Browsing author

SATYA SANDHANA DESK

ଓଡିଶା ଡ୍ରାଇଭର ମହାସଂଘର ଦାବି ମାନିଲେ ସରକାର

ଭୁବନେଶ୍ୱର,୧୬ା୩(ଏସଏସନିଉଜ) ଦୁଇ ଦିନହେବ ଆରମ୍ଭ ହୋଇଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନ ହେଉଥିବାବେଳେ ୩ମାସ ମଧ୍ୟରେ ଡ୍ରାଇଭର ମହାସଂଘର ଦାବି ସମାଧାନ ହେବ ବୋଲି ଆଜି ନିଷ୍ପତି ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ଆଜି ୭ଘଟିକା ସମୟରେ ସମ୍ମିଳନୀକକ୍ଷରେ ମହାସଂଘର କର୍ମକର୍ତାମାନଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ମହାସଂଘର ଦାବୀକୁ ଆସନ୍ତା୩ମାସ ମଧ୍ୟରେ ସମାଧାନ ହେବବୋଲି ନିଷ୍ପତି ନିଆଯାଇଛି । ଏନେଇ ଓଡ଼ିଶାଡ୍ରାଇଭର ଏକତାମହାସଂଘର ଆବାହକଙ୍କୁ ମୁଖ୍ୟଶାସନସଚିବଙ୍କ କାର୍ଯ୍ୟାଳୟପକ୍ଷରୁ ଚିଠି ଲେଖାଯାଇଛି ।ତେବେ ଆଲୋଚନା ନେଇ ଡ୍ରାଇଭର […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୧୬ ତାରିଖ ଗୁରୁବାର,ଚୈତ୍ରମାସ-କୃଷ୍ଣପକ୍ଷ,ତିଥି-ନବମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୮/୪୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୪,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ ଦି୪/୨୩ ଗତେ କଳମଶାଗ ଭକ୍ଷଣ ନିଷେଧ। 🐏ମେଷ- ଅଫିସ କାମ ପୂରା କରିବାରେ ସଂପୂର୍ଣ୍ଣରୂପେ ସକ୍ଷମ ହେବେ। ଆପଣ ଯାହାଠୁଁ ସାହାଯ୍ୟ ଚାହିଁବେ ତାହା ପାଇବେ। ଆଇନ ଛାତ୍ରଙ୍କ ଲାଗି ଭଲ ଦିନଟିଏ। 🐮ବୃଷ-ଆପଣଙ୍କୁ କାମରେ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମ ପ୍ରସଙ୍ଗରେ ଆପଣ ସଫଳତା ପାଇବେ। […]

ଆଜିର ରାଶିଫଳ

୧୫-୩-୨୦୨୩(ବୁଧବାର)ସନ୍ଧ୍ୟା ଘ୬।୨୭ ଗତେ ପୂର୍ବେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ଦିବା ଘ୭।୫୩ ଗତେ ଧନୁ ମକର ମୀନ ମିଥୁନ କର୍କଟ ଉତ୍ତରାଫାଃ କନ୍ୟା ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର । କର୍କଟ ରାଶିର ଘାତବାର ।ଦିବା ଘ୮।୫୫ ଗତେ ଘ୧୦।୨୪ ମଧ୍ୟେ କାଳବେଳା । ଘ୧୧।୫୩ ଗତେ ଘ୧।୨୨ ମଧ୍ୟେ ବାରବେଳା । ରାତ୍ରି ଘ୨।୫୫ […]

ସରିଲା ମେଣ୍ଢାଶାଳ ପଞ୍ଚୁଦୋଳ ମେଳଣ

ମେଣ୍ଢାଶାଳ,୧୪।୩(ଏସଏସ ନିଉଜ) ରାଜଧାନୀ ଉପକଣ୍ଠ ମେଣ୍ଢାଶାଳ ଗ୍ରାମରେ ତିନିଦିନ ଧରି ଚାଲିଥିବା ଦୋଳ ମେଳଣ ମଙ୍ଗଳବାର ଉଦଯାପିତ ଶେଷ ହୋଇଛି।ରବିବାର ବିଲମ୍ଭିତ ରାତିରେ ଜମାଣ ଉତ୍ସବ ଅନୁଷ୍ଠିତ ହୋଇ ଗ୍ରାମର ଥାନପତି ଠାକୁର ଚନ୍ଦ୍ରଶେଖର ଦେବଙ୍କ ସହ ଅନ୍ୟ ଠାକୁରମାନେ ବିମାନରେ ଆସି ବାଲୁଙ୍କେଶ୍ୱର ଦେବଙ୍କ ମେଳଣ ପଡ଼ିଆରେ ଥିବା ଦୋଳବେଦୀରେ ଏକାଠି ହୋଇଥିଲେ।ବାଜା ବାଣ,ଘଣ୍ଟ ସାଙ୍ଗକୁ ଲାଉଡି ଶୋଭାଯାତ୍ରା ରେ ଆସି ପହଞ୍ଚିଥିଲେ।ଆଜି ପୂଜର୍ଜନା ପରେ ଆରମ୍ଭ ହୋଇଥିଲା ଦୋଳ ମେଳଣ।ଏଥିରେ ଆଖପାଖ ଗାଁର ୨୨ଟି […]

AHPGICରେ ଖୋଲିବ ନୂଆପାଠ୍ୟକ୍ରମ

କଟକ ,୧୪ା୩(ଏସଏସନିଉଜ)କଟକAHPGICରେ ଖୋଲିବ ଗଊ ପାଥୋଲୋଜି ପାଠ୍ୟକ୍ରମା୪ଟି ସିଟ୍‌ରେ ନାମଲେଖା ପାଇଁ ଜାତୀୟ ମେଡିକାଲ କାଉନ୍‌ସିଲର ଅନୁମତି ମିଳିଛି ।ଫେବ୍ରୁଆରିରେ ହସ୍ପିଟାଲ ନିରୀକ୍ଷଣ କରିଥିଲା NMC ।AHPGIC- ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କ୍ୟାନ୍‌ସର ପ୍ରତିଷ୍ଠାନା

ହସ୍ପିଟାଲରେ ଭୋଗରାଇବିଧାୟକ ଓ ବ୍ରଜରାଜନଗର ବିଧାୟିକା

ଭୁବନେଶ୍ୱର ,୧୪ା୩(ଏସଏସନିଉଜ) ଭୋଗରାଇବିଧାୟକ ଅନନ୍ତଦାସ ଅସୁସ୍ଥ ହୋଇ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ହସ୍ପିଟାଲରେ ପହଞ୍ଚି ବିଜେଡି ସହ ବିଭିନ୍ନଦଳର ବହୁନେତା ବିଧାୟକ ଅନନ୍ତଦାସଙ୍କୁ ଭେଟିବା ସହ ଆଶୁଆରୋଗ୍ୟ କାମନା କରିଛନ୍ତି ।ସେହିଭଳିଭାବେ ବ୍ରଜରାଜନଗର ବିଧାୟିକା ଅଳକାମହାନ୍ତି ଅସୁସ୍ଥ ହୋଇ ଆପୋଲୋହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲଯାଇ ବିଧାୟିକାଙ୍କୁଭେଟି ଆଶୁଆରୋଗ୍ୟ କାମନାକରିଛନ୍ତି ୫ଞ ସଚିବ ଭିକେ ପାଣ୍ଡିଆନା

ଝାମ୍ପିନେଲେ ୫ଲକ୍ଷ

ବାଙ୍କୀ,୧୪।୩(ଏସଏସନିଉଜ) ଟଙ୍କାଉଠାଇ ଆସିବା ବେଳେ ଟଙ୍କା ବ୍ୟାଗ ଝାମ୍ପିନେଲେ ଦୁର୍ବୁତ୍ତ।କଚେରୀ ନିକଟରେ ବାଇକରେ ଆସି ୨ ଲୁଟେରା ଝାମ୍ପିନେଲେ।ଜମିରେଜିଷ୍ଟ୍ରୀ ପାଇଁ ବ୍ୟାଙ୍କରୁ ୫ଲକ୍ଷଟଙ୍କା ଉଠାଇ ଥିଲେ।ବାଙ୍କୀଥାନାରେ ଏତଲା ପରେ ପୋଲିସର ଛାନଭିନ ଜାରି ରଖିଛି।  

ପ୍ରଧାନଶିକ୍ଷୟିତ୍ରୀ ଓ ବ୍ଲକମଙ୍ଗଳ ସଂପ୍ରସାରଣଅଧିକାରୀ ନିଲମ୍ବିତ

ସୁନ୍ଦରଗଡ଼,୧୪।୩(ଏସଏସନିଉଜ) ଗରମଡାଲି ପଡ଼ି ଅଷ୍ଟମ ଶ୍ରେଣୀଛାତ୍ର ମୃତ୍ୟୁ ଘଟଣାରେ ଡେଙ୍ଗୁଲା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ବ୍ଲକମଙ୍ଗଳ ସଂପ୍ରସାରଣଅଧିକାରୀ ବିକାଶ ନାୟକ ନିଲମ୍ବିତ ହୋଇଛନ୍ତି।ଏହାସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।ଜିଲ୍ଲା ମଙ୍ଗଳଅଧିକାରୀଙ୍କ ଏତଲାକ୍ରମେ ସ୍କୁଲ ରୋଷେୟା ଗିରଫ ହୋଇଛି।

ଜଙ୍ଗଲରେ ଜଳିଗଲା ବନବିଭାଗର ଜିପ୍‌

ସୁନ୍ଦରଗଡ଼,୧୪।୩(ଏସଏସନିଉଜ)ଜଙ୍ଗଲ ନିଆଁରେ ଜଳିଗଲା ବନବିଭାଗର ଜିପ୍‌।ନିଆଁ ଲିଭାଇବାକୁ ଯାଇଥିବା ବନ କର୍ମଚାରୀଙ୍କ ଜିପ୍ ଜଳିଯାଇଛି।ସୁନ୍ଦରଗଡ଼ ସଦର ରେଂଜ ଭବାନୀପୁର ଜଙ୍ଗଲରେ ଜଳିଗଲା ଜିପ୍।ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ଯାଇଥିଲେ ୬ଜଣିଆ ଟିମ୍।ଗାଡ଼ିଥୋଇ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ଏପଟେ ଜଳିଯାଇଥିଲା ଜିପ୍।

ଧର୍ମଘଟରେ ସାମିଲହେବେନି ଘରୋଇବସ୍

ଭୁବନେଶ୍ୱର,୧୪ ୩(ଏସଏସ ନିଉଜ)ଆସନ୍ତାକାଲିଠାରୁ ଡ୍ରାଇଭର ସଂଘ ଅଖ, ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି।କିନ୍ତୁ ଧର୍ମଘଟରେ ସାମିଲ ହେବେନି ଘରୋଇ ବସ୍ ।ଘରୋଇବସ୍ ସ୍ୱାଭାବିକଭାବେ ଚାଲିବ ଓ ଆନ୍ଦୋଳନରେ ବସକର୍ମଚାରୀ ମାନେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛି ମାଲିକସଂଘ।ବସ୍‌ ଚଳାଚଳକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ତଥା ପୋଲିସ ଡିଜିପିଙ୍କୁ ଆମେ ଲିଖିତ ଆକାରରେ ଅନୁରୋଧ କରିଛି ସଂଘ।