ଚାରିଛୁଆଙ୍କୁ ଜନ୍ମଦେଲା ବିଜଲୀ
ବାରଙ୍ଗ,୨୨/୧୧(ଏସଏସନିଉଜ)ମଙ୍ଗଳବାରଦିନ ଏସୀୟସିଂହୀ ବିଜଲୀ ତାର ତୃତୀୟଗର୍ଭରୁ ୪ଟି ଶାବକକୁ ଜନ୍ମ ଦେଇଛି।ପ୍ରଥମଶାବକକୁ ୨ଟା୩୨,ଦ୍ୱତୀୟଶାବକକୁ୪ଟା୧୬,ତୃତୀୟଶାବକକୁ୫ଟା୩୬ ଓ ଚତୁର୍ଥଶାବକକୁ ୭ଟା୨୧ରେ ଜନ୍ମଦେଇଛି ।ବିଜଲୀର ନବଜାତ ଛୁଆ ୪ଟି ସୁସ୍ଥ ଥିବାବେଳେ ମା\’ ସେମାନଙ୍କୁ ତା ଜିଭରେ ଚାଟୁଥିବା ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଛି।ତେବେ ଜନ୍ମିତ ଛୁଆ ୪ଟିର ଲିଙ୍ଗଚିହ୍ନଟ ହୋଇନାହିଁ ।ସିଂହ ସମ୍ରାଟ ସହ ସିଂହୀ ବିଜଲୀର ମିଳନ ଗତ ଅଗଷ୍ଟ ମାସରେ ହୋଇଥିଲା।ପରେ ସେ ଗର୍ଭବତୀ ହୋଇଥିଲା।ଏହାପରେ କର୍ତ୍ତୁପକ୍ଷ ବିଜଲୀ ପ୍ରତି ସ୍ବତନ୍ର ଦୃଷ୍ଟି ଦେଇଥିଲେ।ସିଂହସଫାରୀ ଫିଡିଙ୍ଗ ଚାମ୍ବର […]