Browsing author

SATYA SANDHANA DESK

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୭ତାରିଖ ମଙ୍ଗଳବାର।ମାସାନ୍ତ।ସୁର୍ଯ୍ୟୋଦୟ-ଘ୫/୪୫/୧୯ ,ସୂର୍ଯ୍ୟାସ୍ତ-ଘ୫/୧୯/୧ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଭୌମ ବାସ ,ତିଥି- ତୃତୀୟା ରାତ୍ରିଘ୧/୧୬ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ,ରାତ୍ରି ଘ୧/୧୬ମି ପରେ ନୈର୍ଋତକୋଣରେ।ମଙ୍ଗଳବାର,ରିକ୍ତାତିଥି,ମଙ୍ଗଳଯୁକ୍ତ,ମାସାନ୍ତଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ପଟୋଳଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୭/୧୩ମି ରୁ ଘ୮/୩୯ମି ପର୍ଯ୍ୟନ୍ତ।କାଳବେଳାଦିବା ଘ୧୨/୫୬ମି ରୁ ଘ୨/୨୨ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୬/୪୮ମି ରୁ ଘ୮/୨୭ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୬/୩୫ମି ମଧ୍ୟେ, ଘ୭/୨୩ମି ରୁ ଘ୧୧/୨୩ମି ମଧ୍ୟେ, ରାତ୍ରି ଘ୭/୪୦ମିରୁ […]

ଆଜିର ରାଶିଫଳ

୨୦୨୩ ମସିହା ଅକ୍ଟୋବର ମାସ ୧୬ ତାରିଖ ସୋମବାର। ଦ୍ବିତୀୟାର ଚ଼ନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ।ସୁର୍ଯ୍ୟୋଦୟ- ଘ୫/୪୪/୫୮,ସୂର୍ଯ୍ୟାସ୍ତ- ଘ୫/୧୯/୪୭,ଆଶ୍ବିନମାସ,ଶୁକ୍ଳପକ୍ଷ,ଚନ୍ଦ୍ରବାସ,ତିଥି- ଦ୍ବିତୀୟା ରାତ୍ରି ଘ୧/୫ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ରାତ୍ରି ଘ୧/୫ମି ପରେ ଆଗ୍ନେୟ କୋଣରେ। ମଙ୍ଗଳଯୁକ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ମିଥୁନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବୋଇତାଲୁ ଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୨/୧୮ମି ରୁ ଘ୩/୪୩ମି ପର୍ଯ୍ୟନ୍ତ।କାଳବେଳା ଦିବା ଘ୭/୧୩ମି ରୁ ଘ୮/୪୯ମି […]

ଗାଡିଧକ୍କାରେ ଚାଲିଗଲା ପୁର୍ବତନ ସରମ୍ପଚଙ୍କ ଜୀବନ

ଆସିକା,୧୫ା୧୦(ଏସଏସନିଉଜ) କୋଟିନଡାଥାନା ଅଧିନସ୍ଥ ସୂତାକଳନିକଟରେ ଦୁର୍ଘଟଣା ଘଟିଛି ।ଏଥିରେ୩ କଲେଜ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଉଛନ୍ତି ପ୍ରିୟ ଦର୍ଶନୀ ବେହେରା, ଗୁଡୁଲି ମହାପାତ୍ର ଓ ରୂପାଲି ବେହେରା ।ଯୁକ୍ତ୨ରେ ପାଠପଢୁଥିବା ୩ଜଣଛାତ୍ରୀ ଟିଉସନ ସାରି ଘରକୁ ଫେରୁଥିବା ସମୟରେ ଏଔ୦୫ଔଊ୪୮୪୮ନଂ କାରଟି ସେମାନଙ୍କୁ ଧକ୍କାଦେଇଥିଲା ।ସମସ୍ତଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଚିକିସ୍‌ାପାଇଁ ଆସିକା ମେଡ଼ିକାଲ ପଠାଇଛନ୍ତି । ସେମାନଙ୍କ ମଧ୍ୟରେ ପ୍ରିୟଦର୍ଶନୀବେହେରା ଅଧିକ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ […]

ବାଲେଶ୍ୱରରୁ ଉଦ୍ଧାର କୁମ୍ଭୀର ଆସିଲା ନନ୍ଦନକାନନ

ବାରଙ୍ଗ,୧୪।୧୦ (ଏସଏସନିଉଜ) ବାଲେଶ୍ଵରଜିଲ୍ଲା ଭୋଗରାଇ ବ୍ଲକର ତାଳସାରି ଉଦୟପୂର ନିକଟ ସମୁଦ୍ରରୁ ଉଦ୍ଧାର ହୋଇଥିବା ୧୩ଫୁଟଲମ୍ବର ଏକ ଘଡିଆଳ କୁମ୍ଭୀର ଶନିବାରଦିନ ନନ୍ଦନକାନନରେ ଆସି ପହଁଚିଛି ।କୁମ୍ଭୀରଟି ନନ୍ଦନକାନନରେ ପହଁଚିବାପରେ ଡାକ୍ତରଖାନାରେ ତାର ପ୍ରାଥମିକ ଚିକିତ୍ସା କରାଯାଇ ସ୍ୱସ୍ଥ୍ୟବସ୍ଥାକୁ ଅନୁଧ୍ୟାନ ପରେ ଘଡ଼ିଆଳକୁମ୍ଭୀର ଟାଙ୍କିରେ ଛଡ଼ାଯାଇଛି । ତାଳସାରି ଅଂଚଳର କିଛି ମସ୍ୟଜିବୀ ବଙ୍ଗୋପସାଗରକୁ ମାଛଧରି ଗୁରୁବାରଦିନ ଫେରୁଥିବାବେଳେ ସମୁଦ୍ର ମଝିରେ ଥିବା ମୁରଲିଚଡ ଦାଣ୍ଡିରେ ବିଶ୍ରାମନେବାପାଇଁ ଯାଇଥିଲେ । ସେଠାରେ ଏକ କାଠଗଣ୍ଡି ଭାବି କୁମ୍ଭୀରଉପରେ […]

ଗାଡିକିଣାକୁନେଇ କଥାକଟାକଟି

ବାରଙ୍ଗ,୧୪ା୧୦(ଏସଏସନିଉଜ) ଦାଢାପାଟଣାଗ୍ରାମର ବିଭୁତିଭୁଷଣ ଓଝା୧୨ତାରିଖ ରାତିରେ ଦାଢାପାଟଣା ଲେବଲକ୍ରସିଂ ପାଖରେ ଛିଡାହୋଇଥିବା ବେଳେ ଆଇଆରସି ଭିଲେଜ ହାତିଆଶୁଣି ବସ୍ତିରେ ରହୁଥିବା ସୁକୁଟାଗୁରୁ ଓରଫ ସୋମନାଥ ଆସି ଭେଟିଥିଲା ।ଉଭୟଙ୍କ ମଧ୍ୟରେ କଥାବାର୍ତା ଭିତରେ ଦଶହରାପୁଜାଦେଖିବାପାଇଁ ସୁକୁଟା ଏକ ପୁରୁଣା ମୋଟରସାଇକେଲ ଖୋଜୁଛି ଓ କିଣିବାପାଇଁ ୨୦ହଜାରଟଙ୍କା ରଖିଛି ।୫ହଜାରେ ଟଙ୍କା ଦେଇଦେଲେ ବିଭୁତି ଏକ ବାଇକ କିଣିଦେବ ବୋଲି ସୁକୁଟାକୁ କହିଥିଲା । ତୁଚୋରଟା ହୋଇଥିବାରୁ ମୋଟଙ୍କା ନେଇ ପଳାଇବୁବୋଲି ବିଭୁତିକୁ ସୁକୁଟା କହିଥିଲା ।ଏଥିରେ ରାଗିଯାଇ […]

ତାଲାଭାଙ୍ଗି ମୋବାଇଲ ଫୋନ୍ ଓ ଲୁଗା ଚୋରୀ

ବାରଙ୍ଗ,୧୪ା୧୦(ଏସଏସନିଉଜ) ଘରୁ ମୋବାଇଲଫୋନ୍ ଓ ନୁଆଲୁଗା ଚୋରୀକରି ନେଇଥିବା ଅଭିଯୋଗରେ ବାରଙ୍ଗଥାନାପୋଲିସ ଶନବାରଦିନ ଗଦେଇକୁଦରେ ରହୁଥିବା ସୁରେଶସାହୁ ନାମକଯୁବକକୁ ଗିରଫକରି କୋର୍ଟଚାଳଣ କରିଛି । ପ୍ରକାସ ଯେ,ତିଗିରିଆଥାନା ଅଧିନସ୍ଥ ସୋମପଦାଗାଁର ସୁରେଶ ଗଦେଇକୁଦରେ ରହୁଅଛି ।ଗତ୧୨ତାରିଖରାତିରେ ଗଦେଇକୁଦରେ ରହୁଥିବା ଜ୍ୟୋସ୍ନାଦାସ ନାମକ ମହିଳାଙ୍କ ଘରେ ପଶି ସୁରେଶ ମୋବାଇଲଫୋନ୍ ଓ ଝିଅରଶାଶୁଘରକୁଦେବାପାଇଁ ନୁଆକରି କିଣାହୋଇ ରହିଥିବା ଲୁଗାପଟା ଚୋରିକରି ପଳାଇଥିଲା ।ସେହିପରି ସୁରେଶ ନରଣପୁରସ୍ଥିତ ବାବାଜୀସ୍ୱାଇଁଙ୍କ ଘର ତାଲାପଡିଥିବାର ସୁଯୋଗରେ ଗତଜୁଲାଇ୨୪ତାରିଖରାତିରେ ତାଲାଭାଙ୍ଗି ଘରେପଶି ଆଲମିରାରୁ ୭ଖଣ୍ଡନୁଆଲୁଗା […]

ବନ୍ଧତଳକୁ ଖସିଲା ପିକ୍‌ଅପ୍‌ଭ୍ୟାନ

ବାରଙ୍ଗ,୧୪।୧୦(ଏସଏସନିଉଜ)ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ଯାତ୍ରାପଡିଆ ନିକଟ ମଞ୍ଚେଶ୍ବର ସାଇପନ ମୁଖ୍ୟରାସ୍ତାରେ ଆସୁଥିବା ଏକ କୁକୁଡା ଦାନା ବୋଝେଇ ପିକ୍‌ଅପ୍‌ଭ୍ୟାନ ଶନିବାରଦିନ ନଦୀବନ୍ଧରାସ୍ତାରୁ ତଳକୁ ଖସି ପଡିଛି।ତେବେ ସୌଭାଗ୍ୟବସତ ପିକଅପଭ୍ୟାନ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପ୍ରକାଶଯେ,ମଞ୍ଚେଶ୍ବର ପଟୁ ଏକ କୁକୁଡାଦାନା ବୋଝେଇ ପିକ୍‌ଅପ୍‌ଭ୍ୟାନଟି ଗଣ୍ଡରପୁରକୁ ଆସୁଥିବାବେଳେ ଗଣ୍ଡରପୁର ଗାଁମୁଣ୍ଡ ଯାତ୍ରାପଡିଆ ନିକଟରେ ଗାଡି ଆଗପଛ କଲାବେଳେ ଭାରସାମ୍ୟ ହରାଇ ବନ୍ଧ ତଳକୁ ତିନି ପଲଟାମାରି ଖସିପଡି ଥିଲା।ଖବରପାଇ ନନ୍ଦନକାନନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ […]

ନୂଆ ଅତିଥିଙ୍କୁ ଅପେକ୍ଷା

ବାରଙ୍ଗ,୧୪।୧୦(ଏସଏସନିଉଜ)ନନ୍ଦନକାନନରେ ଆରମ୍ଭ ହୋଇଯାଇଛି ମିଳନ ଋତୁ।ଏହାଭିତରେ ବାଘ,ସିଂହ, ହରିଣ,ସମ୍ବର,ଗୁରାଣ୍ଡି,ଚଢେଇ ସମେତ ସରୀସ୍ବପ ଜାତୀୟ ଜନ୍ତୁମାନଙ୍କର ମିଳନ ଆରମ୍ଭ ହୋଇଛି।ଏମାନଙ୍କ ମଧ୍ୟରୁ କେତେକାଂଶରେ ମିଳନ ସଫଳ ହୋଇଥିବାର ଜଣାପଡିଛି। ତେବେ ନୂଆବର୍ଷରେ ନୂଆ ଅତିଥୀମାନଙ୍କ ଆଗମନକୁ ନନ୍ଦନକାନନ ଅପେକ୍ଷା କରିଥିବାର ଜଣାପଡିଛି।ଧଳାବାଘ ଓ ସାଧାରଣ ବାଘ ସମେତ ସିଂହ ଓ ସିମ୍ପାଜି ବଂଶ ବୃଦ୍ଧି ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି କର୍ତ୍ତୃପକ୍ଷ।ଏହି ମିଳନ ଯୋଗୁ ମା ହେବାକୁ ଯାଉଛି ବାଘୁଣୀ ରୁପା।କେବଳ ବାଘୁଣୀ ରୁପା ନୁହେଁ ସିଂହୀ କଳ୍ପନା […]

ଭାଉଜକୁ ଆକ୍ରମଣକରି ଗିରଫହେଲେ ଦିଅର

ମେଣ୍ଢାଶାଳ,୧୪।୧୦(ଏସଏସନିଉଜ)ଏକ ଜମି ବିବାଦକୁ କେନ୍ଦ୍ର କରି ଭାଉଜକୁ ଆକ୍ରମଣ କରି ଦିଅର ଶନିବାରଦିନ ଗିରଫ ହୋଇ କୋର୍ଟଚାଳଣ ହୋଇଛନ୍ତି।ଗିରଫ ଦିଅର ହେଲେ ମଳିପଡାର ସରୋଜ ମହାକୁଡ଼କୁ(୩୪)। ପ୍ରକାଶଯେ,ସରୋଜଙ୍କ ଘରପାଖରେ ତାଙ୍କ ଭାଉଜ ଲତାମହାକୁଡ଼ ରହୁଛନ୍ତି।ଦିଅର ଭାଉଜଙ୍କ ମଧ୍ୟରେ ଏକ ଜମିବାଡିକୁ ନେଇ ଗତକିଛି ଦିନ ହେବ ବିବାଦ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ଉଭୟ ପରିବାର ସଦସ୍ୟ ସର୍ବଦା ପରସ୍ପର ସହ ଝଗଡା କରିଆସୁଥିଲେ । ଗତ ତା ୧୯.୦୬.୨୦୨୩ ରିଖ ସକାଳ ସମୟରେ ହଠାତ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୫ତାରିଖ ରବିବାର। ଶ୍ରୀମନ୍ଦିରରେ ଦୁର୍ଗାମାଧବଙ୍କ ବାହାର ବିଜେ ଓ ମହାଳୟା, ଶାରଦୀୟ ନବଦିନପୂଜାରମ୍ଭ, ଶ୍ରୀବିରଜା ଦେବୀଙ୍କରଥ ପ୍ରତିଷ୍ଠା,ସୁର୍ଯ୍ୟୋଦୟ- ଘ୫/୪୪/୪୦,ସୂର୍ଯ୍ୟାସ୍ତ-ଘ୫/୨୦/୩୨ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ପ୍ରତିପଦ୍ ରାତ୍ରି ଘ୧୨/୨୮ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ନକ୍ଷତ୍ର-ଚିତ୍ରା ସନ୍ଧ୍ୟାଘ୬/୫୦ମିପର୍ଯ୍ୟନ୍ତ ତଦନ୍ତେ ସ୍ବାତୀନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରି ଘ୧୨/ ୨୮ମି ପରେ ଉତ୍ତରଦିଗରେ। ତିଥି,ବୈଧୃତିଯୋଗ,ରବିଯୁକ୍ତପରେ ମଙ୍ଗଳଯୁକ୍ତ ଦୋଷହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ପ୍ରାତଃ ଘ୫/୫୭ମି ମଧ୍ୟେ ବୃଷ ରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପାଣିକଖାରୁ ଭକ୍ଷଣନିଷେଧ।ଅଶୁଭ ବେଳା-ବାର ଓ […]