ଯୁବତୀକୁ ତାମିଲନାଡୁରୁ ଅପହରଣକରି ଗିରଫହେଲେ ଯୁବକ
ବାରଙ୍ଗ,୬ା୧୦(ଏସଏସନିଉଜ)ଜଣେ ଯୁବତୀକୁ ତାମିଲନାଡୁରୁ ଅପହରଣ କରି ନେଇଉଥିବାବେଳେ ବାରଙ୍ଗବଜାରରୁ ତାର ପରିବାରଲୋକଙ୍କ ହାବୁଡରେ ପଡିଛି ।ଖବରପାଇ ପୋଲିସ ଅପହରଣକାରୀ ଯୁବକକୁ ଗିରଫକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି । ପ୍ରକାସଯେ, ଜଗସିଂହପୁର ନୁଆରତନପୁରଗାଁର ଜଣେଯୁବତୀର ବାପାମା ତାମିଲନାଡୁରେ ରହଥିବାବେଳେ ସେ ଗାଁରେ ଅଜାଙ୍କ ପାଖରେ ରହୁଥିଲୋ ଏହିସୁଯୋଗରେ ଜଗସିଂହପୁର ଭୁୟାନପାଲର ନିରଞନଦାସ (୨୨)ନାମକଯୁବକ ଏହିସମୟଭିତରେ ଯୁବତୀସହ ବନ୍ଧୁତା ଓ ପରବର୍ତିସମୟରେ ପ୍ରେମସର୍ମ୍ପକ ବଢାଇପାରିଥିଲା ।ଅଜାଘର ଲୋକ ଏହାଜାଣିବାପରେ ଯୁବତୀଙ୍କୁ ତାବାପାମାଆଙ୍କ ପାଖରେ ତାମିଲନାଡୁରେ ଛାଡିଦେଇଆସିଥିଲେ ।ଏହାଜାଣିବାପରେ ପ୍ରେମପାଗଳ ନିରଞନ […]