ଉମରକୋଟ,୧।୧୨(ଏସଏସନିଉଜ)ରାଲି ବେଳେ ଗୋଡ଼ାଇ ବିନ୍ଧିଲେ ମହୁମାଛି।ବିଜେପିର ରାଇଘରବ୍ଲକ ଘେରାଉ ବେଳେ ମହୁମାଛି ଆକ୍ରମଣ କରିଥିଲା।
ପ୍ରାୟ ୫୦ କର୍ମୀଙ୍କୁ ଗୋଡ଼ାଇ କାମୁଡ଼ିଲେ ଯାହା ଫଳରେ ୧୫ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ ବ୍ଲକ ଘେରାଉ ବେଳେ ଅଘଟଣ ଘଟିଥିଲା।ମହୁମାଛି ଆକ୍ରମଣରେ ୪/୫ ଜଣ ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଥିବାର ଜଣାପଡିଛି।