅନବସରପଞ୍ଚମୀ,ଫୁଲ୍ଲୁରୀଲାଗି,ନିଶାମୁକ୍ତଦିବସ।ସୁର୍ଯ୍ୟୋଦୟ- ଘ୫/୧୩/୨୯ ,ସୂର୍ଯ୍ୟାସ୍ତ-ଘ୬/୨୪/୫୫ ,ଆଷାଢ଼ମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ପଞ୍ଚମୀ ରାତ୍ରି ଘ୯/୫ମିପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଧନିଷ୍ଠା ନକ୍ଷତ୍ର ଦିବା ଘ୧/୫୦ମି ପର୍ଯ୍ୟନ୍ତ ତଦନ୍ତେ ଶତଭିଷାନକ୍ଷତ୍ର ।ଯୋଗ- ବିସ୍କୁମ୍ଭଯୋଗ ଦିବାଘ୭/୨୯ମିପର୍ଯ୍ୟନ୍ତ ତଦନ୍ତେ ପ୍ରୀତିଯୋଗକ୍ଷୟ ରାତ୍ରି ଘ୪/୩୮ମିପର୍ଯ୍ୟନ୍ତ। କରଣ- କୌଳବକରଣ ଦିବା ଘ୧୦/୧୨ମିପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ରାତ୍ରି ଘ୯/୫ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ,ରାତ୍ରି ଘ୯/୫ମିପରେ ପଶ୍ଚିମଦିଗରେ।ଅଗନ୍ତବ୍ୟ,ଶନିଯୁକ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ,ବୃଷ,ସିଂହ,କନ୍ୟା,ବିଛା,ଧନୁ ଓ କୁମ୍ଭ ଏହି ରାଶିମାନଙ୍କର […]

ରାତିଅଧିଆ ମୋରମ ଓ ମାଟି ଚାଳଣ

ବାରଙ୍ଗ,୨୪ା୬(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଗୋଠପାଟଣାଗ୍ରାମପାଖ ଜଙ୍ଗଲରୁ ରାତିଅଧିଆ ଚୋରାମୋରମ ଓ ନାଲି ମାଟି ଚାଲାଣ ମହଙ୍ଗାପଡିଛି ।ଗ୍ରାମବାସୀମାନେ ଏକାଠିହୋଇ ରବିବାର ବିଳମ୍ବିତ ରାତିରେ ୧୧ଟି ହାଇୱାକୁ ଅଟକରଖିଛନ୍ତି ।ସୋମବାର ସକାଳେ ପ୍ରସାସନ ସହ ଖୋରଧା ମାଇନିଙ୍ଗ ଅଫିସର ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁବୁଝାସୁଜା କରିବାସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶୃତିଦେଇଥିବାର ଜଣାପଡିଛି । ପ୍ରକାସ ଯେ,ଗତକିଛିଦିନହେବ ଗୋଠପାଟଣା ଗ୍ରାମ ପାଖ ଜଙ୍ଗଲରୁ ରାତିଅଧିଆ ମୋରମ ଓ ମାଟିଉଠାଣ ହେଉଛି ।ଏନେଇ ଗ୍ରାମବାସୀମାନେ ଚନ୍ଦକାଥାନାର ଦୃଷ୍ଟିଆକର୍ଷଣ କରିଥିଲେ ସୁଦ୍ଧା ସରକାରୀସ୍ତରରେ […]

ଆଜିର ରାଶିଫଳ

ଜୁନ୍ ମାସ ୨୫ତାରିଖ ୨୦୨୪ ମସିହା (ମଙ୍ଗଳ ବାର) ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ରାତ୍ରି ଘ ୧୧/୧୭ଗତେ ପଞ୍ଚମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୩/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୦୯, ଯୋଗିନୀନୈରୁତେ ରାତ୍ରି ଘ୧୧/୧୭ଗତେ ଦକ୍ଷିଣେ, ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,କାଳବେଳା -ଦିବା ଘ୦୨/୨୬ଗତେ ଘ୦୩/୦୭ମଧ୍ୟ,ବାରବେଳା – ଦିବା ଘ୦୬/୫୨ ଗତେ ଘ୦୮/୩୧ମଧ୍ୟେ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୧ ମଧ୍ୟେ ଓ ଘ୦୯/୧୫ ଗତେ ଘ୧୧/୩୯ ମଧ୍ୟେ ଓ ଘ୦୩/୦୮ଗତେ ଘ୦୩/୩୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା […]

ଜମିବିବାଦରୁ ଗୋଷ୍ଠି ସଂଘର୍ଷ-୬ଗୁରୁତର

ଭଦ୍ରକ, ୨୪ା୬(ଏସଏସନିଉଜ) ଜମିଜମା ବିବାଦରୁ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।ଏଥିରେ ୬ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ଧାମନଗର ଥାନା ପଦିନାରାୟଣପୁରରେ ଜମି ବିବାଦକୁ ନେଇ ଏହି ସଂଘର୍ଷ ହୋଇଛି ।ଏଥିରେ ୪ ଜଣମହିଳାଙ୍କ ସମେତ ୬ଜଣ ଗୁରୁତର ଅବସ୍ଥାରେ ଚିକିସ୍‌ାପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ଏହାକୁନେଇ ଗାଁରେ ଉତ୍ତେଜନା ଦେଖାଦେଇଛି ।ଗଣ୍ଡଗୋଳ ପାଇଁ ବାହାରୁ ଆସିଥିବା ୨ ଜଣଙ୍କୁ ପୋଲିସ ଜିମା ଦେଇଛନ୍ତି ଲୋକୋ  

ଶାଗ ପଖାଳ ଖାଇଲେ ,ଲୋକଙ୍କ କଥା ବୁଝିଲେ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୬(ଏସଏସନିଉଜ) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ନିଜ ଜନ୍ମ ମାଟି ରାଇକଳା ଓ ଝୁମ୍ପୁରାକୁ ଯାଇ ସାଙ୍ଗସାଥୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି ପିଲାଦିନର ସ୍ମୃତିକୁ ମନେ ପକାଇଥିଲେ। ଭାବବିହ୍ୱଳ ମଧ୍ୟ ହୋଇଥିଲେ।ରାଇକଳାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଏଇ ଗାଁ ମାଟିର ପୁଅ। ଏଇ ଗାଁର ପିଲାମାନଙ୍କ ସହିତ ସେ ଖେଳିଛନ୍ତି, ବୁଲିଛନ୍ତି, ପର୍ବପର୍ବାଣୀ ପାଳନ କରିଛନ୍ତି। ଏଇ […]