ଆଜିର ରାଶିଫଳ
୨୦୨୪ମସିହା ଫେବୃଆରୀ ମାସ ୧୪ ତାରିଖ ବୁଧବାର।ଶ୍ରୀପଞ୍ଚମୀ,ସରସ୍ବତୀ ପୂଜା, ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ, ରଥକାଠଅନୁକୂଳ ଓ ପୂଜା। ସୁର୍ଯ୍ୟୋଦୟ- ଘ୬/୨୦/୨୬,ସୂର୍ଯ୍ୟାସ୍ତ- ଘ୫/୪୧ /୩୨,ମାଘମାସ,ଶୁକ୍ଳପକ୍ଷ,ପଣ୍ଡିତ ବାସ,ତିଥି- ପଞ୍ଚମୀ ଦିବା ଘ୧୨/୨୮ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ଦିବା ଘ୧୨/୨୮ମି ପରେ ପଶ୍ଚିମ ଦିଗରେ। ଅଗନ୍ତବ୍ୟତିଥି , ନିରଂଶଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ଧନୁରାଶିର ଏବଂ ଦିବା ଘ୧୧/୩୫ମି ପରେ ମେଷ ରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଏବଂ ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧ […]