ଖୁଡିକୁ ଗୁଳିକଲା ପୁତୁରା

ଭୁବନେଶ୍ୱର,୪/୧୨(ଏସଏସ ନିଉଜ)ସୁବର୍ଣ୍ଣପୁର ଜିଲ୍ଲା ତରଭା ରଥପଡ଼ାରେ ପୁତୁରାର ଗୁଳିମାଡ଼ରେ ଖୁଡ଼ି ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।ଗୁଳିକାଣ୍ଡର ପକୃତ କାରଣ ଜଣାପଡିନାହିଁ।

Comments (0)
Add Comment