ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼
ଭୁବନେଶ୍ବର,୨୯ା୬(ଏସଏସନିଉଜ) ରାତିଅଧରେ ରାଜଧାନୀ ଅଶାନ୍ତ ହୋଇପଡିଛି ।ବୁଧବାର ରାତିଅଧରେ ରାଜଧାନୀରେ ଗର୍ଜିଛି ବନ୍ଧୁକ।ଗୁଳିମାଡରେ କର୍ପୋରେଟର ଶ୍ରୀଧର ଜେନାଙ୍କ ଭାଇ ଝାରପଡ଼ାର ଶିଖର ଜେନା ଓ ତାଙ୍କ ସାନ ପୁଅ ଆଲୋକ ଜେନା ଓରଫ ରିଙ୍କୁ ଆହତ ହୋଇଛନ୍ତି ।ଶିଖରଙ୍କ ବାମଗୋଡ଼ ଆଣ୍ଠୁ ତଳେ ଓ ରିଙ୍କୁଙ୍କ ଡ଼ାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଛି।ଆହତଙ୍କୁ ଚିକିସ୍ାପାଇଁ ଘରୋଇ ହସ୍ପିଟାଲ୍ରେ ଭର୍ତି କରାଯାଇଛି ।ଏହିଘଟଣାରେ ଲକ୍ଷ୍ମୀସାଗରଥାନା ପୁଲିସ ଦୁଇଜଣଙ୍କୁ ଅଟକ ରଖିବାସହ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ରାତି୧୧ଟା […]