Browsing author

SATYA SANDHANA DESK

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୨୯ତାରିଖ ଶୁକ୍ରବାର।ସୁର୍ଯ୍ୟୋଦୟ- ଘ୫/୪୬/୪୨ ,ସୂର୍ଯ୍ୟାସ୍ତ- ଘ୫/୫୬/୪୨ ,ଚୈତ୍ରମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ଚତୁର୍ଥୀ ରାତ୍ରି ଘ୮/୨୦ମିପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ନକ୍ଷତ୍ର- ବିଶାଖାନକ୍ଷତ୍ର ରାତ୍ରି ଘ୯/୧୫ମିପର୍ଯ୍ୟନ୍ତ ତଦନ୍ତେ ଅନୁରାଧାନକ୍ଷତ୍ର।ଚ଼ନ୍ଦ୍ର- ତୁଳାଚନ୍ଦ୍ର ଦିବା ଘ୨/୪୬ମି ପର୍ଯ୍ୟନ୍ତ ତଦନ୍ତେ ବିଛାଚନ୍ଦ୍ର।ଘାତଚନ୍ଦ୍ର–ଘାତଚନ୍ଦ୍ରନାହିଁ।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳା ଦିବାଘ୮/୨୦ମି ପରେ ବେଲଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୮/୪୫ମି ରୁ ଘ୧୧/୪୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରିଘ୮/୫୩ମି ରୁ ଘ୧୦/୨୧ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବାଘ୭/୧୯ମି ମଧ୍ୟେ, […]

କଂଗ୍ରେସ ଛାଡିଲେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ବର,୨୮ା୩(ଏସଏସନିଉଜ)ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗୀର ଜିଲ୍ଲା ସଭାପତି ସୁରେନ୍ଦ୍ର ସିଂହ ଭୋଇ ଗୁରୁବାର କଂଗ୍ରେସ ଛାଡ଼ିଛନ୍ତି।ଏହାସହ ସେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦ ମଧ୍ୟ ଛାଡ଼ିଛନ୍ତି।ଶ୍ରୀ ଭୋଇ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ଶ୍ରୀ ଭୋଇ କଂଗ୍ରେସ ସହିତ ୩୮ ବର୍ଷ କାମ କରିଛନ୍ତି। ୧୯୯୫ରୁ ୨୦୦୪ ପର‌୍ୟ୍ୟନ୍ତ ସଇଁତଳାରୁ ବିଧାୟକ ହୋଇଥିଲେ। ସେହିପରି ୨୦୦୯ରୁ ୨୦୧୪ ଯାଏଁ ଟିଟିଲାଗଡ଼ରୁ ବିଧାୟକ ହୋଇଥିଲେ। କଂଗ୍ରେସ ସରକାରରେ ସେ ଜଙ୍ଗଲ ଓ […]

ଭିଜିଲାନ୍ସ ଜାଲରେ …

ଭୁବନେଶ୍ବର,୨୮ା୩(ଏସଏସନିଉଜ) ଜିଏସ୍‌ଟି ଅଧିକାରୀ ମାନସ ରଂଜନ ବେହେରା ୩୦ ହଜାର ଟଙ୍କାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପୁରୀଜିଲ୍ଲା ସ୍କୁଲ ସମ୍ମୁଖରେ ଦାବି ଟଙ୍କା ଅସୁଲ କରୁଥିବା ବେଳେ ରେଡ ହ୍ୟାଣ୍ଡେଡ ମାନସଙ୍କୁ କାବୁ କରିଥିଲା ଭିଜିଲାନ୍ସ।ଏହାପରେ ବେହେରାଙ୍କର ତିନୋଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ସେହିପରି ନୂଆପଡ଼ା ଜିଲ୍ଲା ରାଜସ୍ବ ବିଭାଗରେ କାର‌୍ୟ୍ୟରତ ରାଜସ୍ବ ସ୍ବତନ୍ତ୍ର ଅଧିକାରୀ (ଓଏସ୍‌ଡି) ନରେନ୍ଦ୍ର ଚନ୍ଦ୍ରକାର ଗୁରୁବାର ସଂଧ୍ୟାରେ ୩୦ ହଜାର ଟଙ୍କା ଲାଞ୍ଚ […]

ପୋଲିସପଞ୍ଝାରେ ବଡ଼ ଡକାୟତିଗ୍ୟାଙ୍ଗ୍

ଜଟଣି ,୨୮ା୩(ଏସଏସନିଉଜ)ରାତିରେ ବଡ ଧାରଣର ଲୁଟ ପାଇଁ ଯୋଜନା କରୁଥିବା ବେଳେ ଜଟଣି ପୋଲିସ ବଡ଼ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ।ବେଣାପଞରୀ ପଂଚାୟତହାଇସ୍କୁଲ ନିକଟ ପାଣିଟାଙ୍କି ପଡିଆରୁ ବୋମା ପକାଇ ଲୁଟ କରିବାକୁ ଉଦ୍ୟମ କରିବାକୁ ଯାଉଥିବା ବେଳେ ପୋଲିସ ୫ଜଣଙ୍କୁ ଗିରଫ କରିଛି ସେମାନଙ୍କଠାରୁ ୫ଟି ଅଫୁଟାବୋମା , ସ୍କରପିଓକାର, ୩ଟି ବାଇକ ସହିତ ଖଣ୍ଡାଭୁଜାଲି ଲୁହାରଡ଼ ଜବତ କରିଛି ।ଡକାୟତି କରିବାର ଖବରପାଇ ଜଟଣି ପୋଲିସ ସାଧା ପୋଷାକ ଓ ବିନା […]

ପଦ୍ମ ଧରିଲେ

ଭୁବନେଶ୍ୱର,୨୮ା୩(ଏସଏସନିଉଜ)ବିଜେପିରେ ମିଶିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ପଦ୍ମ ସମ୍ମାନରେ ସମ୍ମାନିତ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ।ଏମାନେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟ ଆୟୋଜିତ ମିଶ୍ରଣ ପର୍ବରେ ସମସ୍ତେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି।

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୨୮ତାରିଖ ଗୁରୁବାର।ସୁର୍ଯ୍ୟୋଦୟ- ଘ୫/୪୭/୩୩ ,ସୂର୍ଯ୍ୟାସ୍ତ- ଘ୫/୫୬/୨୭ ,ଚୈତ୍ରମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ତୃତୀୟା ସନ୍ଧ୍ୟା ଘ୬/୫୮ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ନକ୍ଷତ୍ର- ସ୍ବାତୀନକ୍ଷତ୍ର ରାତ୍ରି ଘ୭/୨୦ମିପର୍ଯ୍ୟନ୍ତ ତଦନ୍ତେ ବିଶାଖାନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ।ସନ୍ଧ୍ୟା ଘ୬/୫୮ମି ପରେ ନୈର୍ଋତକୋଣରେ।ରିକ୍ତାତିଥି,ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟରୁ ପ୍ରାତଃଘ୬/୪ମି ମଧ୍ୟେ ଯାତ୍ରା ଶୁଭ।ଅଗ୍ନିକୋଣ,ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ପଟୋଳ, ସନ୍ଧ୍ୟା ଘ୬/୫୮ମିପରେ ମୂଳାଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୨/୫୩ମି ରୁ ସୂର୍ଯ୍ୟାସ୍ତ […]

ମାଆରମୃତଦେହ ଟ୍ରଲିରେବୋହିଲା ପୁଅ

ବାଙ୍କୀ,୨୭ା୩(ଏସଏସନିଉଜ) ମାମରଶରୀରକୁ ଟ୍ରଲିରେ ବୋହିକି ନେଲା ପୁଆଗୋପାଳପୁରରୁ ହରିରାଜପୁରକୁ ମୃତଦେହ ବୋହି ନେଲା ପୁଆକଣ ପାଇଁ ଟ୍ରଲିରେ ମୃତଦେହ ନେଇଥିଲା ଜଣାପଡ଼ି ନାହିାଁମୃତମହିଳା ଗୋପାଳପୁରର ହୋଇଥିବାବେଳେ ହରିରାଜପୁର ସମ୍ପର୍କୀୟ ଘରକୁ ଆସିଥିଲୋ ସମ୍ପର୍କୀୟ ଘରେ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଦେହ ନେବ କିଏ ? କଟକଏସସିବିରୁ ମୃତଦେହକୁ ନେବାକୁ ଦୁଇପକ୍ଷ ମଧ୍ୟରେ ଟଣାଓଟରା ଲାଗିଥିଲା ।ଜଣେ କନଷ୍ଟେବଲଙ୍କର ଦୁର୍ଘଟଣାରେ ମୃତ୍ୟୁ ପରେ ଶବ ପାଇଁ ଟଣାଓଟରା ଲାଗିଥିଲା ।ମୃତକଙ୍କ ପ୍ରଥମ ସ୍ତ୍ରୀ […]

ପାଣି ପାଇଁ ବୋମାମାଡ଼

ଡେଲାଙ୍ଗ,୨୭ା୩(ଏସଏସନିଉଜ) କୂଅରୁ ପାଣି ଉଠାଇବାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଟାଙ୍ଗୀଭଂସରଗାଁରେ ଗଣ୍ଡଗୋଳ ହୋଇଛି ।ଏତିକିରେ ଗଣ୍ଡଗୋଳ ଶାନ୍ତ ପଡିନି । ଗାଁରେ ବୋମାମାଡ଼ ହୋଇଥିବାର ଖବର ମିଳିଛି।ଯଦିଓ ଏହି ବୋମାମାଡ଼ରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ତଥାପି ଗଣ୍ଡଗୋଳ ବଢିବାର ଆଶଙ୍କା କରି ପୋଲିସ ପହଁଚି ପରିସ୍ଥିଉପରେ ତତିକ୍ଷ୍ଣ ନଜରରଖିଛି ।ଏହାସହ ୪ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।  

ବିଜେଡିର ଦ୍ୱିତୀୟ ପାର୍ଥିତାଲିକା ଘୋଷଣା

ଭୁବନେଶ୍ୱର,୨୭।୩(ଏସଏସନିଉଜ)ବିଜେଡି ତାର ଦ୍ୱିତୀୟ ପାର୍ଥି ତାଲିକା ଘୋଷଣା କରିଛି। ବିଜେଡିର ଆଉ ୬ ଲୋକସଭା ପ୍ରାର୍ଥୀ ଘୋଷଣା ହୋଇଛି।ପୁରୀ- ଅରୂପ ପଟ୍ଟନାୟକ, ଢେଙ୍କାନାଳ- ଅବିନାଶ ସାମଲ,ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ,କନ୍ଧମାଳ- ଅଚ୍ୟୁତ ସାମନ୍ତ,କଟକ- ସଂତୃପ୍ତ ମିଶ୍ର, ଯାଜପୁର- ଶର୍ମିଷ୍ଠା ସେଠୀଙ୍କ ନାମ ଘୋଷଣା ହୋଇଛି।

ବିଜେଡି ଘୋଷଣାକଲା ପ୍ରଥମପର୍ଯ୍ୟାୟ ପାର୍ଥୀ ତାଲିକା

ବିଜେଡି ୯ ଲୋକସଭା ପ୍ରାର୍ଥୀ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ,କଳାହାଣ୍ଡି- ଲମ୍ବୋଦର ନିଆଲ, ସୁନ୍ଦରଗଡ଼- ଦିଲୀପତିର୍କୀ,ମୟୂରଭଂଜ- ସୁଦାମମାରାଣ୍ଡି, କେନ୍ଦ୍ରାପଡ଼ା- ଅଂଶୁମାନମହାନ୍ତି, ନବରଙ୍ଗପୁର- ପ୍ରଦୀପ ମାଝୀ, ଭୁବନେଶ୍ବର- ମନ୍ମଥରାଉତରାୟ,କୋରାପୁଟ- କୌଶଲ୍ୟାହିକକା, ଆସିକା- ରଂଜିତା ସାହୁ। ସେହିଭଳି ଭାବେ ବିଜେଡି ୭୧ ବିଧାନସଭା ପ୍ରାର୍ଥୀ ଘୋଷଣା କଲା- ବିଷମକଟକରୁ ଜଗନ୍ନାଥ ସାରକା,ଗୁଣୁପୁରରୁ ରଘୁନାଥଗମାଙ୍ଗ,ରାୟଗଡାରୁ ଅନୁସୂୟାମାଝୀ,ବରଗଡରୁ ଦେବେଶ ଆଚାର୍ଯ୍ୟ, ବିଜେପୁରରୁ ରୀତାସାହୁ,ଅତାବିରାରୁ ସେହ୍ନାଙ୍ଗିନୀ ଛୁରିଆ,ଭଟଲିରୁ ସୁଶାନ୍ତସିଂ,ଜଳେଶ୍ୱରରୁ ଅଶ୍ୱିନୀ କୁମାରପାତ୍ର,ବସ୍ତାରୁସୁବାସିନୀଜେନା,ଭଣ୍ଡାରୀପୋଖରୀରୁ ସଞ୍ଜୀବମଲ୍ଲିକ,ଭଦ୍ରକରୁ […]