ଆଜିର ରାଶିଫଳ
୨୦୨୩ମସିହା ଅଗଷ୍ଟମାସ ୨୬ତାରିଖ ଶନିବାର। ଶ୍ରୀମନ୍ଦିରରେ ଓ ଶ୍ରୀକ୍ଷେତ୍ରରେ ଝୁଲଣଯାତ୍ରାଆରମ୍ଭ।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୩/୧୧ ,ସୂର୍ଯ୍ୟାସ୍ତ-ଘ୬/୪/୧ ,ଶ୍ରାବଣମାସ ,ଶୁଦ୍ଧଶୁକ୍ଳପକ୍ଷ ,ଶୌରିବାସ ,ତିଥି-ଦଶମୀ ରାତ୍ରିଘ୧୨/୮ମିପର୍ଯ୍ୟନ୍ତ ତଦନ୍ତେଏକାଦଶୀ।ନକ୍ଷତ୍ର- ଜ୍ୟେଷ୍ଠାନକ୍ଷତ୍ର ଦିବାଘ୯/୧୩ମିପର୍ଯ୍ୟନ୍ତ ତଦନ୍ତେ ମୂଳା ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ,ରାତ୍ରି ଘ୧୨/୮ମି ପରେ ଆଗ୍ନେୟକୋଣରେ।ଶନିବାର ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–ଦିବା ଘ୯/୧୩ମିପରେ ତୁଳା ଓ କୁମ୍ଭରାଶିରଘାତଚନ୍ଦ୍ର ।ଘାତବାର–ବୃଷ, ସିଂହ ଓ କନ୍ୟାରାଶିରଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- କଳମଶାଗଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ଘ୫/୩୩ମି ରୁ ଘ୭/୭ମିମଧ୍ୟେ, ଦିବାଘ୪/୨୮ମି ରୁ ଘ୬/୪ମିପର୍ଯ୍ୟନ୍ତ।ବାରବେଳା ଦିବାଘ୧/୨୧ମି ରୁ ଘ୨/୫୫ମି […]