Browsing author

SATYA SANDHANA DESK

ଆସିଲା ସମୁଦ୍ର କୌସ୍ତୁଭ

ପାରାଦ୍ଵୀପ,୨୫।୧୦(ଏସଏସ ନିଉଜ)ପାରାଦ୍ଵୀପ ବନ୍ଦରକୁ ଆସୁଲା କୋଷ୍ଟଗାର୍ଡ ଜାହାଜ ଆଇଏନଏସ ଅମୋଘ ।ଜାହାଜକୁ ରଶିଦ୍ବାରା ଟାଣିଟାଣି ପାରାଦ୍ଵୀପ ବନ୍ଦରକୁ ଅଣାଯାଇଛି। ସନ୍ଧ୍ୟାସୁଦ୍ଧା ଉକ୍ତ ଜାହାଜ ପାରାଦ୍ଵୀପ ବନ୍ଦରରେ ପହଞ୍ଚିବବୋଲି ସୂଚନା ମିଳିଛି।ଉକ୍ତ ଜାହାଜରେ ଥିବା ସମସ୍ତ ୨୫ଜଣ ସଦସ୍ୟଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି।ଇଞ୍ଜିନରେ ରଶି ଗୁଡେଇ ହୋଇଯିବାରୁ ସମୁଦ୍ର ମଝିରେ ଫସିଯାଇଥିଲା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ। ପାରାଦ୍ଵୀପ ଠାରୁ ୩୫ ନଟିକାଲ ମାଇଲ ଦୂରରେ ରହୁଥିଲା।ଫଳରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା […]

ବଦଳିଲେ ବାଙ୍କୀଥାନା IIC

ବାଙ୍କୀ,୨୫।୧୦(ଏସଏସନିଉଜ)୨ ଏସଆଇଙ୍କୁ ଆକ୍ରମଣ ଘଟଣାରେ ବାଙ୍କୀ ଆଇଆଇସିଙ୍କ ବଦଳି ହୋଇଛି। ୨ ଏସଆଇଙ୍କୁ ଅବସରପ୍ରାପ୍ତ ସେନାକର୍ମଚାରୀଙ୍କ ମରଣାନ୍ତକ ଆକ୍ରମଣ ଘଟଣାରେ ବାଙ୍କୀଥାନା ଆଇଆଇସି କାବୁଲି ବାରିକଙ୍କ ବଦଳି କଲେ କଟକ ଗ୍ରାମାଞ୍ଚଳଏସପି।ବାଙ୍କୀଥାନା ଦାୟିତ୍ଵରେ ରହିବେ ମାହାଙ୍ଗା ଭଦ୍ରେଶ୍ଵରଥାନା ଆଇଆଇସି ଶିବପ୍ରସାଦ ବେହେରା।ବିଚ୍ ରାସ୍ତାରେ ୨ ଏସଆଇଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ ଅବସରପ୍ରାପ୍ତ ସେନା କର୍ମଚାରୀ।

ହାଟପଦାରେ ଡବଲ୍ ମର୍ଡର

କୋରାପୁଟ,୨୫।୧୦(ଏସଏସନିଉଜ) କୁନ୍ଦୁଲି ହାଟପଦାରେ ଡବଲ୍ ମର୍ଡର ହୋଇଛି। ମୃତକ ଦୁଇଜଣ ହେଲେ ଗୋବର୍ଦ୍ଧନ ପାଣ୍ଡକା ଓ ରାଜକୁମାର ରୁଡ଼ି। ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାଙ୍କୁ ହତ୍ୟା କରିଛନ୍ତି ଦୁଇ ଅଭିଯୁକ୍ତ ବାପ ଯୋଗୁଲୁ ରୁଡ଼ି ଏବଂ ପୁଅ ରାଜକୁମାର ରୁଡ଼ି।କୁନ୍ଦୁଲି ହାଟପଦାର ପିତା ଯୋଗୁଲୁ ରୁଡ଼ି ଏବଂ ପୁତ୍ର ରାଜକୁମାର ରୁଡ଼ି ମିଶି ବର୍ଚ୍ଛାରେ ହତ୍ୟା କରିଛନ୍ତି। ଏହାପରେ ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାଙ୍କ ପରିବାରଲୋକେ ମିଶି ପୁତ୍ର ରାଜକୁମାର ରୁଡ଼ିଙ୍କୁ ହତ୍ୟା କରିଛନ୍ତି।ହତ୍ୟାର ପକୃତ କାରଣ […]

ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ଭୁବନେଶ୍ୱର,୨୫।୧୦(ଏସଏସନିଉଜ) ଶ୍ରୀଲିଙ୍ଗରା ଜଙ୍କ ନୀତିକାନ୍ତି ବନ୍ଦ ରହିଛି।ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ ଦେଖାଦେଇଛି।ମଙ୍ଗଳଆଳତି ପରଠୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି।ବ୍ରାହ୍ମଣନିଯୋଗ ଓ ପୂଜାପଣ୍ଡାଙ୍କ ପକ୍ଷରୁ ନୀତିକାନ୍ତି ବନ୍ଦ କରାଯାଇ ଥିବାବେଳେ ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରସ୍ତ ଦାବି କରି ନୀତି ବନ୍ଦ ସହ ବ୍ରାହ୍ମଣନିଯୋଗ ଓ ପୂଜାପଣ୍ଡା ଅନୁପସ୍ଥିତ ରହିଛନ୍ତି।୨ ନିଯୋଗ ଅନୁପସ୍ଥିତ ଯୋଗୁ ନୀତିରେ ବିଭ୍ରାଟ ଦେଖାଦେଇଛି।

ଆଜିର ରାଶିଫଳ

ଅକ୍ଟୋବରମାସ ୨୫ତାରିଖ ୨୦୨୩ମସିହା (ବୁଧବାର)ଆଶ୍ୱିନମାସ- ଶୁକ୍ଲପକ୍ଷ,ତିଥି- ଏକାଦଶୀ ଦିବା ଘ୧୨/୪୬ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀ ସୁର୍ୟୋଦୟ-ପ୍ରାତଃ ଘ୦୫/୪୯/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୩୦ଏକାଦଶୀର ଏକୋଦିଷ୍ଟ ଓ ଦ୍ଵାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟ ରାଶିର ଘାତବାର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର, ଶିମ୍ବ ଦିବା ଘ୧୨/୪୬ ଗତେ ପୋଇ ଭକ୍ଷଣ ନିଷେଧ। ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ […]

ସ୍ୱେଚ୍ଛାକୃତ ଅବସରନେଲେ ଭି.କେ ପାଣ୍ଡିଆନ୍‌

ଭୁବନେଶ୍ୱର,୨୩ା୧୦(ଏସଏସନିଉଜ) ସ୍ୱେଚ୍ଛାକୃତ ଭାବେ ଅବସର ନେଲେ5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ । କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପାଣ୍ଡିଆନ୍‌ଙ୍କ VRSକୁ ମଂଜୁର କରିଛି । ଏନେଇ GA ବିଭାଗ ACSଙ୍କୁ ଚିଠି ଲେଖିଲା କାର୍ମିକ ମନ୍ତ୍ରାଳୟ । VRSନେଇ ଅକ୍ଟୋବର୨୦ରେ ରାଜ୍ୟସରକାର ପଠାଇଥିବା ଆବେଦନ ପତ୍ରକୁ ମଂଜୁରି ମିଳିଛି ।

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୪ତାରିଖ ମଙ୍ଗଳବାର। ଶ୍ରୀମନ୍ଦିରେ ଆୟୁଧ ପୂଜା ଓ ଦଶହରା, ଅପରାଜିତା ଦଶମୀ, ବିଜୟା ଦଶମୀ, ସର୍ବତ୍ର ଦଶହରା ଉତ୍ସବ, ସୋମନାଥ ବ୍ରତ ସମାପନ, ଅପରାଜିତା ପୂଜା ଓ କୁମାରୀ ପୂଜା, ଜାତିସଂଘ ଦିବସ।ସୁର୍ଯ୍ୟୋଦୟ- ଘ୫/୪୭/୫୨ ,ସୂର୍ଯ୍ୟାସ୍ତ- ଘ୫/୧୪/୬ ,ଆଶ୍ବିନ ମାସ ,ଶୁକ୍ଳ ପକ୍ଷ ,ଭୌମ ବାସ ,ତିଥି- ଦଶମୀ ଦିବା ଘ୩/୨୫ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର- ଧନିଷ୍ଠା ଦିବା ଘ୪/୧୪ମି ପର୍ଯ୍ୟନ୍ତ ତଦନ୍ତେ ଶତଭିଷା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, […]

ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ୱର,୨୩ା୧୦(ଏସଏସନିଉଜ) ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ହାମୁନ୍ । ଆଗାମୀ ୧୨ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ପାରାଦୀପଠୁ ୨୩୦ କିମି ଦୂରରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ରହିଛି ।ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆଜି ସକାଳୁ ଓ କିଛି ସ୍ଥାନରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ପ୍ରଭାବ ଆସନ୍ତା ୨୬ ତାରିଖ ଯାଏଁ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।ତେବେ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୩ତାରିଖ ସୋମବାର। ଗୃହଦେବୀ ଓ ମୃଣ୍ମୟୀ ଦେବୀଙ୍କ ମହାନବମୀ ପୂଜା, ପୀଠେ ଓ ଶ୍ରୀମନ୍ଦିରରେ ବିମଳାଦେବ୍ୟାଃ ବିଶ୍ରାମ ପୂଜା।ସୁର୍ଯ୍ୟୋଦୟ- ଘ୫/୪୭/୨୮ ,ସୂର୍ଯ୍ୟାସ୍ତ- ଘ୫/୧୪/୪୬ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଚନ୍ଦ୍ରବାସ ,ତିଥି- ନବମୀ ସନ୍ଧ୍ୟାଘ୫/୫୨ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ,ସନ୍ଧ୍ୟା ଘ୫/୫୨ମି ପରେ ଉତ୍ତରଦିଗରେ।ରିକ୍ତାତିଥି, ଶନିଯୁକ୍ତ ଦୋଷହେତୁ ସନ୍ଧ୍ୟା ଘ୫/୫୨ମିପରେ ନିଶାନ୍ତ ଘ୫/୫ମି ମଧ୍ୟେ ଯାତ୍ରାଶୁଭ।ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ସିଂହରାଶିର ଏବଂ ନିଶାନ୍ତ ଘ୫/୫ମି ପରେ ମିଥୁନ ଓ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୨ତାରିଖ ରବିବାର। ଗୃହଦେବୀ ଓ ବଙ୍ଗୀୟ ମତେ ମୃଣ୍ମୟୀ ଦେବୀଙ୍କର ମହାଷ୍ଟମୀପୂଜା,ଶ୍ରୀମନ୍ଦିରରେ ବିମଳାଦେବ୍ୟାଃ ଓ ପୀଠେ ମହାନବମୀପୂଜା, ସନ୍ଧିପୂଜା,ଏକାହପୂଜା।ସୁର୍ଯ୍ୟୋଦୟ- ଘ୫/୪୭/୫ ,ସୂର୍ଯ୍ୟାସ୍ତ- ଘ୫/୧୫/୨୭ ,ଆଶ୍ବିନ ମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ଅଷ୍ଟମୀ ରାତ୍ରିଘ୮/୧ମିପର୍ଯ୍ୟନ୍ତ ତଦନ୍ତେନବମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟକୋଣରେ, ରାତ୍ରି ଘ୮/୧ମିପରେ ପୂର୍ବଦିଗରେ। ଅଗନ୍ତବ୍ୟ ପରେ ରିକ୍ତାତିଥି, ବିଷ୍ଟିକରଣଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ସିଂହରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନଡ଼ିଆ ରାତ୍ରି ଘ୮/୧ମିପରେଲାଉ ଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୫ମି ରୁ […]