ଜଙ୍ଗଲରେ ଜଳିଗଲା ବନବିଭାଗର ଜିପ୍‌

ସୁନ୍ଦରଗଡ଼,୧୪।୩(ଏସଏସନିଉଜ)ଜଙ୍ଗଲ ନିଆଁରେ ଜଳିଗଲା ବନବିଭାଗର ଜିପ୍‌।ନିଆଁ ଲିଭାଇବାକୁ ଯାଇଥିବା ବନ କର୍ମଚାରୀଙ୍କ ଜିପ୍ ଜଳିଯାଇଛି।ସୁନ୍ଦରଗଡ଼ ସଦର ରେଂଜ ଭବାନୀପୁର ଜଙ୍ଗଲରେ ଜଳିଗଲା ଜିପ୍।ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ଯାଇଥିଲେ ୬ଜଣିଆ ଟିମ୍।ଗାଡ଼ିଥୋଇ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ଏପଟେ ଜଳିଯାଇଥିଲା ଜିପ୍।

Comments (0)
Add Comment