Browsing author

SATYA SANDHANA DESK

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୧୩ତାରିଖ ଗୁରୁବାର।ଶ୍ରୀମନ୍ଦିରରେ ଓ ସର୍ବସମ୍ମତ କାମଦା (ଚକ୍ରବୁଲା) ଏକାଦଶ୍ୟୁପବାସ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୮/୫୨ ,ସୂର୍ଯ୍ୟାସ୍ତ- ଘ୬/୨୫/୨୮ ,ଶ୍ରାବଣ ମାସ ,କୃଷ୍ଣପକ୍ଷ ,ବୃହସ୍ପତି ବାସ ,ତିଥି- ଏକାଦଶୀ ସନ୍ଧ୍ୟା ଘ୬/୩୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- କୃତ୍ତିକା ରାତ୍ରି ଘ୯/୪୦ମି ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ। ସନ୍ଧ୍ୟା ଘ୬/୩୩ମି ପରେ ନୈର୍ଋତ କୋଣରେ। ଅଗନ୍ତବ୍ୟ ତିଥି ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ସନ୍ଧ୍ୟା ଘ୬/୩୩ମି ମଧ୍ୟେ ଯାତ୍ରା ଶୁଭ। ଅଗ୍ନିକୋଣ, […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୧୨ତାରିଖ ବୁଧବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୮/୩୩ ,ସୂର୍ଯ୍ୟାସ୍ତ- ଘ୬/୨୫/୩୩ ,ଶ୍ରାବଣମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ଦଶମୀ ସନ୍ଧ୍ୟା ଘ୬/୧୭ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର- ଦ୍ବିଜା ରାତ୍ରିଘ୮/୩୯ମିପର୍ଯ୍ୟନ୍ତ ତଦନ୍ତେ କୃତ୍ତିକାନକ୍ଷତ୍ର। ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ। ସନ୍ଧ୍ୟାଘ୬/୧୭ମି ପରେ ଆଗ୍ନେୟକୋଣରେ। ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟରୁ ପ୍ରାତଃଘ୬/୧୮ମି ମଧ୍ୟେ ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗ ସନ୍ଧ୍ୟାଘ୬/୧୭ମି ପରେ ରାତ୍ରିଶେଷପର୍ଯ୍ୟନ୍ତ ଅଗ୍ନିକୋଣ, ପୂର୍ବଦିଗ, ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ମେଷରାଶିର ଏବଂ ରାତ୍ରିଘ୨/୫୩ମିପରେ ବିଛାରାଶିରଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ […]

ସ୍କୁଟିସହ ଧକ୍କାଦେଲା ସ୍କୁଟି

ମେଣ୍ଢାଶାଳ,୧୧ା୭(ଏସଏସନିଉଜ)ମଙ୍ଗଳବାର ସକାଳେ ଚନ୍ଦକା ପିତାପଲି ରାସ୍ତ।ର ମେଣ୍ଢାଶାଳ ବଜାରଠାରେ ସ୍କୁଟିସହ ସ୍କୁଟି ଧକା ହେବାରୁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।ଅହତଦ୍ୱୟଙ୍କୁ ସ୍ଥାନୀୟ ଲୋଲକ ୧୦୮ଆମ୍ନୁଲାନ୍ସରେ ଚିକିସ୍‌ାପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି । ପ୍ରକାଶଯେ ସୋମବାର ସକାଳେ କଣ୍ଟାବାଡ଼ ଅଂଚଳର ମନୋଜପଣ୍ଡ।ନାମକ ବ୍ୟକ୍ତି ତାଙ୍କ ସ୍କୁଟିରେ ମୁଣ୍ଡାସାହିର ମିନାପିଙ୍ଗୁଆନାମକ ମହିଳାଙ୍କୁ ବସାଇ ବଜାରରାସ୍ତାଆଡେଆସୁଥିଲେ ।ଏହିସମୟରେ ମେଣ୍ଢାଶାଳ ଡାକ୍ତରଖାନାପଟରୁ ଅନ୍ୟଏକ ସ୍କୁଟିରେ ଆସୁଥିବା ଜଣେ ବୃଦ୍ଧଙ୍କ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା ।ଫଳରେ ମହିଳାଙ୍କ ଶରୀରର ବିଭିର୍ଣସ୍ଥାନରେ […]

୨୪ଦୋକାନରୁ ୪୫୦୦ଟଙ୍କା ଜରିମାନା

ବାରଙ୍ଗ, ୧୧ା୭(ଏସଏସନିଉଜ) ମଙ୍ଗଳବାରଦିନ ଖାଦ୍ୟସୁରକ୍ଷାବିଭାଗ, ଅବକାରୀବଭାଗ,ସ୍ୱସ୍ଥ୍ୟବିଭାଗ ଓ ନନ୍ଦନକାନନଥାନାକୁନେଇ ଗଠିତ ଟିମ୍ ନନ୍ଦନକାନନ ଛକରେ ଗଢିଉଠିଥିବା ବିଭିର୍ଣ ଦୋକାନରେ ଚଢାଉକରି ୪୫୦୦ଟଙ୍କା ଜରିମନା ଆଦାୟ କରିଛନ୍ତି ।ଏହି ଦୋକାନରେ ବେଆନଭାବେ ତମାଖୁ ଓ ସିଗାରେଟ ବିକ୍ରିକରୁଥିବା ଅଭିଯୋଗରେ ଏହି ଦୋକାନଗୁଡିକୁ ଯାଂଚ କରିଥିଲେ ।୨୪ଟି ଦୋକାନରେ ଯାଂଚ କରି ଦୋକାନମାଲିକଙ୍କଠାରୁ ଜରିମନା କରାଯାଇଥିଲା ।ତେବେ ନନ୍ଦନକାନନ ବହୁ ପର୍ଯ୍ୟଟକ ପ୍ରତ୍ୟହଦିନ ଆସୁଥିବାରୁ ଦୋକାନୀମାନେ ସେମାନଙ୍କ ବ୍ୟବସାୟରେ ମାତ୍ରାଧିକ ଲାଭ ପାଇବାପାଇଁ ବେଆଇନଭାବେ ସରକାରୀ ନୀୟମକୁ ଉଲଘଂନ କରି […]

କୁଆଖାଇନଦୀରେ ଅଘଟଣ

ଭୁବନେଶ୍ୱର,୧୧ା୭(ଏସଏସନିଉଜ)ବାଲିଅନ୍ତାଥାନା ଧବଳହାରନିକଟ କୁଆଖାଇନଦୀକୁ ୮ଜଣସାଙ୍ଗ ଗାଧୋଇବାକୁ ଯାଇଥିବାବେଳେ ୪ ଜଣ ବୁଡିଯାଇଛନ୍ତି । ୪ଜଣଙ୍କ ମଧ୍ୟରୁ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ଜାମସେଦପୁରର ଆର‌୍ୟ୍ୟନ ଏବଂ କଟକର ଅଭିନାଶ। ବାଲେଶ୍ୱରର ରୋହିତ ଓ କଟକର ପ୍ରତୀକ ନିଖୋଜ ଥିବାର ଜଣାପଡିଛି ।ଅଗ୍ନିଶମବାହିନୀ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାପାଇଁ ଉଦ୍ୟମ ଜାରିରହିଥିବାର ଜଣାପଡିଛି ।

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୧୧ତାରିଖ ମଙ୍ଗଳବାର।ମଙ୍ଗଳ ଗୌରୀବ୍ରତ, ସ୍ବାମୀ ଶିବାନନ୍ଦଙ୍କର ମହାସମାଧିଦିବସ, ବୀରରାମଚ଼ନ୍ଦ୍ରପୁରରେ ବିଜୟାନବମୀ ଯାତ୍ରା।ସୁର୍ଯ୍ୟୋଦୟ-ପ୍ରାତଃଘ୫/୧୮/୧୩ ,ସୂର୍ଯ୍ୟାସ୍ତ-ଘ୬/୨୫/୩୭ ,ଶ୍ରାବଣ ମାସ ,କୃଷ୍ଣପକ୍ଷ ,ଭୌମବାସ ,ତିଥି-ନବମୀ ସନ୍ଧ୍ୟାଘ୬/୨୯ମିପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପୂର୍ବଦିଗରେ। ସନ୍ଧ୍ୟା ଘ୬/୨୯ମିପରେ ଉତ୍ତର ଦିଗରେ। ମଙ୍ଗଳବାର, ରିକ୍ତାତିଥି ଦୋଷହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର। ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧ ଖାଦ୍ୟ- ଲାଉ, ସନ୍ଧ୍ୟାଘ୬/୨୯ମିପରେ କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବାଘ୬/୫୬ମି ରୁ ଘ୮/୩୫ମି ପର୍ଯ୍ୟନ୍ତ।କାଳବେଳା ଦିବାଘ୧/୩୦ମି ରୁ ଘ୩/୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୭/୪୭ମି ରୁ […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୧୦ତାରିଖସୋମବାର।ଶ୍ରାବଣ ମାସର ପ୍ରଥମ ସୋମବାର, ବୋଲବମ୍ ଆରମ୍ଭ, କାଉଡ଼ିଭକ୍ତଙ୍କ ଜଳାଭିଷେକ ଯାତ୍ରା, ବୀରରାମଚ଼ନ୍ଦ୍ର ପୁରରେ ବିଜୟା ନବମୀ ଯାତ୍ରା।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୭/୫୩ ,ସୂର୍ଯ୍ୟାସ୍ତ- ଘ୬/୨୫/୪୧ ,ଶ୍ରାବଣ ମାସ ,କୃଷ୍ଣପକ୍ଷ ,ଚ଼ନ୍ଦ୍ର ବାସ ,ତିଥି- ଅଷ୍ଟମୀ ରାତ୍ରି ଘ୭/୧୪ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଘାତଚନ୍ଦ୍ର–ଧନୁରାଶିର ଏବଂ ରାତ୍ରି ଘ୮/୫ମି ପରେ ମେଷରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ-ନଡ଼ିଆ ରାତ୍ରି ଘ୭/୧୪ମିପରେ ଲାଉ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳାଦିବା ଘ୭/୫୭ମି ରୁ ଘ୮/୩୬ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୩/୯ମି […]

ଶାରଳାଙ୍କପୀଠରେ ମୋବାଇଲ୍ ମନା

ଭୁବନେଶ୍ୱର,୯ା୭(ଏସଏସନିଉଜ) ଜଗତସିଂହପୁର ମାଶାରଳା ମନ୍ଦିରକୁ ମୋବାଇଲ ନେବାରେ କଟକଣା କରାଯାଇଛି । ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନୂଆ ନିୟମ ଲାଗୁ କରାଯାଇଛି ।ପିଲାଙ୍କୁ ଗର୍ଭଗୃହ ମଧ୍ୟକୁ ନେବାକୁ ନିଷେଧ କରାଯାଇଛି । ମଝିଦେଉଳ ଓ ଗର୍ଭଗୃହମଧ୍ୟକୁ ମୋବାଇଲ ନେଇ ଫଟୋଉଠାଇଲେ ପ୍ରଥମେ ୫୦୦, ୨ୟଥର ହଜାରେ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଛି । ବ୍ରତ ହୋଇନଥିବାପଣ୍ଡାସେବକ, ଅବିବାହିତରାଉଳସେବକଙ୍କୁ ଗର୍ଭଗୃହ ମଧ୍ୟକୁ ବାରଣ କରାଯାଇଛି ।ଏହାବ୍ୟତିତ ନିର୍ଦ୍ଦିଷ୍ଟ ସମୟ ବ୍ୟତୀତ ମାଙ୍କ ବିଗ୍ରହରୁ […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୯ତାରିଖ ରବିବାର।ଭାନୁ ସପ୍ତମୀ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୭/୩୨ ,ସୂର୍ଯ୍ୟାସ୍ତ- ଘ୬/୨୫/୪୪ ,ଶ୍ରାବଣମାସ ,କୃଷ୍ଣପକ୍ଷ ,ଆଦିତ୍ୟବାସ ,ତିଥି- ସପ୍ତମୀ ରାତ୍ରି ଘ୮/୩୦ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ। ରାତ୍ରି ଘ୮/୩୦ମିପରେ ଐଶାନ୍ୟକୋଣରେ। ଅଗନ୍ତବ୍ୟତିଥି, ବଷ୍ଟିକରଣ, ଦୋଷହେତୁ ଦିବାଘ୯/୨୫ମି ପରେ ରାତ୍ରି ଘ୮/୩୦ମି ମଧ୍ୟେ ଯାତ୍ରାଶୁଭ। ବାୟୁକୋଣ, ପଶ୍ଚିମଦିଗ ଓ ନୈର୍ଋତକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ଧନୁ ରାଶିରଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ତାଳ, ରାତ୍ରିଘ୮/୩୦ମି ପରେ ନଡ଼ିଆ ଭକ୍ଷଣ ନିଷେଧ।ଅଶୁଭବେଳା-ବାର […]

ମହିଳାଙ୍କ ଭ୍ୟାନିଟ ଛଡାଇବା ଅଭିଯୋଗରେ ଯୁବକ କୋର୍ଟଚାଳଣ

ବାରଙ୍ଗ,୮ା୭(ଏସଏସନିଉଜ)ଶୁକ୍ରବାର ରାତିରେ ଗୋଡିସାହିଫାଣ୍ଡିଠାରୁ ଅଳ୍ପଦୁର ନେତଲଛକରେ ଜଣେ ମହିଳାଙ୍କ ଭ୍ୟାନିଟବ୍ୟାଗ ଛଡାଇନେଇ ପଳାଇଯାଇଥିବା ଯୁବକକୁ ସ୍ଥାନୀୟ ଲୋକଧରି ପୋଲିସର ଜିମା ଦେଇଥିଲେ ।ପୋଲିସ ଶନିବାରଦିନ ଉକ୍ତ ଯୁବକକୁ କୋର୍ଟଚାଳଣ କରିଛି ।ଯୁବକ ଜଣଙ୍କ ହେଉଁଛନ୍ତି ସିଡିଏ ବାଲିବନ୍ଧର ପ୍ରକାସ କୁମାର ବେହେରା ।ପୋଲିସ ତାଙ୍କଠାରୁ ଓଡି୦୫-ଏଜେ-୯୨୩୨ନଂ ଗ୍ଲାମର ହିରୋହୋଣ୍ଡା,ଭ୍ୟାନିଟ୍‌ବ୍ୟାଗ ,୨୦୦ଟଙ୍କା ,ପ୍ୟାନକାର୍ଡମୋବାଇଲ କୁ ଜବତ କରିଛି । ପ୍ରକାସ ଯେ,ସବିତାମାଝି ତାଙ୍କ ସର୍ମ୍ପକିୟଙ୍କ ସହ କଟକରୁ ବାଇକ ୋଗେ ଫେରୁଥିବାବେଳେ ନେତଲଛକପାଖରେ ପ୍ରକାସ ଓ ତାର ସହଯୋଗୀ […]