Browsing author

SATYA SANDHANA DESK

ଆଜିର ରାଶିଫଳ

୨୦୨୨ ମସିହା ଡିସେମ୍ବର ମାସ ୦୭ ତାରିଖ (ବୁଧବାର) ମାର୍ଗଶୀର ମାସ –ଶୁକ୍ଳପକ୍ଷ ,ତିଥି-ଚତୁର୍ଦ୍ଦଶୀ ନକ୍ଷତ୍ର-କୃତ୍ତିକା ,ସୁର୍ୟୋଦୟ ପ୍ରାତଃ ଘ୦୬/୧୧/୨୨ ,ସୂର୍ୟ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୪୧ ,କର୍କଟରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବିରି ଦିବା ଘ୭/୪୧ ଗତେ ସ୍ତ୍ରୀ, ତୈଳ ବର୍ଜନ , ମାଛ,ମାଂସଭକ୍ଷଣ ନିଷେଧ । 🐏ମେଷ👉ଆଜି ଆପଣଙ୍କ ଦିନ ଅନୁକୂଳ ଅଟେ। ସୁସ୍ଥ ମନରେ ଆଜି ସମସ୍ତ କାର୍ୟ୍ୟ କରି ପାରିବେ। ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। ପାରିବାରିକ […]

ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲଟୁର୍ଣ୍ଣାମେଣ୍ଟ

  ବାରଙ୍ଗ,୬/୧୨(ଏସଏସନିଉଜ) ଗଣ୍ଡରପୁର ୟୁନାଇଟେଡ ୟୁଥ୍ ସ୍ପୋର୍ଡସ କ୍ଲବ ଆନୁକୂଲ୍ୟରେ ଗଣ୍ଡରପୁର ଗ୍ରାମ ପାଖ ବିଜୁପଟ୍ଟନାୟକ ମିନିଷ୍ଟାଡିୟମ ରେ ଚାଲିଥିବା ୨୦ତମ ଆମନ୍ତଣୀୟ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ଥିଲା ତୃତୀୟ ଦିବସ।୩ଟି ପର୍ୟ୍ୟାୟ ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଉଛି।ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟିତ କରିଥିଲେ।ମଙ୍ଗଳବାର ଗ୍ରାମାଞ୍ଚଳ ବର୍ଗରେ ଦୁଇଟି ଓ ସହରାଞ୍ଚଳରୁ ଗୋଟିଏ ମ୍ୟାଚ୍ ଖେଳା ଯାଇଥିଲା।ଗ୍ରାମାଞ୍ଚଳ ବର୍ଗରେ ପ୍ରଥମ ମ୍ୟାଚ୍ ଗୋଠପୁର […]

ନନ୍ଦନକାନନରେ ଜଙ୍ଗଲମନ୍ତ୍ରୀ

ବାରଙ୍ଗ,୬/୧୨(ଏସଏସନିଉଜ) ମଙ୍ଗଳବାରଦିନ ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଜଙ୍ଗଲମନ୍ତ୍ରୀ ପ୍ରଦୀପକୁମାରଅମାତ୍ ପରିଭ୍ରମଣରେ ଆସିଥିଲେ ।ପାଖାପାଖି୧୨ଟାରେ ମନ୍ତ୍ରୀ ନନ୍ଦନକାନନରେ ପହଁଚି ଅପରାହ୍ନ୪ଟାରେ ଫେରିଥିଲେ ।ନନ୍ଦନକାନନରେ ପହଁଚିବାପରେ ଗେଷ୍ଟହାଉସରେ ମଧ୍ୟାନ୍ନଭୋଜନ ସହ ଅଧିକାରିମାନଙ୍କ ସହ ନନ୍ଦନକାନନର ବିକାସ ଓ ହେଉଥିବାଉନ୍ନୟନମୁଳକକାର୍ଯ୍ୟ ଉପରେ ଆଲୋଚନା ସାରି ବଟାନିକାର୍ଲଗାର୍ଡେନର କିଆଖଣିହ୍ରଦର ପୁନଃଉଦ୍ଧାର କାର୍ଯ୍ୟକୁ ଯାଇ ଦୀର୍ଘ ସମୟ ସେଠାରେ ରହି ତର୍ଜମା କରିଥିଲେ ।ଏହାପରେ ବଟାନିକାର୍ଲଗାର୍ଡେନକୁ ସଂଯୋଗକରୁଥିବା ହେଉଥିବା ରାସ୍ତାକାମକୁ ମଧ୍ୟ ଦେଖିଥିଲେ ।ଏହାପରେ ନନ୍ଦନକକାନନକୁ ଆସି ପ୍ରଥମେ ବିହଙ୍ଗସରଣୀକୁ ଯାଇଥିଲେ। ସେଠାରୁ ଆସି ,କୋକିଶିଆଳି […]

ବସୁଦେବଙ୍କ ପୀଠରେ ଗୀତା ଜୟନ୍ତୀ

ମେଣ୍ଢାଶାଳ,୫/୧୨(ଏସଏସ ନିଉଜ)ପ୍ରତ୍ୟେକ ବର୍ଷ ପରି ମାର୍ଗଶୀର ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଗୀତା ଜୟନ୍ତୀ, ଖୋର୍ଦ୍ଧା ଜିଲ୍ଲାର ମେଣ୍ଢାଶାଳ ଗ୍ରାମର ଶ୍ରୀ ଭଗବତ ବସୁଦେବଙ୍କ ପୀଠରେ ମେଣ୍ଢାଶାଳ ଗୀତା କମିଟିଙ୍କ ଦ୍ଵାରା ପାରମ୍ପାରିକ ରୀତିରେ ପାଳିତ କରାଯାଇଅଛି। ଚଳିତ ଇଂରାଜୀ ବର୍ଷ ୨୦୨୨ ଗୀତା ଜୟନ୍ତୀର ଠିକ୍‌ ୫୧୫୯ ବର୍ଷ ପୂର୍ବେ ଶ୍ରୀକୃଷ୍ଣ ଏହି ଦିନରେ ଅର୍ଜୁନଙ୍କୁ ଗୀତାର ଜ୍ଞାନ ଦେଇଥିଲେ। ଶ୍ରୀମଦ୍ ଭଗବତ ଗୀତାରେ ୧୮ ଅଧ୍ୟାୟ ଏବଂ ୭୦୦ ଶ୍ଳୋକ ରହିଛି। ଶ୍ରୀମଦ୍ଭଗବତଗୀତା ସବୁ […]

ଆଜିର ରାଶିଫଳ

ପାଷାଣ ଚତୁର୍ଦ୍ଦଶୀ ,୨୦୨୨ ମସିହା ଡିସେମ୍ବର ମାସ ୦୬ ତାରିଖ (ମଙ୍ଗଳବାର)ମାର୍ଗଶୀର ମାସ -ଶୁକ୍ଳପକ୍ଷ, ତିଥି-ତ୍ରୟୋଦଶୀ .ସୁର୍ୟୋଦୟ ପ୍ରାତଃ ଘ୦୬/୧୦/୪୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୨୩ ,ମକରରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବାଇଗଣ ଦିବା ଘ୬/୪୦ ଗତେ ବିରି ଭକ୍ଷଣ ନିଷେଧ ।  ମେଷ-ଆପଣଙ୍କ ଦିନ ଅନୁକୂଳ ରହିବ। ଆପଣ ହୃଦୟ ଏବଂ ମନରେ ସୁସ୍ଥ ରହି କାର୍ଯ୍ୟ କରି ପାରିବେ ଏବଂ ସଶକ୍ତ ଅନୁଭବ କରିବେ। ଆଜି ଆପଣଙ୍କ ଉପରେ ଲକ୍ଷ୍ମୀଙ୍କର […]

ଶିଳ୍ପାଞ୍ଚଳ ନିକଟରୁ ୧୧ ପୁଟର ଅଜଗର ଉଦ୍ଧାର

ବାରଙ୍ଗ,୫/୧୨(ଏସଏସ ନିଉଜ) ବାରଙ୍ଗଥାନା ଅନ୍ତର୍ଗତ ରାମଦାସ ପୁର ଶିଳ୍ପାଞ୍ଚଳରୁ ୧୧ ପୁଟର ଅଜଗର ଉଦ୍ଧାର ହୋଇଛି । ପ୍ରକାଶ ଯେ, ସୋମବାର ସକାଳେ ଏକ ଘରୋଇ ପାଇପ କମ୍ପାନୀ ନିକଟରେ ଅଜଗର ସାପ ଥିବା ସେହି ଅଞ୍ଚଳରେ କାର୍ଯ୍ୟ କରିବାକୁ ଯାଉଥିବା ଶ୍ରମିକମାନେ ଦେଖିବାକୁ ପାଇଥିଲେ। ଶ୍ରମିକମାନେ ଅଜଗର ସାପଟିକୁ ଦେଖି ଭୟଭିତ ହୋଇପଡିଥିଲେ।ଖବର ପାଇ ସ୍ନେକ ହେଲ୍ପଲାଇନର ସଦସ୍ୟ ଲଳିତ ମୋହନ ପଣ୍ଡା ଆସି ଅଜଗର ସାପଟିକୁ ଉଦ୍ଧାର କରିବା ସହିତ ବାଙ୍କୀ ଗୟଳବାଙ୍କ ନିକଟସ୍ଥ […]

ଆଜିର ରାଶିଫଳ

ଅନଙ୍ଗ ତ୍ରୟୋଦଶୀ ଓ ଗୀତା ଜୟନ୍ତୀ ,୨୦୨୨ ମସିହା ଡିସେମ୍ବର ମାସ ୦୫ ତାରିଖ (ସୋମବାର)ମାର୍ଗଶୀର ମାସ-ଶୁକ୍ଳପକ୍ଷ ,ତିଥି-ତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୧୦/୧୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୨୦ ,ମିଥୁନ ରାଶିର ଘାତବାର ,ମେଷ ରାଶିର ଘାତଚନ୍ଦ୍ର , ତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ବାଇଗଣ ଭକ୍ଷଣ ନିଷେଧ । ମେଷ-ଆଜି କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ରହିଥିଲେ ମଧ୍ୟ ସରକାରୀ ସ୍ତରରୁ ସାହାଯ୍ୟ ନିଶ୍ଚିତ ପାଇବେ। […]

ସରିଲା ପ୍ରଚାର,କାଲି ଭୋଟ୍

ଭୁବନେଶ୍ୱର,୪/୧୨(ଏସ ଏସ ନିଉଜ)ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ବାହାରୁ ଆସିଥିବା ନେତା ମାନେ ଏଠାରୁ ଘରବହୁଡା କରୁଥିବାବେଳେ ସ୍ଥାନୀୟ ଅଞ୍ଚଳର ନେତାମାନେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ସମସ୍ତ କୌଶଳ ରାତିଅଧିଆ ଆପଣାଇବେ ।ରାତି ଅଧିଆ ଟଙ୍କା ବାଣ୍ଟିବାର ସମ୍ଭାବନା ଥିବାରୁ ପୋଲିସ ଏହାକୁ ନଜରରେ ରଖିଛି।ପଦ୍ମପୁରରେ କଡ଼ାକଡ଼ି ଚେକିଂ ଆରମ୍ଭ ହୋଇଯାଇଛି।ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ୪ଟାରେ ସରିବ ।ନିର୍ବାଚନ ମଣ୍ଡଳୀରେ ମୋଟ ୩୧୯ଟି […]

ଖୁଡିକୁ ଗୁଳିକଲା ପୁତୁରା

ଭୁବନେଶ୍ୱର,୪/୧୨(ଏସଏସ ନିଉଜ)ସୁବର୍ଣ୍ଣପୁର ଜିଲ୍ଲା ତରଭା ରଥପଡ଼ାରେ ପୁତୁରାର ଗୁଳିମାଡ଼ରେ ଖୁଡ଼ି ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।ଗୁଳିକାଣ୍ଡର ପକୃତ କାରଣ ଜଣାପଡିନାହିଁ।

୩୧ ଦାଦନଙ୍କୁ ଅଟକ ରଖିଲା RPF

ଭୁବନେଶ୍ୱର,୪/୧୨(ଏସ ଏସ ନିଉଜ)ବଲାଙ୍ଗିର ଷ୍ଟେସନରେ ୩୧ ଦାଦନଙ୍କୁ ଅଟକ ରଖିଲା RPF। ୩୧ ଦାଦନଙ୍କ ମଧ୍ୟରେ ୬ ଶିଶୁ ଥିବାର ଜଣାପଡିଛି। ସମସ୍ତେ ବରଗଡ଼ ଜିଲ୍ଲା ବିଜେପୁରର ହୋଇଥିବା ସୂଚନା ମିଳିଛି। ବିଶାଖାପାଟଣା ଚାଲାଣ ବେଳେ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି।