Browsing author

SATYA SANDHANA DESK

ଆଜିର ରାଶିଫଳ

ମାର୍ଚ୍ଚମାସ ୦୭ତାରିଖ ୨୦୨୪ ମସିହା (ଗୁରୁବାର) ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଦ୍ଵାଦଶୀ ରାତ୍ରି ଘ୦୧/୩୪ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୫/୫୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/ ୫୯, ଯୋଗିନୀ ନୈରୁତେ ରାତ୍ରି ଘ୦୧/୩୬ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ, ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସିଂହ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,,କାଳବେଳା ଓ ବାରବେଳା – ଦିବା ଘ୦୨/୫୬ ଗତେ ଘ୦୫/୦୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ରାତ୍ରି ଘ୦୧/୦୩ ଗତେ ଘ୦୩/୨୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବାଘ ଘ୦୭/ ୪୦ମଧ୍ୟେ ଓ ଘ୧୦/୫୨ […]

ଘାଟିରୁ ଓଲଟିପଡ଼ିଲା ବସ୍

ଭୁବନେଶ୍ୱର,୬।୩(ଏସଏସନିଉଜ)ଘାଟିରୁ ଓଲଟି ପଡ଼ିଲା ବସ୍।ବୌଦ୍ଧ-କନ୍ଧମାଳ ସୀମାନ୍ତରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫୁଲବାଣୀ ରାଣୀପଥର ଘାଟିରୁ ତଳକୁ ଖସି ଯାଇଛି ବସ୍। ବସ୍ ରେଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ଖବର ପାଇ ଦମକଳ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତା ରେ ବସର କାଚଭାଙ୍ଗି ଲୋକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି।ସେହିଁଭଳିଭାବେ ଆଠଗଡ଼ ଖୁଣ୍ଟୁଣୀଥାନା ଗୋଲେଇଛକ ନିକଟରେ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି।ହାଇୱାକୁ ପଛରୁ ପିଟିଛି ବସ୍‌,ଯାହାଫଳରର ୪ଜଣ ଆହତ ହୋଇଥିବାର ଜଣାପଡିଛି।୪ଜଣ ଆହତଙ୍କୁ ଆଠଗଡ଼ […]

ପୋଲିସବାରାକରୁ ବନ୍ଧୁକ ଚୋରି !

ଭୁବନେଶ୍ୱର,୬।୩(ଏସଏସନିଉଜ)ଭୁବନେଶ୍ବର ସପ୍ତମ ବାଟାଲିଅନରୁ ବନ୍ଧୁକଚୋରି ଅଭିଯୋଗ ଆସିଛି।ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ଥିବା ଯବାନଙ୍କ ବନ୍ଧୁକ ଚୋରି ହୋଇଥିବାର ଜଣାପଡିଛି।ଗତ ୧୦ରେ ରାଷ୍ଟ୍ରପତିଙ୍କ ଡ୍ୟୁଟି ପାଇଁ ଭୁବନେଶ୍ବର ଆସିଥିଲେ। ରାଇଫଲ ଓ ଗୁଳି ଚୋରି ନେଇ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ଆଜିଠୁ ନବମଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର,୬।୩(ଏସଏସନିଉj)ଆଜିଠୁ ନବମ ଶ୍ରେଣୀ ପରୀକ୍ଷା,ମାଧ୍ୟମିକଶିକ୍ଷା ପରିଷଦ ପରିଚାଳିତ ଉଚ୍ଚବିଦ୍ୟାଳୟରେ ପରୀକ୍ଷା ଆରମ୍ଭ ହୋଇଛି। ମଧ୍ୟମାବିଦ୍ୟାଳୟରେ ମଧ୍ଯ ନବମଶ୍ରେଣୀ ପରୀକ୍ଷା ଆରମ୍ଭ ହିଇଛି।୧୩ତାରିଖ ଯାଏଁ ନିଜ ବିଦ୍ୟାଳୟରେ ଅନୁଷ୍ଠିତ ହେବ ପରୀକ୍ଷା ବୋଲି ଜଣାପଡିଛି।

ଉପରମୁହାଁ ହେବ ପାରଦ

ଭୁବନେଶ୍ୱର,୬।୩(ଏସଏସନିଉଜ)ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ହେବ ପାରଦ।ସ୍ବାଭାବିକଠାରୁ ୩ ରୁ ୫ ଡିଗ୍ରୀପର୍ଯ୍ୟନ୍ତ ତାପମାତ୍ରା ବଢିବ।ବର୍ତ୍ତମାନ ରାଜ୍ୟରେ ପଶ୍ଚିମାଝଡ ସକ୍ରିୟ ଥିବାବେଳେ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପ ବଳୟସୃଷ୍ଟି ହୋଇଛି।ଏହାର ପ୍ରଭାବରେ ଆସନ୍ତା ୪ଦିନପର୍ଯ୍ୟନ୍ତ ରାଜ୍ୟରେ ଖରା ଛାଇରେଖେଳ ଦେଖିବାକୁ ମିଳିବବୋଲି ପାଣିପାଗବିଭାଗ ଆକଳନ କରିଛି।

ଆଜିର ରାଶିଫଳ

ମାର୍ଚ୍ଚମାସ ୦୬ତାରିଖ ୨୦୨୪ ମସିହା(ବୁଧବାର) ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଦଶମୀ ପ୍ରାତଃ ଘ୦୬/୪୧ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ,ନକ୍ଷତ୍ର- ପୂର୍ବାଷାଢା ଦିବା ଘ୦୩/୩୨ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢା,ସୁର୍ୟୋଦୟ-ପ୍ରାତଃ ଘ୦୬/୦୬/୫୬, ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୫୦/୫୦,ଯୋଗିନୀଉତ୍ତରେ ପ୍ରାତଃ ଘ୦୬/୪୨ପର୍ଯ୍ୟନ୍ତତଦନ୍ତେ ଅଗ୍ନିକୋଣେ, ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ସିଂହରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର, କାଳବେଳା -ଦିବା ଘ୦୯/୦୧ ଗତେ ଘ୧୦/୩୦ ମଧ୍ୟେ,ବାରବେଳା – ଦିବା ଘ୧୧/୫୬ ଗତେ ଘ୦୧/୨୫ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବାଘ ଘ୦୭/୪୦ମଧ୍ୟେ ଓ ଘ ୦୧/୨୬ ଗତେ ଘ୦୨/୦୪ ମଧ୍ୟେ ଓ ରାତ୍ରି […]

ବନ୍ଦହେଲା Facebook!

ଭୁବନେଶ୍ୱର,୫।୩(ଏସଏସନିଉଜ)ବନ୍ଦ ହେଲା ଫେସବୁକ, କାମକରୁନି ଲକ୍ଷଲକ୍ଷ ୟୁଜରଙ୍କ ଫେସବୁକ ଆକାଉଣ୍ଟ।ପୁଣିଥରେ ମେଟାର ଫେସବୁକକୁ ନେଇ ଦେଖାଦେଇଛି ସମସ୍ୟା । ସର୍ଭରଡାଉନ୍ ଯୋଗୁଁ ଲଗ୍ ଇନ୍ ସହ ଆକାଉଣ୍ଟରେ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲକ୍ଷଲକ୍ଷ ୟୁଜର ।ଏନେଇ ଟ୍ୱିଟରରେ ଅନେକ ୟୁଜର ପ୍ରଶ୍ନ କରିଥିଲେ ମଧ୍ୟ ମେଟା ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ କିଛି ୟୁଜର ଫେସବୁକ ସହିତ ଇନଷ୍ଟାଗ୍ରାମ ସର୍ଭର ମଧ୍ୟ ଡାଉନ୍ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୫ ତାରିଖ ମଙ୍ଗଳବାର। ସୁର୍ଯ୍ୟୋଦୟ- ଘ୬/୭/୨,ସୂର୍ଯ୍ୟାସ୍ତ- ଘ୫/୪୯/ ୫୦,ଫାଲ୍ଗୁନମାସ,କୃଷ୍ଣପକ୍ଷ,ଭୌମବାସ, ତିଥି-ନବମୀ ଦିବା ଘ୮/୧୧ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ। ଦିବା ଘ୮/୧୧ମି ପରେ ଉତ୍ତର ଦିଗରେ। ମଙ୍ଗଳବାର, ରିକ୍ତାତିଥି, ବ୍ୟତିପାତ ବିଷ୍ଟିକରଣ ଦୋଷ ହେତ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର– ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ଲାଉ ଦିବା ଘ୮/୧୧ମି ପରେ କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା- ବାରବେଳା ଦିବା […]

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୪ତାରିଖ ସୋମବାର।ସୁର୍ଯ୍ୟୋଦୟ- ଘ୬/୭/୪୮ ,ସୂର୍ଯ୍ୟାସ୍ତ- ଘ୫/୪୯/୩୦ ,ଫାଲ୍ଗୁନମାସ ,କୃଷ୍ଣପକ୍ଷ ,ଚନ୍ଦ୍ରବାସ ,ତିଥି- ଅଷ୍ଟମୀ ଦିବା ଘ୮/୫୩ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ। ଦିବା ଘ୮/୫୩ମି ପରେ ପୂର୍ବ ଦିଗରେ। ଅଗନ୍ତବ୍ୟ ପରେ ରିକ୍ତାତିଥି ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର– ଅପରାହ୍ନ ଘ୫/୦ମି ପରେ ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ।ଘାତବାର–ମିଥୁନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନଡ଼ିଆ ଦିବା ଘ୮/୫୩ମି ପରେ ଲାଉ ଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା […]

ଜନବିରୋଧୀ ବ୍ୟକ୍ତିଙ୍କୁ ନେଉଛି BJP !

ଭୁବନେଶ୍ୱର,୩ା୩(ଏସଏସନିଉଜ)ବିଜେଡିମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ରଙ୍କ BJPରେ BJD ନେତାଙ୍କ ସାମିଲ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ର ।ସେଏକ ପ୍ରେସମିଟ୍ ରେ କହିଛନ୍ତି ଯେ, ନୂଆନେତା ତିଆରିକରିବାରେ ବିଜେପି ସକ୍ଷମନୁହେଁ ।୨୦୧୯ ତୁଳନାରେ ୨୪ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବBJP ।ଜନବିରୋଧୀ ବ୍ୟକ୍ତିଙ୍କୁ ଦଳରେ ମିଶାଉଛି ବିଜେପି ।୨୦୧୯ ଫର୍ମୁଲାକୁ ଆପଣାଉଛି ବିଜେପି ବୋଲି ସ୍ବୟମ ପ୍ରକାଶ କହିଛନ୍ତି ।ସେପୁଣି କହିଛନ୍ତି ବିଜେଡିରୁ ତଡ଼ାଖାଇଥିବା ନେତାଙ୍କୁ ବିଜେପି ଆପଣାଉଛି ।ଟିକେଟ ସମ୍ଭବନା ନ ଥିବା ନେତାଙ୍କୁ ସାମିଲ କରୁଛି […]