ଆଜିର ରାଶିଫଳ
ଡିସେମ୍ବରମାସ ୦୭ ତାରିଖ ୨୦୨୩ ମସିହା (ଗୁରୁ ବାର) ମାର୍ଗଶିରମାସ-କୃଷ୍ଣପକ୍ଷ,ତିଥି- ଦଶମୀ ଶେଷରାତ୍ରି ଘ ୦୫/୦୮ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୫୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୫୯,ଯୋଗିନୀ ଉତ୍ତରେ ଶେଷରାତ୍ରି ଘ୦୫/୦୯ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୃଷରାଶିର ଘାତଚନ୍ଦ୍ର, ତୁଳା ଓ କୁମ୍ଭ ରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୨୦ ଗତେ ଘ୦୫/୦୩ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୫୦ମଧ୍ୟେ ଓ ରାତ୍ରି ଘ୦୫/୫୪ ଗତେ ଘ ୦୯/୦୨ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର […]