Browsing author

SATYA SANDHANA DESK

ଷଣ୍ଢର ଜନ୍ମିଦନ ପାଳିଲେ !

ଭୁବନେଶ୍ୱର,୪/୧୨(ଏସଏସ ନିଉଜ)କେକ୍ କାଟି ଷଣ୍ଢର ଜନ୍ମଦିନ ପାଳନ। ତାବି ପୁଣି ବ୍ଲକ ଅଫିସ୍ ସାମ୍ନାରେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପି ଯୁବମୋର୍ଚ୍ଚାର କର୍ମୀ କେକ୍ କାଟି ଷଣ୍ଢର ଜନ୍ମଦିନ ପାଳନ କରିଛନ୍ତି।

ଆଜି ଭାରତୀୟ ନୌସେନା ଦିବସ

ଭୁବନେଶ୍ୱର,୪/୧୨(ଏସ ଏସ ନିଉଜ)ଆଜି ହେଉଛି ଭାରତୀୟ ନୌସେନା ଦିବସ ।ଏଥିପାଇଁବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୯୭୧ ବିଜୟରକୁ ସ୍ମରଣ କରିବା ପାଇଁ ପାଳନ ହେଉଛି ଦିବସ। ଅପରେସନ ଟ୍ରାଇଡେଣ୍ଟରେ ପାକିସ୍ତାନର ୩ଟି ଜାହାଜ ନଷ୍ଟ କରିଥିଲେ ଭାରତୀୟ ନୌବୀର ।

ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ଭବାନୀପାଟଣା,୪/୧୨(ଏସ ଏସ ନିଉଜ) ଏନ୍ଏଚ୍-୧୬ରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର।ଯାହାଫଳରେ ଯାତାୟତ ପ୍ରଭାବିତ ହୋଇଛି।କର୍ଲାପଡା ରାସ୍ତାର ପାଷ୍ଟିପଡା ନିକଟରେ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡ଼ିଛି।

ଆଜିର ରାଶିଫଳ

ବ୍ୟଞ୍ଜନ ଦ୍ବାଦଶୀ ,୨୦୨୨ ମସିହା ଡିସେମ୍ବର ମାସ ୦୪ ତାରିଖ (ରବିବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ଦ୍ବାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୦୯/୪୭ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୧୭ ,ମେଷ ରାଶିର ଘାତବାର ,ଧନୁ ରାଶିର ଘାତଚନ୍ଦ୍ର ,ଦ୍ବାଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ । ମେଷ-ଉଚ୍ଚସ୍ଥ ଚନ୍ଦ୍ରଙ୍କ ସୁପ୍ରଭାବରୁ କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍ ଦ୍ରୁତ ହେବ। ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇ ପାରିବାରିକ ଅଶାନ୍ତି ଦେଖାଦେଇପାରେ। ଅଫିସ୍‌ରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡ଼ିବ। ନୂତନ ଯାନବାହନ କ୍ରୟ […]

ସାନଭାଇ ମୃତ,ବଡଭାଇ ଗୁରୁତର

ମେଣ୍ଢାଶାଳ.,୩/୧୨(ଏସଏସନିଉଜ)ଗତକାଲି ରାତିରେ ପିତାପଲ୍ଲୀଚନ୍ଦକାରାସ୍ତାର ଗିରିଙ୍ଗାପୁଟ ଗାଁନିକଟରେ ବାଇକ ଓ ଡାଲାଅଟୋ ମୁହାଁମୁହିଁ ଧକ୍କାରେ ଗିରିଙ୍ଗାପୁଟ ଗାଁର ଅଶୋକବେହେରାଙ୍କର ମୃତ୍ୟୁଘଟିଥିବାବେଳେ ବଡଭାଇ ଦିଲିପ ମୃତ୍ୟୁସହ ସଂଗ୍ରାମ କରୁଥିବାର ଜଣାପଡିଛି । ପ୍ରକାସ ଯେ,ଶୁକ୍ରବାରରାତିରେ ଓଡି୩୩ୟୁ-୯୬୯୦ନଂ ହିରୋହେଣ୍ଡାରେ ଦୁଇଭାଇ ଅଶୋକ ଓ ଦିଲିପ ଚନ୍ଦକାପଟରୁ ଘରକୁ ଫେରୁଥିଲେ ।ଏହିସମୟରେ ପିତାପଲ୍ଲୀ ଆଡୁ ଆସୁଥିବା ଓଡି୦୨-ବିଏନଏ-୭୭୩୯ନଂ ଦ୍ରୁତଗାମୀ ଡାଲାଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।ଫଳରେ ଦୁଇଭାଇ ଗୁରୁତର ଆହତ ହେବା ସହ ଅଚେତ ହୋଇପଡିଥିଲେ । ଗ୍ରାମବାସୀ ଆହତଦୁଇଭାଇଙ୍କୁ ଉଦ୍ଧାର […]

ହାର୍ଡୱାରଷ୍ଟୋରରେ ଦୋକାନୀଙ୍କ ଆତ୍ମହତ୍ୟା!

ବାରଙ୍ଗ,୩/୧୨(ଏସଏସନିଉଜ): ପୁରୁଣା ବାରଙ୍ଗସ୍ଥିତ ଏକ ହାର୍ଡୱାରଷ୍ଟୋରରେ ଦୋକାନୀ ଆତ୍ମହତ୍ୟା କରିଥିବାର ଜଣାପଡିଛି।ମୃତକ ହେଉଛନ୍ତି ବାରଙ୍ଗଥାନା ଶ୍ରୀବନ୍ତପୁରଗ୍ରାମର ଅଜିତ ପ୍ରଧାନ(୩୫)।ଶନିବାର ଅପରାହ୍ନରେ ଯୁବକ ଜଣକ ଦୋକାନ ଭିତରପଟୁ ସଟର ବନ୍ଦକରି ଫ୍ୟାନରେ ନିଜ ଗାମୁଛାରେ ଆତ୍ମହତ୍ୟା କରିଛନ୍ତି।ଦିନରେ ଘରକୁ ଖାଇବାକୁ ନ ଆସିବାରୁ ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ କରିଥିଲେ ସୁଦ୍ଧା ସେ ଫୋନ ନ ଉଠାଇବାରୁ ପରିବାର ଲୋକେ ଦୋକାନ ପାଖରେ ଆସି ପହଞ୍ଚିଥିଲେ।ତାଙ୍କ ମୋବାଇଲକୁ କଲ କରିବାରୁ ଦୋକାନ ଭିତରୁ ତାଙ୍କର ମୋବାଇଲ ରିଙ୍ଗ […]

ଆଜିର ରାଶିଫଳ

ମୋକ୍ଷଦାଏକାଦଶୀ ,୨୦୨୨ ମସିହା ଡିସେମ୍ବର ମାସ ୦୩ ତାରିଖ (ଶନିବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୦୯/୨୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୧୪ ,ବୃଷ, ସିଂହ ଓ କନ୍ୟା ରାଶି ର ଘାତବାର ,ଧନୁ ରାଶି ର ଘାତଚନ୍ଦ୍ର ,ଏକାଦଶୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,କଳମ ଶାଗ , ପୋଇ ଶାଗ ଭକ୍ଷଣ ନିଷେଧ । ମେଷ-ଧନାଧିପତିଙ୍କ ଚତୁଃଗ୍ରହ ଯୋଗ କାରଣରୁ ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ […]

ବିଷାକ୍ତଫଳଖାଇ ୧୫ରୁଅଧିକ ଅସୁସ୍ଥ

ଭଦ୍ରକ,୨/୧୨(ଏସଏସ ନିଉଜ) ବିଷାକ୍ତ ଫଳଖାଇ ୧୫ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବାର ଜଣାପଡିଛି। ଗୁରୁତର ଛାତ୍ରଛାତ୍ରୀମାନଙ୍କୁ ଭଣ୍ଡାରିପୋଖରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଭଣ୍ଡାରିପୋଖରୀ ୟୁପି ସ୍କୁଲର ପିଲାମାନେ ବିଷାକ୍ତ ଫଳ ଖାଇଥିବା ସୂଚନା ମିଳିଛି।

କୋର୍ଟ ପରିସରରେ ଅଭାବନୀୟ ଘଟଣା

ଭୁବନେଶ୍ୱର,୨/୧୨(ଏସଏସ ନିଉଜ)ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟ ପରିସରରେ ଅଭାବନୀୟ ଘଟଣା ଘଟିଛି।ଦେହରେ କିରାସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କିରାସିନି ଢାଳିହେବା ବେଳେ ମହିଳାଙ୍କୁ କାବୁ କଲେ ଉପସ୍ଥିତଥିବା ପୋଲିସ।ମହିଳା ଜଣକ କିଏ ଏବଂ କାହିଁକି ଏଭଳି ପଦକ୍ଷେପ ନେଉଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସ୍କୁଲଛାତ୍ରକୁ କାରଦେଲା ଧକ୍କା

ବାରଙ୍ଗ, ୧/୧୨ (ଏସଏସନିଉଜ) ବାରଙ୍ଗଥାନା ଅର୍ନ୍ତଗତ ପାଟପୁର ପଟ୍ଟାପୋଲ ନିକଟରେ ଦ୍ରୁତଗାମୀ କାର ଧକ୍କାରେ ସ୍କୁଲ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁବାର ଅପରାହ୍ନରେ ମୁଣ୍ଡମୁହାଣ ସରକାରୀ ହାଇସ୍କୁଲର ଅଷ୍ଟମଶ୍ରେଣୀର ଛାତ୍ର ତନ୍ମୟ ପରିଡା(୧୩) ସାଇକେଲ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଭୁବନେଶ୍ବରରୁ ତାଳଚେର ଫେରୁଥିବା ଓଡି ୧୯ରୁ ୨୪୩୮ କାରଟି ପାଟପୁର ପଟ୍ଟାପୋଲ ନିକଟରେ ପଛ ପଟୁ ଧକ୍କା ଦେବାରୁ ତନ୍ମୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ବାପା ଛେଉଣ୍ଡ ତନ୍ମୟର ଏପରି ଅବସ୍ଥା […]