କଳାହାଣ୍ଡିରୁ ପୁଣି ବାଘଛାଲ ଜବତ
ଭୁବନେଶ୍ୱର,୫।୪(ଏସଏସନିଉଜ)ନର୍ଲା ରେଳଷ୍ଟେସନ ନିକଟରୁ ବାଘଛାଲ ଜବତ ହୋଇଛି।ଘଟଣାରେ ଦୁଇ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ STF।ଗିରଫ ୨ଅଭିଯୁକ୍ତ ହେଉଛନ୍ତି ଚକ୍ରା ବେନାଲ ଓ ପୂର୍ଣ୍ଣଚନ୍ଦ୍ର ବାଗ।୩ଲକ୍ଷ ଟଙ୍କାରେ ଡିଲ କରୁଥିବା ତଦନ୍ତରୁ ଜଣାପଡ଼ିଛି।
Browsing author
ଭୁବନେଶ୍ୱର,୫।୪(ଏସଏସନିଉଜ)ନର୍ଲା ରେଳଷ୍ଟେସନ ନିକଟରୁ ବାଘଛାଲ ଜବତ ହୋଇଛି।ଘଟଣାରେ ଦୁଇ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ STF।ଗିରଫ ୨ଅଭିଯୁକ୍ତ ହେଉଛନ୍ତି ଚକ୍ରା ବେନାଲ ଓ ପୂର୍ଣ୍ଣଚନ୍ଦ୍ର ବାଗ।୩ଲକ୍ଷ ଟଙ୍କାରେ ଡିଲ କରୁଥିବା ତଦନ୍ତରୁ ଜଣାପଡ଼ିଛି।
ଭୁବନେଶ୍ୱର,୫।୪(ଏସଏସନିଉଜ)ଲୋକସଭା ନିର୍ବାଚନ ନେଇ ଇସ୍ତାହାର ପ୍ରକାଶ କରିଛି କଂଗ୍ରେସ।ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଇସ୍ତାହାର ଜାରି କରିଛି କଂଗ୍ରେସ।ନିର୍ବାଚନ ଇସ୍ତାହାରରେ ୫ଟି ଗ୍ୟାରେଣ୍ଟି ନେଇ ପ୍ରତିଶ୍ରୁତି।ସଭାପତି ଖଡ୍ଗେ, ସୋନିଆ ଗାନ୍ଧି ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।ଜାତିଗତ ଜନଗଣନା କରିବାକୁ ଇସ୍ତାହାରରେ ପ୍ରତିଶ୍ରୁତି।ମନରେଗାରେ ଦୈନିକ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି ପ୍ରତିଶ୍ରୁତି।୧ଲକ୍ଷ ଟଙ୍କା ଦରମାରେ ଯୁବକଙ୍କୁ ନିଯୁକ୍ତି, ଋଣଛାଡ଼ ପ୍ରତିଶ୍ରୁତି।ଫସଲର ସର୍ବନିମ୍ନ ସହାୟକ ମୂଲ୍ୟପାଇଁ ଲିଗାଲଗ୍ୟାରେଣ୍ଟି।ମହାଲକ୍ଷ୍ମୀ ଯୋଜନାରେ ଗରିବ ପରିବାରକୁ ବାର୍ଷିକ ୧ଲକ୍ଷଟଙ୍କା ପ୍ରତିଶ୍ରୁତି।ସାମାଜିକସୁରକ୍ଷା ଭତ୍ତା ମାସିକ ୧ହଜାରକୁ […]
କୋରାପୁଟ,୫।୪(ଏସଏସନିଉଜ)କୋଟିଆ ଗସ୍ତରେ ମୁଖ୍ୟସଚିବ ପ୍ରଦୀପଜେନା।ମୁଖ୍ୟ ସଚିବଙ୍କ ସହ କୃଷି ସଚିବ ଅରବିନ୍ଦପାଢ଼ୀ ମଧ୍ୟ ସାମିଲ ହୋଇଥିଲେ।କୋଟିଆରେ ବିଭିନ୍ନଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।ସ୍କୁଲ,ମା’ଗୃହ,ହସ୍ପିଟାଲ, ବାରାକ ସହ ଜଗନ୍ନାଥମନ୍ଦିର ବୁଲି ଦେଖିଛନ୍ତି,ଜିଲ୍ଲାପାଳଙ୍କ ସହ ଡିଆଇଜି, ଏସ୍ପି, ଡିଏସପି ଗସ୍ତ ବେଳେ ଉପସ୍ଥିତ ଥିଲେ।
ଭୁବନେଶ୍ୱର,୫।୪(ଏସଏସନିଉଜ)ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଦିନ ୧୧ରୁ ସାଢ଼େ ୩ ଶ୍ରମିକଙ୍କୁ କାମ ନକରିବାପାଇ ନିର୍ଦ୍ଦେଶା ନାମା ଜାରି କଲା ଶ୍ରମ ଓ କର୍ମଚାରୀ ରାଜ୍ଯ ବୀମାବିଭାଗ।ଏପ୍ରିଲରୁ ଜୁନ୍ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏନେଇ ସମସ୍ତ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ବିହିତ ପଦକ୍ଷେପ ନିର୍ଦ୍ଦେଶ ଦିଆଯାଇଛି।ଏହାସହ ୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରିକରିଛି ପାଣିପାଗବିଭାଗ।ଖୋର୍ଦ୍ଧା,କଟକ,ବୌଦ୍ଧ , ମାଲକାନଗିରି ,କେନ୍ଦୁଝରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଓ ନୟାଗଡ଼ ,ଅନୁଗୁଳ ,ବଲାଙ୍ଗିର […]
୨୦୨୪ମସିହା ଅପ୍ରେଲମାସ ୫ ତାରିଖ ଶୁକ୍ରବାର।ଶ୍ରୀମନ୍ଦିରେ ଓ ସର୍ବତ୍ର ସର୍ବସମ୍ମତ ପାପମୋଚନୀ ଏକାଦଶୀ।ସୁର୍ଯ୍ୟୋଦୟ- ଘ୫/ ୪୦/୩୯,ସୂର୍ଯ୍ୟାସ୍ତ- ଘ୫/୫୮ /୩୩,ଚୈତ୍ରମାସ,କୃଷ୍ଣପକ୍ଷ,ଭୃଗୁବାସ,ତିଥି-ଏକାଦଶୀ ଦିବାଘ୧/୪୩ମିପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟ କୋଣରେ,ଦିବା ଘ୧/୪୩ମି ପରେ ନୈର୍ଋତକୋଣରେ। ଅଗନ୍ତବ୍ୟତିଥି, ଶନିମଙ୍ଗଳଯୁକ୍ତ ଦୋଷହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ସିଂହରାଶିର ଏବଂ ଦିବା ଘ୭/୫୬ମି ପରେ ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏବଂ ଦ୍ଵାଦଶୀରେ ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଶିମ୍ବ ଦିବା ଘ୧/୪୩ମିପରେ ପୋଇଶାଗ ଭକ୍ଷଣନିଷେଧ।ଅଶୁଭବେଳା-(ବାର ଓ କାଳବେଳା) ଦିବା ଘ୮/୪୧ମି […]
ଭଦ୍ରକ,୪ା୪(ଏସଏସନିଉଜ)ଭଣ୍ଡାରୀପୋଖରୀ ମେଡ଼ିକାଲରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଥଣ୍ଡାଜ୍ବରରେ ଆକ୍ରାନ୍ତହୋଇଥିବା ଜଣେ ରୋଗୀଙ୍କୁ ନର୍ସ କୁକୁରକାମୁଡ଼ା ଇଞ୍ଜେକସନ୍ ଦେଇଥିବାର ଜଣାପଡିବାପରେ ଉତେଜନା ଦେଖାଦେଇଥିଲା । ଭଣ୍ଡାରିପୋଖରୀ ଥାନା ଅନ୍ତଗର୍ତ ଦକ୍ଷିଣବାଡ଼ ଗାଁର ୫୬ ବର୍ଷୀୟ ବିଜୟ ବିଶ୍ବାଳ ଥଣ୍ଡାଜ୍ବରରେ ପୀଡ଼ିତହୋଇ ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ଡାଇକ୍ଲୋଫେନାକ୍ ଇଞ୍ଜେକ୍ସନ ନେବାସହ ସହ ଅନ୍ୟାନ୍ୟ ଔଷଧ ମଧ୍ୟ ଲେଖିଥିଲେ।ତେବେ ନର୍ସଜଣଙ୍କ ଡାଇକ୍ଲୋଫେନାକ ଇଞ୍ଜେକ୍ସନ ଦଳରେ ତାଙ୍କୁ କୁକୁରକାମୁଡା ଇଞ୍ଜେକ୍ସନ […]
ଭୁବନେଶ୍ବର,୪ା୪(ଏସଏସନିଉଜ)ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ବାଜିବ ଘଣ୍ଟି। ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ। ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ବାଜିବ ଜଳବିରତିଘଣ୍ଟି। ଜଳବିରତିଘଣ୍ଟି ବାଜିଲେ କ୍ଲାସରେଥିବା ପିଲା ପାଣିପିଇବେ। ସମସ୍ତ ଛାତ୍ରଛାତ୍ରୀ ଉଦ୍ଦିଷ୍ଟସମୟରେ ପାଣି ପିଉଛନ୍ତି ନା ନାହିଁ, ଏହାକୁ ଶିକ୍ଷକଶିକ୍ଷୟିତ୍ରୀମାନେ ତଦାରଖ କରିବେ। ଏହା ସହିତ ସ୍କୁଲ ଯିବା ଆସିବା ସମୟରେ ଛତା କିମ୍ବା ଟୋପି ବ୍ୟବହାର କରିବା ପାଇଁ ଶିକ୍ଷକଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶଦେବେ […]
ଡେଲାଙ୍ଗ ,୪ା୪(ଏସଏସନିଉଜ) ଡେଲାଙ୍ଗଥାନା ନିକଟରୁ ବନ୍ଧୁକମୂନରେ ଜଣେ ସୁନାବ୍ୟବସାୟୀଙ୍କଠାରୁ ୨୭୦ ଗ୍ରାମ୍ ସୁନା, ୬କେଜିରୁପା ଲୁଟ୍ ହୋଇଛି। ପ୍ରଶାନ୍ତମହାପାତ୍ର ନାମକ ସୁନାବ୍ୟବସାୟୀ ଦୋକାନ ବନ୍ଦକରି ଏକ ବ୍ୟାଗରେ ସୁନାରୂପା ଅଳଙ୍କାର ଧରିଘରକୁ ଯିବାବେଳେ ୪ଜଣ ଅଜଣାଯୁବକ ବନ୍ଧୁକ ଦେଖାଇ ଅଳଙ୍କାରବ୍ୟାଗ ଛଡାଇ ଫେରାର ହୋଇଯାଇଥିଲେ ।ଲୁଟ ସୁନାଅଳଙ୍କାରର ମୁଲ୍ୟ ଅନୁମାନିକ ମୂଲ୍ୟ ୨୩ ଲକ୍ଷଟଙ୍କା ହେବ ବୋଲି ଦୋକାନୀ କହିଛନ୍ତି ।
ଭୁବନେଶ୍ବର ,୪ା୪(ଏସଏସନିଉଜ) ଜଣେ ବିବାହିତ ମହିଳା ପ୍ରେମିକାକୁ ପାଖରେ ରଖିବାକୁ ସ୍ବାମୀ ନିକଟରେ ଜିଦ କରିଥିଲେ। ଏହି ପ୍ରସ୍ଥାବରେ ସ୍ବାମୀରାମ ଗୋବିନ୍ଦ ରାଜି ନହେବାରୁ ଆରମ୍ଭ ହୋଇଥିଲା ସ୍ୱାମୀସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ।ରାଗିଯାଇ ମହିଳାଜଣଙ୍କ ବିଦ୍ୟୁଦ ଖୁଣ୍ଟ ଉପରେ ଚଢ଼ି ଯାଇ ହାଏଭୋଲଟେଜ ଡ୍ରାମା ଆରମ୍ଭ କରିଥିଲେ । ମହିଳାଜଣଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚିବାସହ ମହିଳାଙ୍କୁ ବୁଝସୁଜାକରିବାପରେ ସେ ଓହ୍ଲାଇଥିଲେ ।ଏହି ଘଟଣା ବୁଧବାର ଦ୍ବିପହର ସମୟରେ ଉତ୍ତରପ୍ରଦେଶର ଗୋରଖପୁରର […]
୨୦୨୪ମସିହା ଅପ୍ରେଲମାସ ୪ତାରିଖ ଗୁରୁବାର।ସୁର୍ଯ୍ୟୋଦୟ- ଘ୫/୪୧/୩୨ ,ସୂର୍ଯ୍ୟାସ୍ତ- ଘ୫/୫୮/୧୬ ,ଚୈତ୍ରମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ଦଶମୀ ଦିବାଘ୪/୨୭ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ।ଦିବା ଘ୪/୨୭ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣଦୋଷ ହେତୁ ଦିବାଘ୪/୨୭ମିପରେ ରାତ୍ରିଶେଷପର୍ଯ୍ୟନ୍ତ ଯାତ୍ରାଶୁଭ।ଅଗ୍ନିକୋଣ,ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ସିଂହରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- କଳମଶାଗ ଦିବା ଘ୪/୨୭ମିପରେ ଶିମ୍ବଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୨/୫୨ମି ରୁ ସୂର୍ଯ୍ୟାସ୍ତ ଘ୫/୫୮ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି- ଘ୧୧/୪୭ମି ରୁ ଘ୧/୧୪ମି […]