ଆଜିର ରାଶିଫଳ
ଜୁନ୍ ମାସ ୨୧ତାରିଖ ୨୦୨୪ମସିହା(ଶୁକ୍ରବାର) ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ପ୍ରାତଃ ଘ ୦୭/୩୧ଗତେ ପୂର୍ଣ୍ଣିମା,ସୁର୍ୟୋଦୟ-ପ୍ରାତଃ ଘ୦୫ /୧୨/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୯, ଯୋଗିନୀ ପଶ୍ଚିମେ ପ୍ରାତଃ ଘ ୦୭/୩୧ଗତେ ବାୟବ୍ୟେ,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୮/ ୩୯ ଗତେ ଘ୧୧/୪୯ ମଧ୍ୟେ,ଅଦ୍ୟ ମୃତେ ପୁଷ୍କର ଦୋଷ ନାସ୍ତି,ବିଶୁଦ୍ଧ ଅମୃତବେଳା- ଦିବା ଘ୧୧/୪୦ ଗତେ ଘ୦୨/ ୦୧ମଧ୍ୟେ ଓ ରାତ୍ରି ଘ୦୮/୫୦ ଗତେ ଘ୦୧/୩୬ […]