Browsing author

SATYA SANDHANA DESK

ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭।୬ (ଏସଏସନିଉଜ) ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ିଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହିତ ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହତ ବ୍ୟକ୍ତି ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ମନ୍ତ୍ରୀଙ୍କୁ ଭେଟିଲେ ଅବକାରୀ ଅଧିକାରୀସଂଘ

ଭୁବନେଶ୍ୱର,୧୭।୬(ଏସଏସନିଉଜ)ଆଜି ଅବକାରୀ ଅଧିକାରୀ ସଂଘର କର୍ମକର୍ତ୍ତା ମାନେ ଅବକାରୀମନ୍ତ୍ରୀ ପୃଥ୍ୱୀରାଜହରିଚନ୍ଦନଙ୍କୁ ସୌଜନ୍ୟମୂଳକ ଭାବେ ଭେଟି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ଏବଂ ଏହି ସମୟରେ ମନ୍ତ୍ରୀ ବିଭାଗର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ସହିତ ବିଭାଗର କିପରି ଉନ୍ନତି କରଣ କରାଯାଇପାରିବ ଓ ଅଧିକାରୀ ମାନଙ୍କର କିପରି କାର୍ଯ୍ୟ ଦକ୍ଷତା ବୃଦ୍ଧି କରାଯାଇ ପାରିବ ସେହି ବିଷୟରେ ଆଲୋଚନା କରିଥିଲେ। ଏଥିସହିତ ବିଭାଗର ବିଭିନ୍ନ କାର୍ଯ୍ୟକୁ ତତ୍ପରତାର ସହିତ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ନିର୍ଦେଶ ମଧ୍ୟ […]

ଆଜିର ରାଶିଫଳ

ଜୁନ୍ ମାସ ୧୭ତାରିଖ ୨୦୨୪ମସିହା (ସୋମ ବାର) ଜ୍ୟେଷ୍ଠ ମାସ-ଶୁକ୍ଳପକ୍ଷ,ତିଥି- ଏକାଦଶୀ, ସୌରମାସ- ମିଥୁନ୦୩ ଦିନ,ସୁର୍ୟୋଦୟ- ପ୍ରାତଃ ଘ୦୫/ ୧୨/୨୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୩୯ ,ଯୋଗିନୀଅଗ୍ନିକୋଣେ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ମିଥୁନରାଶିର ଘାତବାର, ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି,କାଳବେଳା -ଦିବା ଘ ୦୬/୫୦ ଗତେ ଘ୦୮/୩୦ ମଧ୍ୟେ, ବାରବେଳା – ଦିବା ଘ୦୩/୦୫ ଗତେ ଘ୦୫/୪୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୩୧ ଗତେ ଘ୧୦/ ୦୦ ମଧ୍ୟେ ଓ ରାତ୍ରି ଘ୦୯/୪୫ ଗତେ ଘ୧୨/ ୪୫ ମଧ୍ୟେ,ବିଶୁଦ୍ଧ […]

ଆଜିରରାଶିଫଳ

୨୦୨୪ମସିହା ଜୁନ୍ ମାସ ୧୫ ତାରିଖ ଶନିବାର ।ଶ୍ରୀମନ୍ଦିରେ ଓ ସର୍ବତ୍ର ମିଥୁନ (ରଜ) ସଂକ୍ରାନ୍ତି।ବିବିଧ – ହଳ ନିଷେଧ, ସ୍ତ୍ରୀ ତୈଳ ବର୍ଜନ। ସୂର୍ଯ୍ୟୋଦୟ ରୁ ଦିବା ଘ୯/୩୧ମି ମଧ୍ୟେ ସଂକ୍ରାନ୍ତିର ପୂଣ୍ୟକାଳଃ। ଦିବା ଘ୯/୩୧ମି ଠାରୁ ଦିବା ଘ୩/୫୫ମି ମଧ୍ୟେ ସଂକ୍ରାନ୍ତିର ବିଶିଷ୍ଟ ପୂଣ୍ୟକାଳଃ ।ସୁର୍ଯ୍ୟୋଦୟ- ଘ୫/୧୧/୬, ସୂର୍ଯ୍ୟାସ୍ତ- ଘ୬/୨୨/୩୨,ଜ୍ୟେଷ୍ଠମାସ,ଶୁକ୍ଳପକ୍ଷ,ଶୌରିବାସ,ତିଥି- ନବମୀ ରାତ୍ରି ଘ୨/୩୦ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ନକ୍ଷତ୍ର- ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ଦିବା ଘ୮/୫୫ମି ପର୍ଯ୍ୟନ୍ତ ତଦନ୍ତେ ହସ୍ତା ନକ୍ଷତ୍ର ।ଚ଼ନ୍ଦ୍ର- କନ୍ୟାଚନ୍ଦ୍ର (ଅହୋରାତ୍ର)।ସୌରଚଳନେ […]

ଗାଡ଼ିଅଟକାଇ କୁନିଝିଅ ହାତରୁ ଫୁଲତୋଡ଼ାନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୬(ଏସଏସନିଉଜ)ରାସ୍ତାରେ ଗାଡ଼ି ଅଟକାଇ କୁନି ଝିଅ ହାତରୁ ଫୁଲ ତୋଡ଼ା ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ରାଜ୍ୟ ସଂଗ୍ରହାଳୟକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ରାସ୍ତାକଡ଼ ରେ ଛିଡ଼ା ହୋଇଥିଲା କୁନି ଝିଅ।ଅନ୍ୟପଟେ ରଜ ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା।ପହିଲି ରଜରେ ଓଡ଼ିଶାବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଗଣ ପର୍ବ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ।Xରେ ପୋଷ୍ଟ କରି ରାଜ୍ୟବାସୀଙ୍କୁ […]

ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ନେଇ ପୃଥ୍ୱୀରାଜଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୧୪।୬(ଏସଏସନିଉଜ)ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ସରକାର।ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ନେତାମାନେ ମଧ୍ୟ ଶପଥ ନେଇସାରିଛନ୍ତି।କାହାକୁ କେଉଁ ଦାୟିତ୍ୱ ମିଳିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି କ୍ୟାବିନେଟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।କାହାକୁ କେଉଁ ବିଭାଗ ମିଳିବ ନିଷ୍ପତି ସରିଛି ବୋଲି କହିଛନ୍ତି ପୃଥ୍ୱୀରାଜ।କୌଣସି ମୁହୂର୍ତ୍ତରେ ରାଜ୍ୟପାଳଙ୍କ ଅଫିସରୁ ଲିଷ୍ଟ ଆସିପାରେ ବୋଲି କହିଛନ୍ତି।

ସୁରନାୟକଙ୍କୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ

ଭୁବନେଶ୍ୱର,୧୪।୬(ଏସଏସନିଉଜ)ବରିଷ୍ଠ ରାଜନେତା ସୁର ନାୟକଙ୍କୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଭୁବନେଶ୍ବର ବାସଭବନରେ ଭେଟିବା ସହ ସୁରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ବିଶ୍ବଭୂଷଣ ।

ଜବତବୋମା ନିଷ୍କ୍ରିୟ ବେଳେ

ଭୁବନେଶ୍ୱର,୧୪ା୬(ଏସଏସନିଉଜ) ରଜରେ ବଡ଼ ଅଘଟଣ ଘଟିଛି। ଜବତ ବୋମା ନିଷ୍କ୍ରିୟ କଲା ବେଳେ ବିସ୍ଫୋରଣରେ ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା କଟକସଦର ଥାନାର ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା ଜବତ ବୋମା ନିଷ୍କ୍ରିୟ କରାଯାଉଥିବା ବେଳେ ବିସ୍ଫୋରଣ ହୋଇଛି । ବୋମା ନିଷ୍କ୍ରିୟକାରୀ ଟିମରେ ଥିବା ହାବିଲଦାର ପ୍ରଦୀପ ମଲ୍ଲିକଙ୍କ ମୃତ୍ୟୁଘଟିଛି ।ପ୍ରଦୀପଙ୍କ ଘର କଟକ ପୀରବଜାର। ରିଜର୍ଭ ଅଫିସରେ ହାବିଲଦାର ଭାବେ ଡ୍ୟୁଟି କରୁଥିଲେ ।ଗୋପାଳପୁର ନିକଟ କାଠଯୋଡ଼ି ନଦୀପଠାରେ ନିଷ୍କ୍ରିୟ […]

କୁଏତ ଅଗ୍ନିକାଣ୍ଡ ଘଟଣାରେ ଦୁଇଓଡ଼ିଆଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪ା୬(ଏସଏସନିଉଜ) କୁଏତ ଅଗ୍ନିକାଣ୍ଡ ଘଟଣାରେ ଦୁଇ ଓଡ଼ିଆଙ୍କ ମୃତ୍ୟୁଘଟିଥିବାର ସୂଚନା ମିଳିଛି ।ଏହି ଅଗ୍ନିକାଣ୍ଡରେ ୪୫ ମୃତକଙ୍କ ମଧ୍ୟରେ ୨ ଜଣ ଓଡ଼ିଶାର ଥିବାର ଜଣାପଡିଛି ।ଦୁଇ ମୃତକ ହେଲେ ମହମ୍ମଦ ଜହୁର, ସନ୍ତୋଷ ଗୌଡ଼ାମୃତ ମହମ୍ମଦ ଜହୁର ଆଠଗଡ଼ ତିଗିରିଆ ଥାନା କରଡ଼ାପଲିର ବୋଲି ଜଣାପଡିଛି ।

ଆଜିର ରାଶିଫଳ

ଜୁନ୍ ମାସ ୧୪ତାରିଖ ୨୦୨୪ମସିହା(ଶୁକ୍ରବାର)ଜ୍ୟେଷ୍ଠ ମାସ- ଶୁକ୍ଳପକ୍ଷ ,ତିଥି- ଅଷ୍ଟମୀ ରାତ୍ରି ଘ୧୨/୦୦ ଗତେ ନବମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୧୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୪୯ ,ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୨/୦୦ ଗତେ ପୂର୍ବେ , ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବୃଷ ରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନ ରାଶି ର ଘାତବାର ,ଅଦ୍ୟ ମୃତେ ପ୍ରାତଃ ଘ ୦୫/୪୮ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା – ଦିବା ଘ୦୮/୨୮ ଗତେ ଘ୧୧/୪୮ […]