ଘରେ ନିଆଁଲଗାଇବାକୁ ଉଦ୍ୟମ ଅଭିଯୋଗରେ ଜଣେ ଗିରଫ
ବାରଙ୍ଗ,୨ା୭(ଏସଏସନିଉଜ) ନନ୍ଦନକାନନଥାନା ଅଧିନସ୍ଥ ଢାଉଆଗ୍ରାମର ବ୍ରାହ୍ମଣ ସାହିରେ ପୁର୍ବବିବାଦକୁ କେନ୍ଦ୍ରକରି ଘରେ କିରୋସିନପକାଇ ନିଆଁ ଲଗାଇବାକୁ ଉଦ୍ୟମ କରିବା ଓ ଜୀବନରେ ମାରିଦେବାକୁ ଉଦ୍ୟମ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫକରି ରବିବାର କୋର୍ଟଚାଳଣ କରିଛି । ପ୍ରକାସ ଯେ,ଢାଉଆଗ୍ରାମର ବ୍ରାହ୍ମଣ ସାହିକୁ ସଂଯୋଗ ହୋଇଥିବା ପାଣିପାଇପରୁ ବେଆଇନଭାବେ ପାଣିମଟର ସଂଯୋଗକୁୁ କେନ୍ଦ୍ରକରି ଗତକିଛିଦିନହେବ ବିବାଦ ଆରମ୍ଭ ହୋଇଥିଲା ।ତେବେ ଏବିଷୟରେ ଉଚ୍ଚଅଧିକାରୀଙ୍କ ଦୃଷ୍ଟିଆକର୍ଷଣ ସତ୍ୟବ୍ରତ ପଣ୍ଡା ନାମକ ବ୍ୟକ୍ତି କରିଥିବାର ଅଭିଯୋଗ କରି ପ୍ରଦୀପ ତାଙ୍କଘରଆଗରେ […]