Browsing author

SATYA SANDHANA DESK

ମୁଁ ପୁଣିଥରେ ଲଢିବି

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ) କଂଗ୍ରସରୁ ନିଲମ୍ବିତ ହୋଇଥିବା ବିଧାୟକ ମହମ୍ମଦ ମୋକିମ୍ ପୁଣିଥରେ କଂଗ୍ରସରୁ ଲଠିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।ସେକହିଛନ୍ତି ଖୁବଶୀଘ୍ର ନିଲମ୍ବନ ଉଠିବ ଓ ମୁଁ କଂଗ୍ରେସରୁ ଲଢ଼ିବି । ମୁଁ କଂଗ୍ରେସର ତ୍ରୁଣମୂଳ ସ୍ତରର ନେତା ।ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଅଛି, ଆଗକୁ ଚିତ୍ର ସ୍ପଷ୍ଟ ହେବାଯେତେ ଆକ୍ସନ ନେଲେ ବି ଦଳରେ ଅଛି ଓ ରହିବି ।ଖୁବଶୀଘ୍ର ମୋତେ ଦଳ ଗ୍ରହଣ କରି ମୋତେ ଆପଣାଇ ମୋ ଦାୟିତ୍ଵ ଫେରାଇବ ବୋଲି […]

ନନ୍ଦନକାନନରେ ନୂଆ ଅତିଥି

ବାରଙ୍ଗ,୨୫।୧୦(ଏସଏସନିଉଜ) ପାଖେଇ ଆସିଲାଣି ପର୍ଯ୍ୟଟନ ଋତୁ । ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ନନ୍ଦନକାନନ କର୍ତ୍ତୁପକ୍ଷ ନୂଆନୂଆ ଜୀବଜନ୍ତୁ ଆଣିବା ପ୍ରକିୟା ଆରମ୍ଭ କରିଛନ୍ତି । କିଛି ମାସ ପୂର୍ବରୁ ହୁଗୁଲ ଗିବନ କୁ ନନ୍ଦନକାନନ କୁ ଆଣିବା ପରେ ପୁଣି ବୁଧବାରଦିନ ପ୍ରାଣୀ ଉଦ୍ୟାନକୁ ନୂଆକରି ଦୁଇଟି କାସୁୱାରି ପକ୍ଷୀକୁ କ୍ରୟ କରାଯାଇ ଅଣାଯାଇଛି ।ସେମାନଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା ଏବଂ ଗୋଟିଏ ମାଈ କାସୁୱାରି ଅଛନ୍ତି। ଏହି ପକ୍ଷୀ ଆସିବା ପରେ ପ୍ରଥମେ […]

ଦୁର୍ଗାପୂଜା ଭସାଣରେ ବୁଲିଲା ଖଣ୍ଡା

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ) ବାଲେଶ୍ୱର ଦୁର୍ଗା ପୂଜା ଭସାଣ ବେଳେ ଡିଜେ ବନ୍ଦ କରିବାକୁ ପୋଲିସ ପକ୍ଷରୁ ବାରମ୍ବାର କହିବାପରେ ବନ୍ଦ ନହେବାରୁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିବା ଜଣାପଡ଼ିଛି ।ରାତି୧ଟାପର୍ଯ୍ୟନ୍ତ ଭସାଣ ସରିନଥିବାବେଳେ ଡିଜେ ବାଜିବାକୁ ପୋଲିସ ପକ୍ଷରୁ ବିରୋଧ କରାଯାଇଥିଲା ।ଶୋଭାଯାତ୍ରାରେ ଥିବା ଯୁବକମାନେ ପୋଲିସର କଥାକୁ ନଶୁଣିବାରୁ ପୋଲିସ ବାଧ୍ୟହୋଇ ଲାଠିଚାର୍ଯ କରିଥିଲା ।ଏଥିରେ ଉତକ୍ଷିପ୍ତହୋଇ ଲୋକମାନେ ପୋଲିସ ଉପରକୁ ଟେକାମାଡ କରିଥିବାର ଜଣାପଡିଛି ।ଅନ୍ୟପଟେ ଭୁବନେଶ୍ୱର ରସୁଲଗଡ ପୂଜା ମଣ୍ଡପ ପକ୍ଷରୁ ଭସାଣି […]

ଜଳିଗଲା ବସ୍ତ୍ରାଳୟ

ନୟାଗଡ,୨୬ା୧୦(ଏସଏସନିଉଜ)ଗତକାଲି ବିଳମ୍ବିତରାତିରେ ନୟାଗଡ ଖଣ୍ଡପଡ଼ା ରୋଡରେ ଥିବା ଏକ ବସ୍ତ୍ରାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।ଦୋକାନରେ ଧୁଆଁ ବାହାରୁଥିବାର ସ୍ଥାନୀୟଲୋକମାନେ ଦେଖି ଦୋକାନମାଲିକଙ୍କୁ ଖବରଦେଇଥିଲେ ।ପରେ ଖବରପାଇ ନୟାଗଡ , ନୂଆଗାଁ , ଖଣ୍ଡପଡାରୁ ୪ଟି ଦମକଳ ବାହିନୀ ଏବଂ ୩୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତହୋଇ ୪ଘଣ୍ଟାପରେ ନିଆଁକୁଆୟତକରିବାରେ ସକ୍ଷମ ହୋଇଥିଲେ ।ଏହି ଅଗ୍ନିକାଣ୍ଡରେ କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ତେବେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି […]

ଆଜି ବି ଉପାସରେ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ) ସେବାୟତଙ୍କ ବିବାଦ ଯୋଗୁ ଆଜି ବି ଉପାସରେ ଅଛନ୍ତିଶ୍ରୀଲିଙ୍ଗରାଜ ।ଗତକାଲି ମଙ୍ଗଳଆଳତି ପରଠୁ ଠାକୁରଙ୍କର ନୀତିକାନ୍ତି କି ଭୋଗ ମଧ୍ୟ ହୋଇନଥିଲା । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ପକ୍ଷରୁ ନୀତିକାନ୍ତି ବନ୍ଦ କରାଯାଇଛି । ବେବନ୍ଦୋବସ୍ତ ଜମି ବିବାଦକୁ ନେଇ ନୀତିକାନ୍ତି ବନ୍ଦ କରାଯାଇଥିବା ଜଣାପଡ଼ିଛି । ଗତକାଲି ଠାରୁ ଖାଡ଼ା ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଲିଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଚାଲିଥିବା ଦୋକାନଘର ନିର୍ମାଣକୁ ବିରୋଧ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୬ତାରିଖ ଗୁରୁବାର। ଶରଣଶେଷ ସୁର୍ଯ୍ୟୋଦୟ- ଘ୫/୪୮/୪୦ ,ସୂର୍ଯ୍ୟାସ୍ତ-ଘ୫/୧୨/୪୮ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି- ଦ୍ବାଦଶୀ ଦିବା ଘ୯/୫୬ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ଦିବା ଘ୯/୫୬ମିପରେ ଦକ୍ଷିଣଦିଗରେ।ଅଗନ୍ତବ୍ୟ ତିଥି ଓ ଶନିଯୁକ୍ତଦୋଷ ହେତୁ ଦିବାଘ୯/୫୬ମିପରେ ରାତ୍ରିଶେଷପର୍ଯ୍ୟନ୍ତ ଯାତ୍ରାଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ, ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଏବଂ ପ୍ରାତଃ ଘ୬/୪୫ମିପରେ ଧନୁରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପୋଇଶାଗ […]

କାଲି ରାତିଯାଏ ୧୪୪

ବଲାଙ୍ଗୀର , ୨୫ା୧୦(ଏସଏସନିଉଜ) ଦୁଇଗୋଷ୍ଠୀ ମଧ୍ୟରେ ଝଗଡ଼ାକୁ କେନ୍ଦ୍ର କରି ଆସନ୍ତାକାଲି ମଧ୍ୟରାତ୍ରଯାଏ ବଙ୍ଗୋମୁଣ୍ଡାସହରରେ ବଳବତ୍ତର ରହିବ ୧୪୪ଧାରା। ଗୋଷ୍ଠୀସଂଘର୍ଷ ମାମଲାରେ ଉଭୟପକ୍ଷରୁ ୫ଜଣଙ୍କୁ ଗିରଫ କରିବାସହ ବଙ୍ଗୋମୁଣ୍ଡାରେ ପୋଲିସର ଫ୍ଲାଗ୍ ମାର୍ଚ କରିଛି । ଗତ ଦୁଇଦିନ ତଳେ ବଙ୍ଗୋମୁଣ୍ଡାଗାଁରେ ଛତରଯାତ୍ରା ଅନୁଷ୍ଠିତ ସମୟରେ କୌଣସି କଥାକୁ ନେଇ ଆଦିବାସୀ ଓ ଦଳିତସମାଜଙ୍କ ମଧ୍ୟରେ ଗୋଷ୍ଟୀସଂଘର୍ଷ ଘଟିଥିଲା। ଆଦିବାସୀସମାଜର ପାଞ୍ଚଜଣଙ୍କୁ ଦଳିତ ସମାଜର କିଛିଜଣ ଆକ୍ରମଣ କରିଥିଲେ। ସେମାନଙ୍କୁ ଗିରଫଦାବୀକରି ମଙ୍ଗଳବାରଦିନ ଆଦିବାସୀସମାଜ ପକ୍ଷରୁ ବଙ୍ଗୋମୁଣ୍ଡା […]

ଜାନୁଆରୀ ୨୨ରେ ଅଯୋଧ୍ୟା ରାମମନ୍ଦିର ଉଦଘାଟନ

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) ଅଯୋଧ୍ୟାରେ ନିର୍ମାଣାଧୀନ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାର ତାରିଖ ଓ ସମୟ ଘୋଷଣା କରାଯାଇଛି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଜାନୁଆରୀ ୨୨ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିମନ୍ତ୍ରଣ ସଂପର୍କରେ ଟୁଇଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାପରେ ଶ୍ରୀରାମ ଜନ୍ମଭୂମିଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରତିଷ୍ଠା ସମୟରେ ଦେଶର ସମସ୍ତ ପ୍ରମୁଖ […]

କାମୁଡ଼ାକାମୁଡ଼ିରେ ୨ ଗୁରୁତର

ଆନନ୍ଦପୁର,୨୫।୧୦(ଏସଏସନିଉଜ) ୨ଟି ଘଟଣାରେ କାମୁଡ଼ା କାମୁଡ଼ି ହୋଇ ୨ଜଣ ଗୁରୁତର ଆହତ ହୋଇଛନ୍ତି।ସୋସୋ ଥାନା ସଢ଼ାଗାଁରେ ବିଲରେ ୨ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି।ଗଣ୍ଡଗୋଳରେ ଜଣେ ମହିଳା ଅନ୍ୟ ଜଣକ ଗୋଡ଼କୁ କାମୁଡ଼ି ଦେଇଥିଲେ।କାମୁଡ଼ି ମାଂସ ଛିଡ଼ାଇ ଦେବାରୁ ମହିଳାଜଣଙ୍କ ଗୁରୁତର ଆହତ ହୋଇଛନ୍ତି।ତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଅନ୍ୟଏକ ଘଟଣାରେ ଆନନ୍ଦପୁର ଥାନା ମାଠିଆନେଣ୍ଡିରେ କାମୁଡ଼ି କାନ ଛିଡ଼ାଇ ଦେଇଛନ୍ତି ମଦ୍ୟପ।୨ମଦ୍ୟପଙ୍କ ମଧ୍ୟରେ ଗଣ୍ଡଗୋଳ ବେଳେ ଜନୈକ ବ୍ୟକ୍ତି ବାରଣ କରିଥିଲେ।ଏଥିରେ […]

ଡଙ୍ଗାରୁ ଗଳିପଡ଼ିଲେ ଚାଳକ

କୃଷ୍ଣପ୍ରସାଦ,୧୫।୧୦(ଏସଏସନିଉଜ) ଚିଲିକାରେ ପର୍ଯ୍ୟଟକ ହୋଇଛନ୍ତି।ଏହାସହ ଡଙ୍ଗାରୁ ପଡ଼ି ଚାଳକ ନିଖୋଜ ହୋଇଛନ୍ତି।ଚାଳକ ପଡ଼ିଯିବାରୁ ଚିଲିକାରେ ଅଟକିଯାଇଥିଲା ପର୍ଯ୍ୟଟକ ଡଙ୍ଗା।ସାତପଡ଼ାରୁ ମଗରମୁଖ ଯାଉଥିବା ବେଳେ ଅଘଟଣ ଘଟିଥିଲା।୫ଜଣ ପର୍ଯ୍ୟଟକଙ୍କୁ ନେଇ ଯିବାବେଳେ ଡଙ୍ଗାରୁ ପଡ଼ିଯାଇଥିଲେ ଚାଳକ।ପ୍ରାୟ ଏକଘଣ୍ଟା ପରେ ଡଙ୍ଗାକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ।ତେବେ ଏବେଯାଏଁ ଚାଳକଙ୍କ ପତ୍ତା ମିଳିନଥିବା ବେଳେ ସର୍ଚ୍ଚ ଅପରେସନ ଜାରିରହିଛି।