Browsing author

SATYA SANDHANA DESK

ନୂଆ ବର୍ଷରେ ଭାରତକୁ ଫେରିବPUBG

ଭୁବନେଶ୍ୱର,୩୦ା୧୨(ଏସଏସନିଉଜ)ପୁଣି ଥରେ ଭାରତକୁ ରିଟର୍ଣ୍ଣ କରୁଛି ପବଜୀ ମୋବାଇଲ୍।ଦାବି ହେଉଛି ଯେBGMI ଭାରତରେ ଜାନୁୟାରୀ ୨୦୨୩ ରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ଏହା ଗୁଗୁଲ୍ ପ୍ଲେଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍ରେ ଖେଳ ଡାଉନଲୋଡ୍ ହେବା ପାଇଁ ଉପଲବ୍ଧ ହେବ ।ଏହି ନିଷେଧାଦେଶ ପରେ କ୍ରାଫ୍ଟନ୍ ଭାରତୀୟ ୟୁଜର୍ସଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ BGMI ଶୀଘ୍ର ଫେରିବ।

ବଦଳିଲା GPF ନିୟମ

ଭୁବନେଶ୍ୱର,୩୦ା୧୨(ଏସଏସନିଉଜ) ସରକାରୀ କର୍ମଚାରୀଙ୍କ ପାଇଁ ବଦଳିଛି ଏଚୠ ନିୟମ ।ଏହି ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀମାନେ ଆର୍ଥିକବର୍ଷରେ ଜିପିଏଫରେ ମାତ୍ର ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ । ଜିପିଏଫ୍ ହେଉଛି ପିପିଏଫ୍ ପରି ଏକ ଯୋଜନା, ଯେଉଁଥିରେ କେବଳ ସରକାରୀ କର୍ମଚାରୀ ଯୋଗଦାନ କରିପାରିବେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆଙ୍କ ପରଲୋକ

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ମାହୀରାବେନ୍ ଙ୍କ ୧୦୦ବର୍ଷ ବୟସରେ ପରଲୋକ ଘଟିଛି ।ନିକଟରେ ସେ ଅସୁସ୍ଥ ଥିଲେ।ରାତି ପ୍ରାୟ ୩.୩୦ରେ ପରଲୋକ ହୋଇଛି। ଗତ ଜୁଲାଇମାସରେ ହିଁ ସେ ନିଜର ୧୦୦ ତମ ଜନ୍ମଦିନ ପାଳନ କରିଥିଲେ। ସେହିପରି ମାଙ୍କୁ ହରାଇ ସେ ଭାଙ୍ଗି ପଡ଼ିଛନ୍ତି। ଆଉ ଲେଖିଛନ୍ତି “ଈଶ୍ୱରଙ୍କ ଚରଣରେ ସୁନ୍ଦର ଶତାବ୍ଦୀର ବିରାମ। ମାଭିତରେ ମୁଁ ସବୁବେଳେ ତ୍ରିମୂର୍ତ୍ତିର ଅନୁଭବ କରିଛି, ଯାହା ଭିତରେ ଗୋଟିଏ ତପସ୍ୱୀର ଯାତ୍ରା, ସ୍ୱାର୍ଥହୀନ କର୍ମଯୋଗୀର […]

ଅଜଣା ଗାଡ଼ି ଧକ୍କାରେ ୩ ମୃତ

କେନ୍ଦ୍ରାପଡ଼ା,୩୦ା୧୨(ଏସଏସନିଉଜ) ଅଜଣାଗାଡ଼ି ଧକ୍କାରେ ଅଟୋଚାଳକ ସମେତ ୩ଜଣଙ୍କର ମୃତ୍ୟୁଘଟିଛି ।ସଦରଥାନା ଚାନ୍ଦବାଲିରାସ୍ତା ଜାମଧର ନିକଟରେ ଏହି ମର୍ମନ୍ତୁଦଦୁର୍ଘଟଣା ଘଟିଛି ।କଟକରୁ ଚାନ୍ଦବାଲି ଆସୁଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇଥିଲା ।୩ ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ସଦରଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।  

ପରଲୋକରେ ବ୍ରାଜିଲର ମହାନ ଫୁଟବଲ ଖେଳାଳିପେଲେ

କେନ୍ଦ୍ରାପଡ଼ା,୩୦ା୧୨(ଏସଏସନିଉଜ) ବିଶ୍ୱଫୁଟବଲର ମହାନକିମ୍ବଦନ୍ତୀ ତଥା ବ୍ରାଜିଲରଷ୍ଟାର ଖେଳାଳି ପେଲେଙ୍କ ପରଲୋକ ହୋଇଛି। ଗୁରୁବାର ବିଳମ୍ବିତ ରାତି ତଥା ବ୍ରାଜିଲ ସମୟ ରାତି ୩.୨୭ରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।ଦୁଇବର୍ଷ ଧରି କ୍ୟାନସର ଭଳି ଭୟଙ୍କର ରୋଗରେ ପୀଡ଼ିତ ଥିବା ପେଲେ ନିୟମିତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଥର ତାଙ୍କୁ ଡାକ୍ତରମାନେ ଆଉ ରକ୍ଷା କରିପାରି ନାହାନ୍ତି। ସେ ସବୁଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚିରନିଦ୍ରାରେ […]

ଆଜିର ରାଶିଫଳ

ଡିସେମ୍ବର ମାସ ୩୦ ତାରିଖ ୨୦୨୨ ମସିହା(ଶୁକ୍ରବାର)ପୌଷମାସ-ଶୁକ୍ଳପକ୍ଷ ,ତିଥି- ଅଷ୍ଟମୀ ରାତ୍ରି ଘ୦୭/୧୮ ଗତେ ନବମୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୪୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୩୭ ,ଧନୁ ରାଶିର ଘାତଚନ୍ଦ୍ର ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ନଡିଆ ଭକ୍ଷଣ ନିଷେଧ । ମେଷ-ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ […]

ଆଜିର ରାଶିଫଳ

୨୯-୧୨-୨୦୨୨(ଗୁରୁବାର)ପ୍ରାତଃ ଘ୭।୧ ଗତେ ମୀନ ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ଧନୁରାଶିର ଘାତଚନ୍ଦ୍ର। ତୁଳା ଓ କୁମ୍ଭରାଶିର ଘାତବାର। ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ତାଳ ରାତ୍ରି ଘ୭।୫୪ ଗତେ ନଡ଼ିଆ ଭକ୍ଷଣ ନିଷେଧ। ମେଷ:-ନିଜକାମରେ ଆପଣଙ୍କୁ ଲାଭ ମିଳିପାରେ। ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ। ଛାତ୍ରଛାତ୍ରୀଙ୍କ ଖୁସି ଲାଗି ନୂଆ ଅବସର ଆସିବ। ବୃଷ:-ଅତୀତ କଥା ପାସୋରି ନୂଆ […]

ଆଜିର ରାଶିଫଳ

ଡିସେମ୍ବରମାସ ୨୮ତାରିଖ ୨୦୨୨ ମସିହା(ବୁଧବାର)ପୌଷମାସ-ଶୁକ୍ଳପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ୦୯/୨୦ ଗତେ ସପ୍ତମୀ ,ନକ୍ଷତ୍ର- ଶତଭିଶା.ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୧୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୫୭ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ନିମ୍ବ ଭକ୍ଷଣ ନିଷେଧ । ମେଷ-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘସମୟଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣକଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷପର୍ଯ୍ୟାୟରେ ପକାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ […]

ପୁରୁଷ ହକି ବିଶ୍ୱକପ ପାଇଁ ଆସନ୍ତାକାଲିଠାରୁ ଟିକେଟବିକ୍ରି

ଭୁବନେଶ୍ୱର,୨୭ା୧୨(ଏସଏସନିଉଜ) ୧୧ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଆୟୋଜିତ ହେବ । ଆସନ୍ତାକାଲି ଦିନ୧୨ଟାରୁ ଉଦଘାଟନୀ ଉତ୍ସବର ଟିକେଟ ଅନଲାଇନରେ ମିଳିବ । ଦର୍ଶକମାନେ କେବଳ ଅନଲାଇନ୍ ମାଧ୍ୟମରେ ଟିକେଟ ବୁକିଂ କରିପାରିବେ । ଚଳିତ ବିଶ୍ୱକପରେ ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରିବାକୁ ଥିବାବେଳେ ମୋଟ ୪୪ଟି ମ୍ୟାଚ ଖେଳାଯିବ । ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ ।କଳିଙ୍ଗ ଷ୍ଟାଡିୟମରେ ୨୪ଟି ମ୍ୟାଚ ଓ ବିର୍ସାମୁଣ୍ଡା […]

ରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣଶିବିର ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର,,୨୭ା୧୨(ଏସଏସନିଉଜ)଼ ଭାରତୀୟ ଶିକ୍ଷା ପରିଷଦ ତରଫରୁ ଆୟୋଜିତ ଶିକ୍ଷକ ପ୍ରଶିକ୍ଷଣ ଶିବିର -୨୦୨୨ ଶ୍ରୀଜୟଦେବ ଶିକ୍ଷା କେନ୍ଦ୍ର, କାନନ ବିହାର ଫେଜ-୨ଠାରେ ମଙ୍ଗଳବାର ଦିନଉଦଘାଟିତ ହୋଇଯାଇଛି । ପରିଷଦର ଉପସଭାପତି ହିମାଂଶୁ ଶେଖର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀଉସ୍‌ବ ମୁଖ୍ୟଅତିଥିଭାବେ ଶିକ୍ଷାବିତ ଡ.ଦିଗରାଜବ୍ରହ୍ମା ,ଅନ୍ୟତମଅତିଥିଭାବେ ଯୋଗଗୁରୁ ଡକ୍ଟର ବିଶ୍ୱରଞ୍ଜନ ରଥ ଅତିଥିଭାବେ ଯୋଗଦେଇ ଶିକ୍ଷୟିତ୍ରୀଶିକ୍ଷକମାନଙ୍କୁ ଗାୟତ୍ରୀମନ୍ତ୍ର ପାଠ ଓ ଯୋଗର ଉପକାରିତା ବିଷୟରେ ଦିଗ୍ ଦର୍ଶନ ଦେଇଥିଲେ ।ଶିକ୍ଷାପରିଷଦର ସଂପାଦକ ରବିନାରାୟଣ ଜେନା ସ୍ଵଗତଭାଷଣ ପ୍ରଦାନ କରିଥିବାବେଳେ […]