ବିପୁଳ ପରିମାଣର ଜର୍ଦ୍ଦା ଜବତ

ଭଦ୍ରକ,୨୧ା୧୧(ଏସଏସନିଉଜ) ଭଦ୍ରକର ପୁରୁଣା ବଜାର ଥାନା ପୁଲିସ ହେଲା ସାହି ଅଂଚଳରେ ଚାଲୁଥିଲା ନକଲି ଜର୍ଦ୍ଦା କାରବାର ଓ ତିଆରିକରି ବିକ୍ରି କରୁଥିବାର ଖବର ପାଇ ଚଢଉ କରିଥିଲା ।ତେବେ କୈାଶଳକ୍ରମେ ନକଲି ଜର୍ଦ୍ଦା ତିଆରି କରୁଥିବା ଲୋକମାନେ ଫେରାର ହୋଇଯାଇଥିବାବେଳେ ୧ କୁଇଣ୍ଟାଲ ୨୦୦ ଗ୍ରାମ ନକଲି ଜର୍ଦ୍ଦା ଓ କିଛି ସରଞାମକୁ ଜବତ କରିବା ସହ ଏକ ଅଟୋ କୁ ମଧ୍ୟ ପୋଲିସ ଜବତ କରିଛି।ତେବେ ପୁରାଣବଜାର ଅଞ୍ଚକରେ ଆହୁରି ଅନେକ ସ୍ଥାନରେ ଏହି ନକଲି ଜର୍ଦ୍ଦା ତିଆରି କରାଯାଉଥିବାବେଳେ ଖୁବଶୀଘ୍ର ଚଢ଼ାଉ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

 

Comments (0)
Add Comment