ଆଜିର ରାଶିଫଳ
ଜୁନ୍ ମାସ ୨୪ତାରିଖ ୨୦୨୪ ମସିହା(ସୋମ ବାର) ଆଷାଢ଼ମାସ- କୃଷ୍ଣପକ୍ଷ ,ତିଥି- ତୃତୀୟା ରାତ୍ରି ଘ ୦୧/୨୭ ଗତେ ଚତୁର୍ଥୀ ,ନକ୍ଷତ୍ର- ଉତ୍ତରା ଷାଢ଼ା ଦିବା ଘ ୦୪/୩୨ ଗତେ ଶ୍ରବଣ।ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୩୮ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୦୯ ,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୧/୨୭ ଗତେ ନୈରୁତ ,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ସିଂହ ରାଶିର ଘାତଚନ୍ଦ୍ର ,ମିଥୁନ ରାଶି ର ଘାତବାର ,କାଳବେଳା -ଦିବା ଘ୦୬/୫୨ ଗତେ ଘ୦୮/୩୨ ମଧ୍ୟେ ,ବାରବେଳା – […]