Browsing author

SATYA SANDHANA DESK

ବିଜେଡି ଘୋଷଣାକଲା ପ୍ରଥମପର୍ଯ୍ୟାୟ ପାର୍ଥୀ ତାଲିକା

ବିଜେଡି ୯ ଲୋକସଭା ପ୍ରାର୍ଥୀ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ,କଳାହାଣ୍ଡି- ଲମ୍ବୋଦର ନିଆଲ, ସୁନ୍ଦରଗଡ଼- ଦିଲୀପତିର୍କୀ,ମୟୂରଭଂଜ- ସୁଦାମମାରାଣ୍ଡି, କେନ୍ଦ୍ରାପଡ଼ା- ଅଂଶୁମାନମହାନ୍ତି, ନବରଙ୍ଗପୁର- ପ୍ରଦୀପ ମାଝୀ, ଭୁବନେଶ୍ବର- ମନ୍ମଥରାଉତରାୟ,କୋରାପୁଟ- କୌଶଲ୍ୟାହିକକା, ଆସିକା- ରଂଜିତା ସାହୁ। ସେହିଭଳି ଭାବେ ବିଜେଡି ୭୧ ବିଧାନସଭା ପ୍ରାର୍ଥୀ ଘୋଷଣା କଲା- ବିଷମକଟକରୁ ଜଗନ୍ନାଥ ସାରକା,ଗୁଣୁପୁରରୁ ରଘୁନାଥଗମାଙ୍ଗ,ରାୟଗଡାରୁ ଅନୁସୂୟାମାଝୀ,ବରଗଡରୁ ଦେବେଶ ଆଚାର୍ଯ୍ୟ, ବିଜେପୁରରୁ ରୀତାସାହୁ,ଅତାବିରାରୁ ସେହ୍ନାଙ୍ଗିନୀ ଛୁରିଆ,ଭଟଲିରୁ ସୁଶାନ୍ତସିଂ,ଜଳେଶ୍ୱରରୁ ଅଶ୍ୱିନୀ କୁମାରପାତ୍ର,ବସ୍ତାରୁସୁବାସିନୀଜେନା,ଭଣ୍ଡାରୀପୋଖରୀରୁ ସଞ୍ଜୀବମଲ୍ଲିକ,ଭଦ୍ରକରୁ […]

ଓଲଟିଲା ବସ

କୋରାପୁଟ,୨୬।୩(ଏସଏସନିଉଜ)କୋରାପୁଟଜିଲ୍ଲା ପୋଡ଼ାଗଡ ନିକଟରେ ବସ୍ ଦୁର୍ଘଟଣାରେ ଜଣଙ୍କର ମୃତୁ ହୋଇଛି ।ଖମ୍ବେଶ୍ୱରୀନାମକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଭାରସାମ୍ଯ ହରାଇ ବସଟି ରାସ୍ତା ତଳକୁ ଖସିପଡ଼ିଛି ।ଦୁର୍ଘଟଣାରେ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ରହିଥିବା ସୂଚନା ମିଳିଛି ।ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।ବସଟି ଯାତ୍ରୀଙ୍କୁ ନେଇ ଜୟପୁରରୁ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

ଆଜିର ରାଶିଫଳ

୨୦୨୪ ମସିହା ମାର୍ଚ୍ଚ ମାସ ୨୭ ତାରିଖ ବୁଧବାର।ସୁର୍ଯ୍ୟୋଦୟ- ଘ୫/୪୮/୨୪,ସୂର୍ଯ୍ୟାସ୍ତ- ଘ୫/୫୬ /୧୨,ଚୈତ୍ର ମାସ,କୃଷ୍ଣପକ୍ଷ,ପଣ୍ଡିତବାସ,ତିଥି- ଦ୍ଵିତୀୟା ଅପରାହ୍ନ ଘ୫/୧୦ମିପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ଚିତ୍ରାନକ୍ଷତ୍ର ଅପରାହ୍ନ ଘ୫/୦ମି ପର୍ଯ୍ୟନ୍ତ ତଦନ୍ତେ ସ୍ବାତୀନକ୍ଷତ୍ର।ଯୋଗ- ବ୍ୟାଘାତଯୋଗ ରାତ୍ରି ଘ୧୨/୧୨ମି ପର୍ଯ୍ୟନ୍ତ ତଦନ୍ତେ ହର୍ଷଣଯୋଗ।କରଣ- ଗରକରଣ ଅପରାହ୍ନ ଘ୫/୧୦ମି ପର୍ଯ୍ୟନ୍ତ ତଦନ୍ତେ ବାଣିଜ୍ୟକରଣ ନିଶାନ୍ତ ଘ୫/୪୮ମି ପର୍ଯ୍ୟନ୍ତ। ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ।ଅପରାହ୍ନ ଘ୫/୧୦ମି ପରେ ଆଗ୍ନେୟ କୋଣରେ।ମାସଦଗ୍ଧା, ଦ୍ବିତୀୟାଦୋଷ ହେତୁ ଅପରାହ୍ନ ଘ୫/୧୦ମି ପରେ ରାତ୍ରି ଶେଷ […]

ଓଲଟିଲା ଅଟୋ,ଜଣେ ମୃତ

କୋରାପୁଟ,୨୬।୩(ଏସଏସନିଉଜ) ଭାରସାମ୍ୟ ହରାଇ ଓଲଟିପଡିଲା ଅଟୋ।ଯାହାଫଳରେ ଜଣଙ୍କର ମୃତୁ ହୋଇଛି।ଅଟୋରେ ୧୬ଜଣ ଯାତ୍ରୀ ଥିବାବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଥିବାର ଜଣାପଡିଛି।ଗୁରୁତରଥିବା ୬ଜଣଯାତ୍ରୀଙ୍କୁ କୋରାପୁଟ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।ସମସ୍ତ ମୃତାହତ ଦଶମନ୍ତପୁରଥାନା ଅନ୍ତର୍ଗତ ବରଗଛଗାଁର ବୋଲି ସୂଚନା ମିଳିଛି।

ସରପଞ୍ଚଙ୍କ ଘରେପଶି ଭଙ୍ଗାରୁଜା

ଖୋର୍ଦ୍ଧା,୨୬।୩(ଏସଏସନିଉଜ) ହୋଲିରେ ଗଣ୍ଡଗୋଳ ହୋଇଛି।ସରପଞ୍ଚଙ୍କ ଘରେ ପଶି ଭଙ୍ଗାରୁଜା ମଧ୍ୟ ହୋଇଥିବାର ଅଭିଯୋଗ ହୋଇଛି। ଘରେ ପଶି ସଂଘବଦ୍ଧ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ଦୁର୍ବୁର୍ତ।ବାଘମାରୀ ଥାନା ପଙ୍ଗାରୀସିଂ ସରପଞ୍ଚଙ୍କ ଘରେ ହୋଇଥିବା ସଂଘବଦ୍ଧ ଆକ୍ରମଣରେ ୨ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଥିବାବେଳେ ଗାଁରେ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି।ସେହିପରି ନୀଳଗିରିରେ ଗୋଷ୍ଠୀସଂଘର୍ଷ ଘଟି ୪ଜଣ ଆହତ ହୋଇଛନ୍ତି।ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇଛନ୍ତି।ଗୁହାଳିଆଗାଁରେ ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ଯୋଗୁ ୪ ଆହତଙ୍କୁ […]

ହୋଲିହେଲା କାଳ-୫ମୃତ

ଭୁବନେଶ୍ୱର,୨୬।୩(ଏସଏସନିଉଜ)ହୋଲିରେ ଅଘଟଣ ଘଟି ଗାଧୋଇଲା ବେଳେ ବୁଡ଼ି ଭିନ୍ନଭିନ୍ନ ସ୍ଥାନରେ ୫ଜଣଙ୍କର ମୃତୁ ଘଟିଛି।ସାଲେପୁର କରମୁଆଁ ଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।ପାରାଦୀପଲକ୍‌ ଥାନା କତକୁଲା ଗାଁ ପୋଖରୀରେ ବୁଡ଼ି ନାବାଳକ ମୃତ୍ୟୁ ହୋଇଛି।ସୋର ଥାନା ଦହିସଡ଼ାଗାଁ ପୋଖରୀରେ ବୁଡ଼ି ନାବାଳକ ମୃତ୍ୟୁ ହୋଇଛି।ବାଲେଶ୍ୱରପୋଲିସ କଲୋନୀରେ ପୋଖରୀରେ ବୁଡ଼ି ନାବାଳକ ମୃତ୍ୟୁ ହୋଇଛି। ସମ୍ବଲପୁର ଚାଉଁରପୁର ପାୱାର ଚ୍ୟାନେଲ କେନାଲରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି।

ସମ୍ବଲପୁରରେ ଫୁଟିଲା ବୋମା

ସମ୍ବଲପୁର,୨୬।୩(ଏସଏସନିଉଜ)ପୀରବାବା ଛକ ନିକଟରେ ବୋମାମାଡ଼ ହୋଇଛି।ଏକ ବୁଲେଟ୍‌ ଉପରକୁ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ।ଘଟଣାସ୍ଥଳରେ ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି।ଖବର ପାଇ SP ଓ ଉତ୍ତରାଞ୍ଚଳ DIG ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ହୋଲି ସାଜିଲା କାଳ

  ବାରଙ୍ଗ,୨୬।୩(ଏସଏସନିଉଜ) ହୋଲି ସାରି ବାରଙ୍ଗ ପୁରୀ ମେନ କେନାଲକୁ ଗାଧୋଇବାକୁ ଆସିଥିବା ବେଳେ ଜଣେ ନାବାଳକ ବୁଡିଯାଇ ମୃତୁ ବରଣ କରିଛନ୍ତି ।ନାବାଳକ ଜଣଙ୍କ ହେଉଛନ୍ତି ଚନ୍ଦ୍ରଶେଖରପୁରଥାନା ଅଧିନସ୍ତ ବିଡିଏ ଅଂଚଳରେ ରହୁଥିବା ରାଜେସସେଠି ବୋଲି ଜଣାପଡିଛି। ସେ ହୋଲି ସାରି ୫ଜଣ ସାଙ୍ଗଙ୍କ ସହ କାନପୁର ପାଖ ପୁରିମେନ କେନାଲକୁ ଗାଧୋଇବାକୁ ଆସିଥିଲେ।ଗାଧୋଇବା ବେଳେ ୨ଜଣ ସାଙ୍ଗ ବୁଡିଯାଇଥିଲେ। ଏହାଦେଖି ରାଜେଶ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ କାଳ ବିଲମ୍ଭ ନକରି ପାଣିକୁ ଦେଇପଡିଥିଲା।ସାଙ୍ଗକୁ […]

ଭୋଗ ଖାଇଲେ, ଗ୍ରାମ ପରିକ୍ରମା କଲେ

ଖୁଣ୍ଟୁଣୀ,୨୫ା୩(ଏସଏସନିଉଜ)ରମ୍ପେଇ-ଖୁଣ୍ଟୁଣୀର ଆରାଧ୍ୟ ଇଷ୍ଟଦେବ ବାବାବାଲୁଙ୍କେଶ୍ୱର ମହାଦେବଙ୍କ ଚଳନ୍ତିପ୍ରତିମା ବାବା ଚନ୍ଦ୍ରଶେଖର ଓ ମାପାର୍ବତୀ ଚାଚେରୀଭୋଗ ପାଇବାକୁ ଖୁଣ୍ଟୁଣୀଗ୍ରାମ ପରିକ୍ରମାରେ ବାହାରିଲେ । ଦୋଳପୂର୍ଣ୍ଣିମାଠାରୁ ପ୍ରଭୁ ବରଷକେଥରେ ମନ୍ଦିରରୁ ବାହାରି ଭକ୍ତମାନଙ୍କ ଦ୍ଵାରକୁଯିବେ ।ଘରଘରବୁଲି ଭକ୍ତରଙ୍କଣା ଭୋଳାନାଥ ଓ ମାତାପାର୍ବତୀ ଭୋଗପାଇବା ସହିତ ଆଶୀର୍ବାଦ ପ୍ରଦାନକରିବେ ଭକ୍ତଙ୍କୁ । କର୍ମ ଅନୁଯାୟୀ ଫଳ ମଧ୍ୟ ପ୍ରଦାନ କରିବେ । ସତ ଓ ଅସତର କର୍ମକୁ ନେଇ ସେମିତି ବର ପ୍ରଦାନ କରିବେ ବାବା । ବାବାଙ୍କର ଆଜିର ଏହି […]

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୨୬ତାରିଖ ମଙ୍ଗଳବାର।ଶ୍ରୀମନ୍ଦିରରେ ଓ ସର୍ବତ୍ର ରଙ୍ଗ ହୋରିଉତ୍ସବ, ମାତାରାତାରିଣୀ ଯାତ୍ରାଆରମ୍ଭ ୧ମପାଳି, ଦ୍ବିତୀୟାର ଚନ୍ଦ୍ର ଦର୍ଶନ।ଋତୁ- ବସନ୍ତ (ପ୍ରଥମମାସ)ସୂର୍ଯ୍ୟ- ଉତ୍ତରାୟଣ ,ସୁର୍ଯ୍ୟୋଦୟ- ଘ୫/୪୯/୭ ,ସୂର୍ଯ୍ୟାସ୍ତ- ଘ୫/୫୫/୪୭ ,ଚୈତ୍ରମାସ ,କୃଷ୍ଣପକ୍ଷ .ଭୌମବାସ ,ତିଥି- ପ୍ରତିପଦ୍ ଦିବା ଘ୩/୧ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ଯୋଗ- ଧ୍ରୁବଯୋଗ ରାତ୍ରି ଘ୧୧/୩୯ମି ପର୍ଯ୍ୟନ୍ତ ତଦନ୍ତେ ବ୍ୟାଘାତଯୋଗ। କରଣ- କୌଳବକରଣ ଦିବା ଘ୩/୧ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ରାତ୍ରି ଘ୪/୬ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ। ଦିବା ଘ୩/୧ମି ପରେ ଉତ୍ତର […]