Browsing author

SATYA SANDHANA DESK

ଆଜିର ରାଶିଫଳ

୧୫-୧-୨୦୨୩(ରବିବାର)ତୁଳା ବିଛା ଧନୁ ମକର ମେଷ ବୃଷ କର୍କଟ ସିଂହ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତବାର । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ନଡ଼ିଆ, ଲାଉ ଭକ୍ଷଣ ନିଷେଧ । ମେଷ:-ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆପଣଙ୍କ ଜୀବନରେ ସୁଖଦ ସ˚ପର୍କ ଆରମ୍ଭ ହେବ। ଚାକିରି ବୃତ୍ତିରେ କିଛି ଭଲ ହୋଇପାରେ। ବୃଷ:-ଯେଉଁ କାମ କରିବାକୁ ଚାହିିବେ ବିନା ବାଧାରେ ସ˚ପନ୍ନ ହେବ। ବ୍ୟବସାୟୀଙ୍କୁ ଲାଭ ମିଳିବ। ଜୀବନସାଥୀଙ୍କ ସହ […]

ବଡମ୍ବା ଟି-ବ୍ରିଜ୍ ରେ ଦଳାଚକଟା

କଟକ, ୧୪/୧(ଏସଏସନିଉଜ) ମହାନଦୀଉପରେ ବଡ଼ମ୍ବା ସିଂହନାଥପୀଠକୁ ସିଧାସଳଖ ସଂଯୋଗକରୁଥିବା ଟି-ବ୍ରିଜ ଉପରେ ପ୍ରବଳ ଭିଡ଼ ଜମିବାରୁ ଦଳାଚକଟା ହୋଇ ୧୬ ଜଣ ଲୋକେ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟ ହୋଇଥିବାର ଜଣାପଡିଛିା ଆଜି ମକର ମେଳା ଥିବାରୁ ପ୍ରବଳ ଲୋକଙ୍କ ସମାଗମ ହେବାରୁ ବ୍ରିଜ ଉପରେ ପ୍ରବଳ ଭିଡ଼ ହୋଇଥିଲା। ବ୍ରିଜ୍‌ଟି ଅତି ସଂକୀର୍ଣ୍ଣ ଥିବା ବେଳେ ମକରମେଳା ହେତୁ ବହୁ ଲୋକଙ୍କ ସମାଗମ ଏଠାରେ ହୋଇଥିଲା। ସକାଳ ସମୟରୁ ହଁ ପ୍ରବଳ ଭିଡ଼ ଲାଗି […]

ବେଦବ୍ୟାସ ପୀଠରେ ୫-ଟି ସଚିବ

ଭୁବନେଶ୍ବର, ୧୪/୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ରାଉରକେଲା ନିକଟସ୍ଥ ବେଦବ୍ୟାସ ପୀଠ ପରିଦର୍ଶନ କରି ପୀଠରବିକାଶ ସମ୍ପର୍କରେ ଟ୍ରଷ୍ଟବୋର୍ଡର ସଭ୍ୟ ସେବାୟତ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ପାଣ୍ଡିଆନ୍ ଆଲୋଚନା କରିଥିଲେ । ପନ୍ଦରଦିନ ମଧ୍ୟରେ ଏ ସମ୍ପର୍କରେ ଏକ ବିସ୍ତ୍ରୁତ ଯୋଜନା ପ୍ରସ୍ତୁତକରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନନିମନ୍ତେ ଉପସ୍ଥାପନକରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ୍ କହିଥିଲେ । ଏହି ଆଲୋଚନାରେ ମୁଖ୍ୟତଃ ସ୍ଵର୍ଗଦ୍ଵାରର […]

କୁଆଖାଇ ନଦୀରୁ ଅଜଣାମୃତଦେହ ଉଦ୍ଧାର

ବାରଙ୍ଗ, ୧୪/୧(ଏସଏସନିଉଜ) ରାଜଧାନୀ ଉପକଣ୍ଠ ବରିମୁଣ୍ଡ ଗ୍ରାମ ନିକଟସ୍ଥ କୁଆଖାଇ ନଦୀରୁ ଶନିବାର ସକାଳୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ। ଶନିବାର ସକାଳେ ୮ଟା ସମୟରେ ବରିମୁଣ୍ଡ ଭୁଁୟାସାହି ନିକଟସ୍ଥ କୁଆଖାଇ ନଦୀରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ ଓ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।ଅଗ୍ନିଶମ ବାହିନୀ ନଦୀରୁ ମୃତଦେହକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ।ଯୁବକଙ୍କ ବୟସ ଆନୁମାନିକ […]

ଫୁଙ୍କୁନଳିରେ ସ୍ତ୍ରୀ ଓ ଶାଶୁକୁ ଆକ୍ରମଣ କରି ସ୍ୱାମୀ ଗିରଫ

ଚନ୍ଦକା, ୧୪/୧(ଏସଏସନିଉଜ)ପାରିବାରିକ ବିବାଦକୁ କେନ୍ଦ୍ରକରି ସ୍ତ୍ରୀ ଓ ଶାଶୁକୁ ଫୁଙ୍କୁନଳିରେ ଆକ୍ରମଣ କରି ସ୍ୱାମୀ ଗିରଫ ହୋଇଛନ୍ତି ।ଗିରଫହୋଇଥିବା ସ୍ୱାମୀ ହେଲେ କାଟେଣିର ମୁନାପିଙ୍ଗୁଆ । ଗତକାଲିରାତିରେ ନିଶାଶକ୍ତ ଅବସ୍ଥାରେ ମୁନା ଶଶୁରଘରକୁ ଯାଇଥିଲେ ।ସେଠାରେ ପୂର୍ବରୁ ରହିଥିବା ପାରିବାରିକ ବିବାଦକୁ ନେଇ ସ୍ତ୍ରୀ ଓ ଶାଶୁଙ୍କ ସହ ଯୁକ୍ତିତର୍କ କରିବା ସହିତ ଅଶ୍ଳୀଳଭାଷାରେ ଗାଳିମନ୍ଦ କରିଥିଲେ । ଏହିସମୟରେ ଉତକ୍ଷିପ୍ତହୋଇ ପାଖରେଥିବା ଏକ ଫୁଙ୍କନଳି ସହାୟତାରେ ଉଭୟ ସ୍ତ୍ରୀ ଓ ଶାଶୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ […]

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚନ୍ଦକା, ୧୪/୧(ଏସଏସନିଉଜ ) ଚନ୍ଦକାଥାନା ଅଧିନସ୍ଥ କଣ୍ଟାବାଡ ପଞ୍ଚାୟତର ନୋଧରା ଆଦିବାସୀ ସାହିରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଶନିବାରଦିନ ପୁଲିସ ଉଦ୍ଧାର କରିଛି । ମୃତ ମହିଳାଙ୍କ ନାମ ସୀତା ତିୟୁ(୪୫) । ସକାଳ ସାଢେ ସାତଟା ବେଳେ ମୃତ ମହିଳାଙ୍କ ପୁଅ କୃଷ୍ଣ ତିୟୁ (୨୨) ମା’ ବେକରେ ଗାମୁଛା ବାନ୍ଧି ଘର ଭିତର ପାଖ ସ୍କାଏଲାଇଟ ରେ ଝୁଲିଥିବାର ଦେଖି ଚନ୍ଦକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗପାଇବାପରେ ୧/୨୩କେଶନଂରେ ଏକ […]

ଆଜିର ରାଶିଫଳ

ଜାନୁଆରୀ ମାସ ୧୪ତାରିଖ ୨୦୨୩ମସିହା(ଶନିବାର)ମାଘମାସ-କୃଷ୍ଣପକ୍ଷ,ତିଥି- ସପ୍ତମୀ ରାତ୍ରି ଘ୦୭/୩୦ ଗତେ ଅଷ୍ଟମୀ, ମକର ସକ୍ରାନ୍ତି,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୫୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୪୭,ବୃଷ ରାଶିରଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତ ବାର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତାଳ ରାତ୍ରି ଘ୦୭/୩୦ ଗତେ ନଡିଆ ଭକ୍ଷଣ ନିଷେଧ। ମେଷ:-ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ […]

ଆଜିଠୁ ବିଶ୍ବକପ ଲଢ଼େଇ

ଭୁବନେଶ୍ୱର,୧୩ା୧(ଏସଏସନିଉଜ)ଆଜିଠୁ ପୁରୁଷ ହକି ବିଶ୍ବକପ-୨୦୨୩ ଆରମ୍ଭ ହେବାକୁଯାଉଛି । ଆରମ୍ଭ ହେବାକୁଥିବା ହକି ବିଶ୍ୱକପ୍ ମହାସମରେ ବିଶ୍ୱର ବଛାବଛା ୧୬ଟିମ୍ ମଧ୍ୟରେ ହେବ ଟକ୍କରା ବିଶ୍ବକପ ପାଇଁ ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକାବିଶ୍ବକପ୍ ଭିଲେଜରେ ରାତ୍ରିଯାପନ କରିବେ ନବୀନ ବୋଲି ଜଣାପଡିଛି ।

ରିଭର କ୍ରୁଜ୍‌ର ନୂଆଯୁଗ!

ଭୁବନେଶ୍ୱର,୧୩ା୧(ଏସଏସନିଉଜ)ଭାରତରେ ରିଭର କ୍ରୁଜ୍‌ର ନୂଆଯୁଗ। ଆଜି ବିଶ୍ବର ଲମ୍ବା ରିଭର କ୍ରୁଜ୍‌ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଭାରତର ପ୍ରଥମ ସ୍ବଦେଶୀ କ୍ରୁସ୍ ଗଠ ଗଙ୍ଗା ବିଳାସ। ୫୧ ଦିନରେ ୩୨୦୦ କିମି ଯାତ୍ରା କରିବ ଏହି କ୍ରୁଜ୍ା

ମହିଳା କ୍ରିକେଟରଙ୍କ ଝୁଲନ୍ତାମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୩ା୧(ଏସଏସନିଉଜ) ନିଖୋଜଥିବା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତାମୃତଦେହ ଗୁରୁଡିଝାଟିଆଥାନା ନିକଟସ୍ଥ ଘଂଚଜଙ୍ଗଲରୁ ଠାବ ହୋଇଛି । ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା କରିଥିଲେ ଓଡ଼ିଶା କୋଚା୧୧ ତାରିଖରୁ ନିଖୋଜ ହୋଇଥିବା ନେଇ ଏତଲାରେ ଦର୍ଶାଯାଇଛି ।୨୫ଜଣିଆ ମହିଳାକ୍ରିକେଟ ପ୍ରଶିକ୍ଷଣଶିବିରରେ ସେ ଯୋଗଦେଇଥିଲୋକଟକର ଏକ ହୋଟେଲରେ ରହି ନୟମିତଭାବେ ଟ୍ରେନିଂଶିବରକୁ ଯାଉଥିଲେ ।ରାଜଶ୍ରୀଙ୍କ କଲ୍ ଡିଟେଲ୍ସ ପାଇଛି ପୋଲିସ  ।କଟକ ବିଡ଼ାନାସିରେ ରହୁଥିବା ରାଜଶ୍ରୀଙ୍କର ଉଊଇ-ଧବଳେଶ୍ବର ଓରଣ୍ଡାପର୍ଯ୍ୟନ୍ତ ମିଳିଲା […]