୧୧ରୁ ଟ୍ରକ୍ ଧର୍ମଘଟ
ଆଠଗଡ଼,୬ା୧(ଏସଏସନିଉଜ) ୧୧ତାରିଖରୁ ରାଜ୍ୟବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା ଦିଆଯାଇଛି । ୫ଦଫା ଦାବିରେ ରାଜ୍ୟ ଟ୍ରକମାଲିକସଂଘର ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି । ରାଜ୍ୟ ଟ୍ରକମାଲିକସଂଘ ସଭାପତି ବିଭୂପ୍ରସାଦଦାସ ଏନେଇ ସୂଚନା ଦେଇଛନ୍ତିା
Browsing author
ଆଠଗଡ଼,୬ା୧(ଏସଏସନିଉଜ) ୧୧ତାରିଖରୁ ରାଜ୍ୟବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା ଦିଆଯାଇଛି । ୫ଦଫା ଦାବିରେ ରାଜ୍ୟ ଟ୍ରକମାଲିକସଂଘର ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି । ରାଜ୍ୟ ଟ୍ରକମାଲିକସଂଘ ସଭାପତି ବିଭୂପ୍ରସାଦଦାସ ଏନେଇ ସୂଚନା ଦେଇଛନ୍ତିା
ଆସ୍କା ,୬ା୧(ଏସଏସନିଉଜ) ୨୦୨୨ମସିହାରେ ଦେଶର ସର୍ବୋତ୍ତମ ତିନୋଟି ପୋଲିସଷ୍ଟେସନ ମଧ୍ୟରୁ ଓଡ଼ିଶାର ଗଞ୍ଜାମଜିଲ୍ଲା ଆସ୍କା ପୋଲିସଷ୍ଟେସନକୁ ଗୃହ ମନ୍ତ୍ରଣାଳୟ (ଗଐଇ) ଗୋଟିଏ ଭାବରେ ମନୋନୀତ କରଛିି । ଇଣ୍ଟେଲିଜେନ୍ସ ବ୍ୟୁରୋର ଯୁଗ୍ମ ନିର୍ଦ୍ଦେଶକ ତଥା ସମ୍ମିଳନୀ ସଚିବ ତରୁଣକୁମାର ଜାନୁଆରୀ୨ରେ ଓଡିଶାଡିଜିପି ସୁନୀଲକୁମାରବନସଲଙ୍କୁ ଚିଠିଲେଖି ସୂଚନା ଦେଇଛନ୍ତି। ଜାନୁଆରୀ୧୯ ଅପରାହ୍ନରେ ରିହର୍ସାଲପାଇଁ ଏବଂ ଜାନୁଆରୀ୨୦ରେ ଟ୍ରଫିପାଇବାକୁ କନଫରେନ୍ସଭେନ୍ୟୁରେ କ୍ରସବେଲ୍ଟ ସହିତ ୟୁନିଫର୍ମରେ ଉପସ୍ଥିତ ରହିବାକୁ ଏସଏଚପିକୁ ନିର୍ଦ୍ଦେଶ ଦେବାକୁ ସେ ଡିଜିପିଙ୍କୁ କହିଥିଲେ।ଦିଲ୍ଲୀରେ ଏସଏଚଓଙ୍କ ରହଣି ଏବଂ […]
ଭଣ୍ଡାରିପୋଖରୀ,୬ା୧(ଏସଏସନିଉଜ)ଗୋଟେପଟେ ଶିକ୍ଷକଙ୍କ ଅଭାବ ଓ ଅନ୍ୟପଟେ ସଠିକଭାବେ ପାଠପଢା ହୋଇପାରୁନଥିବାରୁ ବାଧ୍ୟ ହୋଇ ବିଦ୍ୟାଳୟଆଗରେ ଧାରଣାରେ ବସିଛନ୍ତି ଗ୍ରାମବାସୀ ।ମଢ଼ିଆଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦୀର୍ଘଦିନ ହେବ ଶିକ୍ଷକ ଅଭାବ ଦେଖାଦେଇଛି। ବିଦ୍ୟାଳୟରେ ୧୪୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩ ଜଣ ଶିକ୍ଷକ ରହିଛନ୍ତି।ସେଥିମଧ୍ୟରୁ ପ୍ରଧାନଶିକ୍ଷକ ବିଦ୍ୟାଳୟ ପରିଚାଳନାପାଇଁ ସରକାରୀକାର୍ଯ୍ୟରେ ବ୍ୟସ୍ତ ରହୁଥିବାବେଳେ ବାକିରହିଥିବା ୨ଜଣ ଶିକ୍ଷକଙ୍କୁ ନେଇ ଆଠଟିଶ୍ରେଣୀରେ ଥିବା ପିଲାମାନଙ୍କୁ ଠିକଭାବେ ପାଠପଢା ହୋଇପାରୁନ ଥିବାର ଅଭିଭାବକମାନେ ଅଭିଯୋଗ କରିଛନ୍ତି […]
ଗଞ୍ଜାମ,୬ା୧(ଏସଏସନିଉଜ) ପାଟପୁରଥାନା ଅଧୀନ ତପ୍ତପାଣି ଘାଟି ପାଳୁଖୋଳା ନିକଟରେ‘ମହାଲକ୍ଷ୍ମୀ’ ନାମକ ଘରୋଇ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।ଏହାଦ୍ୱାରା ୧୦ ଜଣଯାତ୍ରୀ ଆହତ ହୋଇଛନ୍ତି। ବସ୍ଟି ଗଜପତିଜିଲ୍ଲା ଅଡ଼ବାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବଳେ ତପ୍ତପାଣି ଘାଟି ତଳକୁ ଖସୁଥିବା ସମୟରେ ବ୍ରେକ୍ଫେଲ୍ ହୋଇଯାଇଥିଲା ।ଫଳରେ ଭାରସାମ୍ୟ ହରାଇ ପାଳୁଖୋଳା ନିକଟ ବୁଲାଣିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଚିକିସ୍ାପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଭୁବନେଶ୍ୱର,୬ା୧(ଏସଏସନିଉଜ)ଆଉ ଦିନକେଇଟା ପରେ ହେବାକୁ ଯାଉଛି ବିଶ୍ୱକପ୍ ହକି ।ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ବେଲଜିୟମ୍ ଟିମ୍। ତୃତୀୟ ବିଦେଶୀ ଦଳ ଭାବେ ଭୁବନେଶ୍ୱରରେ ପହଞ୍ଚିଛି ।୨୦୧୮ରେ ଚାମ୍ପିଅନ୍ ହୋଇଥିଲା ବେଲଜିୟମ୍ ଟିମ ।
କରଞ୍ଜିଆ,୬ା୧(ଏସଏସନିଉଜ) ଶିମିଳିପାଳରେ କୁ୍ମ୍ଭୀର ଗଣନା ଆରମ୍ଭ ହୋଇଛି । ୫ଟିନଦୀରେ ସକାଳ ୬ଟାରୁ ଚାଲିଛି କୁମ୍ଭୀର ଗଣନା। ୨ ଦିନ ଧରି କୁମ୍ଭୀର ଗଣନା ଚାଲିବ ବୋଲି ଜଣାପଡିଥବାବେଳେ ଏହି ଗଣନାରେ ୧୬ଟି ଟିମ୍ ନିୟୋଜିତ ହୋଇଛନ୍ତି ।
ନବରଙ୍ଗପୁର,୬ା୧(ଏସଏସନିଉଜ) ବିନାଛୁଟିରେ ଅନୁପସ୍ଥିତରହିବା ପଡ଼ିଛି ମହଙ୍ଗା। ୩୦ଜଣଙ୍କ ମଧ୍ୟରୁ ୨୪ଜଣଶିକ୍ଷକଙ୍କୁ କାର୍ଯ୍ୟାନ୍ତର କରିଛନ୍ତି ଜିଲ୍ଲାପାଳ। ୨୦୧୦ରୁ ୨୦୨୨ ମଧ୍ୟରେ ଅନୁପସ୍ଥିତ ଥିବା ୨୪ ଶିକ୍ଷକଙ୍କୁ କାର୍ଯ୍ୟାନ୍ତର କରାଯାଇଛି। ରାଇଘରରୁ ସର୍ବାଧିକ ୭ ଜଣ। ସୋ କଜ୍ ସତ୍ତ୍ୱେ କୌଣସି ଉତ୍ତର ନ ଦେବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାର ଜଣାପଡିଛି ।
ଦେବାଭିଷେକ ପୂର୍ଣ୍ଣିମା ,୨୦୨୩ ମସିହା ଜାନୁୟାରୀମାସ ୦୬ ତାରିଖ (ଶୁକ୍ରବାର)ପୌଷମାସ – ଶୁକ୍ଲପକ୍ଷ ,ତିଥି-ପୂର୍ଣ୍ଣିମା ରାତ୍ରୀ ଘ୪/୨୮ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୬/୨୬/୧୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୭/୩୮ ,ବିଛା, ଧନୁ ଓ ମୀନରାଶିର ଘାତବାର ,କନ୍ୟାରାଶିର ଘାତଚନ୍ଦ୍ର ,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ । ମେଷ-ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ପାଇବେ।ଏହା ବ୍ୟତୀତ ଆପଣଙ୍କ ପାଇଁ ଆଜି ଅନେକ ନୂତନ ଜିନିଷର ଆରମ୍ଭ ହେବ।ବ୍ୟବସାୟରେ ଅନେକ ଭାବରେ ସଫଳତା ପ୍ରାପ୍ତ ହେବ। ବୃଷ-ସାହିତ୍ୟ,ସଙ୍ଗୀତ, କଳା […]
ବାରଙ୍ଗ,୪ା୧(ଏସଏସନିଉଜ)ବିବାଦ ନନ୍ଦନକାନନର ପଛା ଛାଡୁନାହିଁ ।ପର୍ଯ୍ୟଟକମାନଙ୍କୁ ମାଡମାରିବାଠାରୁ ଆରମ୍ଭ କରି ଜୀବଜନ୍ତୁମାନଙ୍କର ଅକାଳ ମୃତ୍ୟୁା ତାସାଙ୍ଗକୁ ଟେଣ୍ଡରରେ ଦୁର୍ନିିତିର ଅଭିଯୋଗ ଭଳି ବିବାଦରେ ନନ୍ଦନକାନନ ଛନ୍ଦି ହୋଇପଡିଛିା ଏହାରିଭିତରେ ନନ୍ଦନକାନନରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନଙ୍କୁ ବଡବଡିଆବାବୁମାନେ ନିଜଘରକାମରେ ଲଗାଇବାଭଳି ବିବାଦ ଏବେ ଦେଖିବାକୁ ମିଳିଛି ।ଏହିଭଳି ଘଟଣାମାନ ଘଟୁଥିଲେବି ନନ୍ଦନକାନନ କର୍ତୁପକ୍ଷ ସବୁନଜାଣିବାଭଳି ନିରବରେ ବସିରହି ବିଶ୍ୱସ୍ତରୀୟ ଚିଡିଆଖାନାର ସ୍ୱପ୍ନଦେଖିବାଭଳି ମନେହେଉଛି । ନନ୍ଦନକାନନ ବିଶ୍ୱସ୍ତରୀୟ ଚିଡଆଖାନା ହେବାକୁ ଯାଉଛି ।ଏଥିପାଇଁ ସମସ୍ତେ କାମରେ ଲାଗିପଡିଛନ୍ତି ।ନନ୍ଦନକାନନକୁ […]
ଭୁବନେଶ୍ୱର,୫ା୧(ଏସଏସନିଉଜ)ମାଗଣା ଚାଉଳନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି ଜାତୀୟଖାଦ୍ୟ ସୁରକ୍ଷାଯୋଜନାରେ ୯୦ରୁ ୯୫% କେନ୍ଦ୍ର ସରକାର ଦେଉଥିଲୋବିତରଣ ରାଜ୍ୟ କରୁଥିଲା । ଏହାଦ୍ୱାରା ଓଡ଼ିଶାର ୩.୨୫କୋଟି ଲୋକ ସୁବିଧା ପାଉଥିଲୋକେନ୍ଦ୍ର ୧.୮୭ ଲକ୍ଷ ଟନ ଚାଉଳ ଦେଉଥିବାବେଳେ କେଜିପିଛା ୩୭.୮୮ ଟଙ୍କା ଖର୍ଚ୍ଚ ହେଉଛିାଚାଉଳପାଇଁ ମାସିକ ୭ଶହ କୋଟି ଓ ବର୍ଷକୁ ୮୪୦୦ କୋଟି ଖର୍ଚ୍ଚ କରୁଛି କେନ୍ଦ୍ରାମୋଦି ଦେଉଥିବା ଚାଉଳକୁ ସଠିକ ହିତାଧିକାରୀକୁ ଦିଅନ୍ତୁ ରାଜ୍ୟ ସରକାର ବୋଲି ଧର୍ମେନ୍ଦ୍ର୍ର କହିଛନ୍ତି […]